ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅମିର ଖାନଙ୍କୁ ନିଶ୍ଚୟ ଜାଣିଥିବେ । ଅମିର ଖାନ ହେଉଛନ୍ତି ଏକ ଦିଗଜ ଅଭିନେତା । ସେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ସେ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅମିର ନିଜ କ୍ରୋ-ଧ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଅମିରଙ୍କ କ୍ରୋ-ଧର ଶି-କା-ର ଅନେକ କଳାକାର ହୋଇଛନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଅମିର ଖାନଙ୍କ କ୍ରୋ-ଧ-ର ଶି-କା-ର ଏକ ଲୋକପ୍ରିୟ ଅଭିନେତ୍ରୀ ହୋଇଯାଇଥିଲେ ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ୯୦ ଦଶକର ଦିଗଜ ଅଭିନେତ୍ରୀ ଦିବ୍ୟା ଭାରତୀ । ଦିବ୍ୟା ଭାରତୀ ସେହି ସମୟରେ ବହୁତ ଚର୍ଚାରେ ରହୁଥିଲେ । ହେଲେ ଗୋଟେ ସମୟରେ ସେ ଅମିର ଖାନଙ୍କ କ୍ରୋ-ଧ-ର ଶି-କା-ର ହୋଇଯାଇଥିଲେ ଯାହା ଫଳରେ ତାଙ୍କୁ କାନ୍ଦି ବାକୁ ପଡିଥିଲା । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ଏକ ସ୍ଟେଜ ସୋ ସହ ଜଡିତ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ସେହି ସ୍ଟେଜ ସୋରେ ଦିବ୍ୟା ଭାରତୀଙ୍କ ଦ୍ଵାରା ଏକ ଭୁଲ ହୋଇଯାଇଥିଲା । ଯାହାଫଳରେ ଅମିର ତାଙ୍କ ଉପରେ ବହୁତ ଅଧିକ ରା-ଗି ଯାଇଥିଲେ । ଅମିରଙ୍କ କ୍ରୋଧ ଏତେ ବଢିଯାଇଥିଲା ଯେ, ସେ ଦିବ୍ୟାଙ୍କ ସହ ସ୍ଟେଜ ସୋରେ ପରଫର୍ମ କରିବା ପାଇଁ ମନା କରିଦେଇଥିଲେ । ଏହି ସ୍ଟେଜ ସୋର ଆୟୋଜନ ଲଣ୍ଡନରେ ହୋଇଥିଲା । ସେହି ସ୍ଥାନରେ ଦିବ୍ୟାଙ୍କ ବ୍ୟବହାରକୁ ଦେଖି ଅମିର ବହୁତ ଅଧିକ ରା-ଗି ଯାଇଥିଲେ ।

ସେହି ସମୟରେ ଯେତେବେଳେ ଏହି ଘଟଣା ବିଷୟରେ ଦିବ୍ୟାଙ୍କୁ ପଚରା ଯାଇଥିଲା ସେତେବେଳେ ଦିବ୍ୟା ନିଜର ଭୁଲକୁ ସ୍ଵୀକାର କରିଥିଲେ । ଦିବ୍ୟାଙ୍କ ମତରେ, ତାଙ୍କ ଦ୍ଵାରା ସ୍ଟେଜରେ କିଛି ଭୁଲ ହୋଇଗଲା ହେଲେ ସେହି ସମୟରେ ସେ ନିଜ ଭୁଲକୁ କବର କରିଦେଇଥିଲେ । କିନ୍ତୁ ସେତିକି ସମୟ ମଧ୍ୟରେ ଅମିର ତାଙ୍କ ଭୁଲ ପାଇଁ ବହୁତ ଅଧିକ ରା-ଗି ଯାଇଥିଲେ । ଏଥିପାଇଁ ଅମିରଙ୍କୁ ଭୁଲ ମାଗିବା ଉଚିତ ।

ବନ୍ଧୁଗଣ ମିଡିଆ ରିପୋର୍ଟ ଅନୁସାରେ ସୋ ମେକର୍ଷ ମାନଙ୍କୁ ଅମିର ଖାନ ଦିବ୍ୟାଙ୍କ ବଦଳରେ ଜୁହୀ ଚାବଲାଙ୍କୁ ନେବା ପାଇଁ କହିଦେଇଥିଲେ । ଦିବ୍ୟା ଭାରତୀଙ୍କୁ ନେବା ଫଳରେ ଅମିର ସେହି ସୋରେ ପରଫର୍ମ କରିବା ପାଇଁ ମନା କରିଦେଇଥିଲେ । ସେହି ସମୟରେ ସୋର ମେକର୍ଷ ମାନେ ଚିନ୍ତାଗ୍ରସ୍ତ ହୋଇ ବୁଲୁଥିବା ସମୟରେ ସଲମାନ ଖାନ ଆସି ସ୍ଟେଜ ସୋକୁ ସମ୍ଭାଳିଥିଲେ । ଦିବ୍ୟାଙ୍କ ପାଇଁ ସଲମାନ ଆସି ଥିଲେ ଓ ସ୍ଟେଜରେ ସୁନ୍ଦର ପଦର୍ଶନ କରିଥିଲେ ।

ହେଲେ ଅମିରଙ୍କ ସେହି ବ୍ୟବହାର ପାଇଁ ଦିବ୍ୟା ବହୁତ କଷ୍ଟ ପାଇଥିଲେ ଓ ସ୍ଟେଜ ସୋ ଶେଷ ହେବା ପରେ ବହୁତ ଘଣ୍ଟା ଧରି ବାଥରୁମରେ ବସି ସେ କାନ୍ଦିଥିଲେ । ଏହା ପରେ ଅମିର ଓ ଦିବ୍ୟାଙ୍କ ଏହି ଘଟଣା ବହୁତ ଚର୍ଚାରେ ଆସିଗଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଦିବ୍ୟା ଭାରତୀ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

