ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।
ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ତେବେ ଆଜି ଆମେ ଆପଣଂକୁ ଜଣାଇବାକୁ ଯଦି ଆପଣ କରନା ସଂକ୍ରମିତ ହୁଅନ୍ତି ତେବେ ଆପଣ ଘରେ କିପରି ଏହାର ଚିକିତ୍ସା କରିପାରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ।

ବନ୍ଧୁଗଣ ପ୍ରତିଦିନ ଅନେକ ଲୋକ କରନା ଭୁତାଣୁ ଦ୍ଵାରା ସଂକ୍ରମିତ ହେଉଛନ୍ତି । ଯେଉଁଥିପାଇଁ ବିଭିନ୍ନ ଘରୋଇ ଓ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ବହୁତ ଭିଡ ଦେଖିବାକୁ ମିଳୁଛି । କିନ୍ତୁ ଆମେ ଆପଣଂକୁ ଜଣାଇ ଦେଉଛୁ କି କରନା ଦ୍ଵାରା ସଂକ୍ରମିତ ହେଉଥିବା ୯୦ ପ୍ରତିଶତ ଲୋକ ନିଜ ଘରେ ହିଁ ଚିକିତ୍ସା କରିପାରିବେ । କାରଣ ଅଧିକାଂଶ ଲୋକଙ୍କ ଠାରେ କେବଳ ସାଧାରଣ ଲକ୍ଷଣ ହିଁ ଦେଖିବାକୁ ମିଳୁଛି ।

ଯଦି ଆପଣଙ୍କ ର କରନା ସହିତ ଜଡିତ କୌଣସି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ଆପଣ ତୁରନ୍ତ ନିଜର ଚିକିତ୍ସା ଆରମ୍ଭ କରି ଦିଅନ୍ତୁ । ଯଦି ଆପଣ କରନା ପଜେଟିଭ ହେଉଛନ୍ତି ତେବେ ଆପଣ ପ୍ରଥମେ ଏକ ଘରେ ଆଇସଲେସନ ରେ ରୁହନ୍ତୁ ଏବଂ ପ୍ରଥମ ପାଞ୍ଚ ଦିନ ପର୍ଯ୍ୟନ୍ତ ଦିନକୁ ତିନି ଥର ପାରାସିଟାମୋଲ ସେବନ କରନ୍ତୁ । ଏହା ସହିତ ନିଜ ଶରୀର ର ତାପମାତ୍ରା କୁ ବାରମ୍ବାର ମାପନ୍ତୁ । ଏହା ସହିତ ଦିନକୁ ଚାରି ଥର ଶରୀର ର ଅମ୍ଳଜାନ ର ପରିମାଣ କୁ ମାପନ୍ତୁ ।

ଯଦି ଶରୀର ରେ ଅମ୍ଳଜାନ ର ମାତ୍ରା କମିବାକୁ ଲାଗେ ତେବେ ତୁରନ୍ତ ଘରେ ହିଁ ଆକ୍ରାନ୍ତ ଙ୍କୁ ଅମ୍ଳଜାନ ଦିଅନ୍ତୁ । ଯଦି ଘରେ ଅକ୍ସୀଜେନ ସିଲିଣ୍ଡର ନ ଥାଏ ତେବେ ରୋଗୀ କୁ ଓଲଟା କରି ଶୁଆଇ ଦିଅନ୍ତୁ । ଏହା ପରେ ସବୁ ଠିକ ହୋଇଯିବ । ବର୍ତ୍ତମାନ ଆମେ ଜାଣିବା ଯେ ପାଞ୍ଚ ଦିନ ପରେ ଅର୍ଥାତ ୬ ଦିନ ରୁ କେଉଁ ପ୍ରକାର ଚିକିତ୍ସା କରିବା । ୬ ଦିନ ପରେ ମଧ୍ୟ ଯଦି କୌଣସି ପରିବର୍ତ୍ତନ ଦେଖା ନ ଯାଏ ତେବେ ଆକ୍ରାନ୍ତ ଙ୍କୁ ପ୍ରେଡ୍ନୀସୋଲନ ବଟିକା ଖାଇବାକୁ ଦିଅନ୍ତୁ ।

ଏହା କୁ କେବଳ ରାତି ରେ ଶୋଇବା ପୂର୍ବରୁ ଥରେ ମାତ୍ର ଖାଆନ୍ତୁ । ଏହା ପରେ ୧୧ ଦିନ ପରେ ଅମନାକୋର୍ଟିଲ ବଟିକା ସେବନ କରନ୍ତୁ । ଏହା କୁ ମଧ୍ୟ ଆପଣ ରାତି ରେ ଶୋଇବା ପୂର୍ବରୁ ଥରେ ସେବନ କରନ୍ତୁ । ଏହିପରି ଭାବରେ ଆପଣ ୧୫ ଦିନ ଭାବରେ ସଂଘରୋଧ ରେ ରହି ନିଜର ଚିକିତ୍ସା କରିପାରିବେ । ଯଦି ଆପଣ ଘରେ ରହି ଚିକିତ୍ସା କରୁଛନ୍ତି ତେବେ ଆପଣଂକୁ ଅନ୍ୟ କୌଣସି ପରୀକ୍ଷା କରିବା ର ଆବଶ୍ୟକତା ନାହିଁ ।

ଯେଉଁମାନେ ବହୁତ ଗୁରୁତର ଭାବେ ଆକ୍ରାନ୍ତ ହୋଇଥାଆନ୍ତି ସେମାନଙ୍କୁ ଏହି ସବୁ ପରୀକ୍ଷା କରିବା ର ଆବଶ୍ୟକତା ରହିଥାଏ । ଯଦି ଆପଣ କରନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ତେବେ ଅଧିକ ମାତ୍ରାରେ ନଡ଼ିଆ ପାଣି,ପାଣି ଓ ଓ ଆର ଏସ ପିଅନ୍ତୁ । କାରଣ ଏହି ସମୟ ରେ ଆପଣଙ୍କ ଶରୀର ପର୍ଯ୍ୟାପ୍ତ ପରିମାଣ ରେ ଜଳୀୟଅଂଶ ଲୋଡି ଥାଏ ।

ଯଦି ଏହି ସମୟ ରେ ଆପଣଂକୁ ଅନ୍ୟ କୌଣସି ରୋଗ ହୋଇଯାଏ ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇପାରିବେ କିନ୍ତୁ ସେହି ଔଷଧ ସହିତ କରନା ପାଇଁ ଆପଣ ଯେଉଁ ଔଷଧ ଖାଉଥିଲେ ତାହାକୁ ମଧ୍ୟ ଖାଇବେ । ତେବେ ଏହି ପରି ଭାବରେ ଆପଣ ଚାହିଁଲେ ଘରେ ନିଜର ଚିକିତ୍ସା କରିପାରିବେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

