ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ଏହି ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମହେଶ୍ଵେତା ରାୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମହେଶ୍ଵେତା ରାୟଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ମହେଶ୍ଵେତା ନିଜ ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅଧିକ ବୟସ ଥିଲେ ମଧ୍ୟ ସେ ଆଜି ବି ବହୁତ ସୁନ୍ଦର ନଜର ଆସନ୍ତି । ହେଲେ ଆପଣ ମାନେ କଣ ମହେଶ୍ଵେତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହେଶ୍ଵେତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଓଡିଆ ଅଭିନେତ୍ରୀ ମହେଶ୍ଵେତାଙ୍କ ଜନ୍ମ ୧୯୬୨ ମସିହା ଜୁଲାଇ ୨ ତାରିଖରେ ପୁରୀ ଜିଲ୍ଲାରେ ହୋଇଥିଲା । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ସିରିସ ରାଉତରାୟ ।

ପିଲା ଦିନରୁ ମହେଶ୍ଵେତାଙ୍କୁ ଅଭିନୟରେ ବହୁତ ରୁଚି ଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ୧୯୭୬ ମସିହାରେ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ଶେଷ ଶ୍ରାବଣ’ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ । ଏହି ଫିଲ୍ମରେ କାମ କରିବା ପରେ ସେ ଆଉ ପଛକୁ ଚାହିଁ ଦେଖି ନଥିଲେ । ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଥିଲେ ।

ସେ ଓଡିଆ ଫିଲ୍ମ ସହିତ କେତେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ପ୍ରିୟତମା, ଶଙ୍ଖା ମହୁରି, ଲେଖୁ ଲେଖୁ ଲେଖି ଦେଲି, ହାତ ଧରି ଚାଲୁଥା, ଜାଗା ହାତରେ ପଘା, ମୁ ଏକା ତୁମର, ଟାର୍ଗେଟ, ସୁପର ଷ୍ଟାର, ରାଜା ଝିଅ ସାଥେ ହେଇଗଲା ଭାବ ଓ ତୁ ଥିଲେ ମୋ ଡର କାହାକୁ ଆଦି ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି ।

ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କର ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।ସୋ-ସି-ଆ-ଲ ମି-ଡି-ଆରେ ସେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ମହେଶ୍ଵେତା ରାୟ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

