କାହିଁକି ଏହି ଝିଅଟି Sonu ଙ୍କ ଆଗରେ ଭୋ-ଭୋ ହେଇ କାନ୍ଦିବାକୁ ଲାଗିଲା, Sonu କରି ଦେଖେଇଲେ କିଛି ଏମିତି କାମ…ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ଦେଶ ରେ ଆଜି କାଲି କରୋନା ମହାମାରୀ ଚାରିଆଡେ ଆ-ତ-ଙ୍କ ଖେଳାଇ ରହିଛି । ସମସ୍ତେ ଏହି ମ-ହା-ମା-ରୀ ଠାରୁ ଭ-ୟ-ବି-ତ ହୋଇ ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତେ ଘରେ ରହୁଛନ୍ତି ।

ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । କିଛି ଜରୁରୀ କାର୍ଯ୍ୟ ଆସିଲେ ହିଁ ଘରୁ ବାହାର କୁ ଯାଆନ୍ତୁ ଏବଂ ବାହାରକୁ ଗଲେ ମୁହଁ ରେ ମାସ୍କ ପିନ୍ଧନ୍ତୁ ଏବଂ ପାଖରେ ସାନିଟାଇଜର ରଖନ୍ତୁ ଏବଂ କୌଣସି କାର୍ଯ୍ୟ କରିବା ପରେ ଏଵଂ ଖାଇବା ପୂର୍ବରୁ ହାତକୁ ୨ ମିନିଟ ପର୍ଯ୍ୟନ୍ତ ଭଲ ରେ ଧୋଇ ଦିଅନ୍ତୁ । କାରଣ ଏହି ମ-ହା-ମା-ରୀ ଅନେକ ଜୀଵନ ନେଇ ସାରିଲାଣି ।

ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା କୌଣସି ସେଲିବ୍ରେଟି ସେ କାହାକୁ ଛାଡୁ ନାହିଁ । ତେଣୁ ନିଜେ ସତର୍କତା ଅବଲମ୍ବନ କରି ନିଜେ ହିଁ ସୁରକ୍ଷିତ ରହି ପାରିବା । ଏହି କରୋନା ସମୟରେ ଅନେକ ଲୋକ ନିଜ ଘରକୁ ଯାଇ ପାରୁ ନାହାଁନ୍ତି ଏବଂ ଖାଦ୍ୟ ଖାଇବା ପାଇ ପାରୁ ନାହାଁନ୍ତି ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ବଲିଉଡ ର ଲୋକପ୍ରିୟ ଅଭିନେତା ସୋନୁ ସୁଦ ସମସ୍ତ ଙ୍କୁ ସାହାଯ୍ୟ କରୁଛନ୍ତି ।

କାହାକୁ ଫ-ସି ରହିଥିଲେ ତାକୁ ଉଦ୍ଧାର କରିବାରେ ସାହାଯ୍ୟ କରୁଛନ୍ତି କାହାକୁ ନିଜ ଘରେ ପହଞ୍ଚାଉ ଛନ୍ତି ତ କାହାକୁ ଖାଦ୍ୟପେୟ ର ସାହାଯ୍ୟ କରୁଛନ୍ତି ସେ ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଇଁ ଦେଵତା ହୋଇ ଯାଇଛନ୍ତି । ତେବେ ବର୍ତ୍ତମାନ ଖବର ରେ ଜଣେ ଝିଅ ସୋନୁ ସୁଦ ଙ୍କୁ ଦେଖି କାନ୍ଦି ପକାଇଥିଲା ତେବେ ଏହାର କାରଣ କଣ ଆସନ୍ତୁ ସେହି ବିଷୟରେ ବିସ୍ତାର ପୁର୍ବକ ଆଲୋଚନା କରିବା ।

ଝିଅ ଟି ର ନାମ ହେଉଛି ନିଲମ ସେ ନିଜ ବାପା ମାଆ ଙ୍କ ସହ ଏକାଠି ରୁହନ୍ତି । ଏହି କରୋନା ମହାମାରୀ ସମୟରେ ସେ ଯେଉଁ କାମ କରୁଥିଲେ ତାହା ବନ୍ଦ ହୋଇ ଯାଇଛି ସାତ ଆଠ ମାସ ହେବ ସେ କିଛି କାମ କରୁ ନାହାନ୍ତି । ଏହା ଯୋଗୁଁ ସେ ନିଜ ଘର ଭଡା ମଧ୍ୟ ଦେଇ ପାରୁ ନାହାଁନ୍ତି ଏବଂ ରହିବା ପାଇଁ ଖାଇବା ପାଇଁ ବହୁତ ଅସୁବିଧା ମଧ୍ୟ ହେଉଛି । ବର୍ତ୍ତମାନ ତାଙ୍କ ପାଖରେ ରହିବା ପାଇଁ ମଧ୍ୟ କୌଣସି ସ୍ଥାନ ନାହିଁ ।

ତେବେ ସେ ନିଜର ଏହି ଅସୁବିଧା ବିଷୟରେ ଅଭିନେତା ସୋନୁ ସୁଦ କୁ କହିଥିଲେ ଏବଂ କିଛି କାମ ପାଇଁ ମଧ୍ୟ ନିବେଦନ କରିଥିଲେ । ତେବେ ସୋନୁ ସୁଦ ତାଙ୍କର ସମସ୍ତ କଥା ଏବଂ ଅସୁବିଧା କୁ ଶୁଣି ନିଜର ଏକ ପରିଚିତ ବ୍ୟକ୍ତି ଙ୍କ ଘରେ ତାଙ୍କର ରହିବାର ଏବଂ କାମ କରିବାର ବ୍ୟବସ୍ଥା କରି ଦେଇଥିଲେ । ଯେଉଁଠି ସେ ଘରର ସବୁ କାର୍ଯ୍ୟ କରିବ ଏବଂ ସେଠାରେ ରହିବ ମଧ୍ୟ ।

ତେବେ ଏହା ଶୁଣି ଏବଂ ଏତେ ଶୀଘ୍ର ତାଙ୍କର ଅସୁବିଧା ର ସମାଧାନ ମିଳିବ ବୋଲି ସେ ଆଶା କରି ନଥିଲେ ଏବଂ ଯେତେବେଳେ ତାଙ୍କ ଅସୁବିଧା ର ସମାଧାନ ମିଳିଗଲା ଏବଂ ତାଙ୍କୁ ରହିବା ପାଇଁ ଏବଂ କାମ କରିବା ପାଇଁ ମଧ୍ୟ ସ୍ଥାନ ମିଳିଗଲା ଏହା ଦେଖି ନିଲମ ନିଜକୁ ନିୟନ୍ତ୍ରଣ ରେ ରଖି ପାରିଲେ ନାହିଁ ଏବଂ ସୋନୁ ସୁଦଙ୍କ ଆଗରେ ବହୁତ ଜୋରରେ କାନ୍ଦିବାକୁ ମଧ୍ୟ ଲାଗିଲେ ଏବଂ କହୁଥିଲେ କି ଆପଣ ମୋର ପ୍ରିୟ କଳାକାର କିନ୍ତୁ ଏବେ ଆପଣ ଆମ ପାଇଁ ଭଗବାନ ହୋଇ ଯାଇଛନ୍ତି । ଆପଣ ଙ୍କ ଗୋଡ଼ ଧରିବାକୁ ଚାହୁଁଛି ଆପଣ ଆମ ପାଇଁ ସବୁ କିଛି ଏହି ଭଳି କହି ସେ ଜୋରରେ କାନ୍ଦିବାକୁ ଏବଂ ସୋନୁ ସୁଦ ଙ୍କୁ ଧନ୍ୟବାଦ ଜଣାଇ ଥିଲା ।

https://www.youtube.com/watch?v=p4OakK766ks

ତେବେ ଏହି ମ-ହା-ମା-ରୀ ସମୟରେ ଯେଉଁଠି ନିଜର ସମ୍ପର୍କୀୟ ମଧ୍ୟ ସାହାଯ୍ୟ ପାଇଁ ଆସୁ ନାହାନ୍ତି ସେଠାରେ ସୋନୁ ଅଜଣା ଲୋକ ମାନଙ୍କ ସାହାଯ୍ୟ କରୁଛନ୍ତି ଏବଂ ସେମାନଙ୍କ ଭଗବାନ ଏବଂ ସବୁକିଛି ହୋଇ ଯାଉଛନ୍ତି । ସୋନୁ ଙ୍କ ଏହି କାର୍ଯ୍ୟ ପାଇଁ ସମସ୍ତେ ତାଂକର ପ୍ରଶଂସା ନ କରି ରହି ପାରୁ ନାହାଁନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *