ଶିକାରୀ ନିଜେ ଏଠି ଶିକାର ହେଇଗଲା, ଭିଡିଓ ଦେଖିଲେ ନିଜ ଆଖିକୁ ବିଶ୍ଵାସ କରି ପାରିବେନି, ଦେଖନ୍ତୁ ଭାଇରାଲ Video 

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହି ସବୁ ଭାଇରାଲ ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭାଇରାଲ ଭିଡିଓ ବିଷୟରେ ।

୧. ୩ ଅଗଷ୍ଟ ୨୦୧୯ରେ ବ୍ରାଜିଲରେ ସ୍ଥିତ ବାଙ୍ଗୁ ଜେଲରେ ଥିବା ଅପରାଧୀ କ୍ଲାଉଭିନୋ ଡା ସିଲଭା ଜେଲରୁ ବାହାରିବା ପାଇଁ ଏକ ଭିନ୍ନ ଉପାୟର ଅବଲମ୍ବନ କରିଥିଲେ । ସେ ନିଜ ୧୯ ବର୍ଷୀୟ ଝିଅକୁ କିଛି ଜିନିଷ ଆଣି ସାକ୍ଷାତ କରିବା ପାଇଁ ଡକାଇ ଥିଲା । ଯେତେବେଳେ ଝିଅ ସାକ୍ଷାତ କରି ଜେଲରୁ ବାହାରୁଥିଲା ସେତେବେଳେ ପୋଲିସ ମାନଙ୍କୁ ସନ୍ଦେହ ହେଲା । କ୍ଲାଉଭିନୋ ନିଜ ଝିଅକୁ ସିଲିକନ ମାସ୍କ ଆଣିବାକୁ କହିଥିଲେ ଓ ନିଜ ଝିଅକୁ ଜେଲ ଭିତରେ ବନ୍ଦ କରି ଫେରାର ହେଉଥିଲେ ସେତେବେଳେ ସେ ପୋଲିସ ହାତରେ ଧାରା ପଡିଥିଲେ ।

୨. ଜାନୁୟାରୀ ୨୦୨୧ରେ ମିକାହ ବାଲେସ ଓ ତାଙ୍କ ପତ୍ନୀ ସାରାହ ହନିମୁନ ମନେଇବା ପାଇଁ ବାର୍ବୋଡସ ଯାଇଥିଲେ । ବନ୍ଧୁଗଣ ହନିମୁନରେ ମିକାହ ସ୍ଵୀମିଙ୍ଗ ପୁଲରେ ଥିବା ବେଳେ ତାଙ୍କ ମୁଣ୍ଡ ଆଉ ଶରୀର ଅଲଗା ଅଲଗା ଦେଖା ଯାଉଥିଲା । ଏହି ଦୃଶ୍ୟ ଦେଖି ସାରାହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କ ପାଖକୁ ଯାଇଥିଲେ । ପାଖକୁ ଗଲା ପରେ ମିକାହଙ୍କ ମୁଣ୍ଡ ସହ ତାଙ୍କ ଶରୀର ମିଶି ଯାଇଥିଲା । ସ୍ଵୀମିଙ୍ଗ ପୁଲରେ ଥିବା ଗୋଲ କାଚ ଶରୀରକୁ ଅଲଗା କରୁଥିବାର ନଜର ଆସୁଥିଲା ।

୩. ବନ୍ଧୁଗଣ ପରୀକ୍ଷାରେ ଅଧିକାଂଶ ଛାତ୍ର ଛାତ୍ରୀ ଚିଟିଙ୍ଗ କରିଥାନ୍ତି । ହେଲେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଚିଟିଙ୍ଗ କରିବାର ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଉତ୍ତର ପ୍ରଦେଶରେ ଚାଲୁଥିବା ଏସଆଇ ପରୀକ୍ଷାରେ ଜଣେ ବ୍ୟକ୍ତି ନକଲି ୱିଗ ପିନ୍ଧି ଆସିଥିଲା ଓ ସେହି ୱିଗରେ ସେ ମାଇକ୍ରୋ ଡିଭାଇସ ଲଗାଇଥିଲା ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓଟି ଆପଣ ମାନଙ୍କ ମନ ଜିତି ନେବ । ଏହି ଭିଡିଓରେ ଗୋଟେ କଇଁଛ ଓଲୋଟା ହୋଇ ପଡିଥିଲା ସେହି ସମୟରେ ଗୋଟେ ମଇଁଷି ନିଜ ଶୁଣ୍ଢ ଦ୍ଵାରା କଇଁଛକୁ ସାହାର୍ଯ୍ୟ କରୁଛି ଓ ତାକୁ ଓଲୋଟାରୁ ସିଧା କରି ଦେଉଛି ।

୫. ବନ୍ଧୁଗଣ ଗତ କିଛି ଦିନ ତଳେ ଗୁଜୁରାଟରେ ଦୁଇଟି ବାଘୁଣୀ ଶିକାର କରିବା ପାଇଁ ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ । ଦୁଇଟି ବାଘୁଣୀ ଗୋଟେ ବାଛୁରିକୁ ଶିକାର କରିବାକୁ ଚାହୁଁ ଥିଲେ । ହେଲେ ବାଛୁରିଟି ଅତି ସାହାସର ସହ ବାଘୁଣୀର ସାମ୍ନା କରିଥିଲା ଓ ନିଜ ଜୀବନ ବଞ୍ଚାଇ ପାରିଥିଲା ।

Leave a Reply

Your email address will not be published. Required fields are marked *