ବର୍ତ୍ତମାନ ସମୟରେ କ-ରୋ-ନା-ର ଭ-ୟା-ବ-ହ-ତା ବଢି ଯାଇଛି । ଦେଶର ଅବସ୍ତା ବର୍ତ୍ତମାନ ବହୁତ ଗଭୀର ହୋଇ ଯାଇଛି । କୁହାଯାଉଛି କି ବର୍ତ୍ତମାନ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣାପଟନମ ଜିଲ୍ଲାରେ ଜଣେ ଆୟୁର୍ବେଦ ବିଜ୍ଞାନୀ କ-ରୋ-ନା-ର ଔଷଧ ବାହାର କରି ଦେଇଛନ୍ତି ।
କହିଦେଉଛୁ କି କ୍ରୀଷ୍ଣାପଟନମ ଗ୍ରାମର ବି ଆନନ୍ଦଦୟା ନାମକ ଜଣେ ବ୍ୟକ୍ତି ଏହି କରୋନା ଔଷଧକୁ ପ୍ରସ୍ତୁତ କରିଛନ୍ତି । ବି ଆନନ୍ଦଦୟା ଜଣେ ଆୟୁର୍ବେଦିକ ଡାକ୍ତର ଅଟନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ଏହି ଔଷଧକୁ ଆନ୍ଧ୍ର ପ୍ରଦେଶରେ ଶାସନ କରୁଥିବା YSR ଦଳର ବିଧାୟକ ଓ ଜିଲ୍ଲା ସଭାପତି ଗୋବର୍ଦ୍ଧନ ରେଡ୍ଡୀ ଉଦ୍ଘାଟନ କରିବା ସହ ଏହାର ବିତରଣକୁ ବି ପ୍ରୋତ୍ସାହନ କରୁଛନ୍ତି ।

ଏହି ସ୍ଥାନର କିଛି ଭିଡିଓ ବି ଭାଇରାଲ ହେଉଛି ଓ ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକମାନେ କୋବିଡ ନିୟମକୁ ଉଲଂଘନ କରି ଔଷଧ ନେବା ପାଇଁ ଲାଇନ କରି ଛିଡା ହୋଇଛନ୍ତି । ଯେତେବେଳେ ଏହି ଖବର ଚାରିଆଡେ ବ୍ୟାପିଗଲା ତେବେ ସେହି ସମୟରୁ ହିଁ ହଜାର ହଜାର ସଂଖ୍ୟାରେ କରୋନାରେ ପୀଡିତ ବ୍ୟକ୍ତି କ୍ରୀଷ୍ଣାପଟନମ ଗାଁକୁ ଯାଇ ଔଷଧ ନେଉଛନ୍ତି । ଯେଉଁ ସ୍ଥାନରେ ପ୍ରବଳ ଭିଡ ଲାଗିଛି ।

ଏହି ସମୟରେ କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ମାସ୍କ ନାହିଁ ଓ ସାମାଜିକ ଦୂରତା ବିଷୟରେ ବୋଧେ ସମସ୍ତେ ଭୁଲି ଯାଇଛନ୍ତି । ଏହିଭଳି ସ୍ଥିତିକୁ ପୋ-ଲି-ସ ମଧ୍ୟ ସମ୍ଭାଳି ପାରୁ ନାହିଁ । ଏହି ସମସ୍ତ ଭିଡିଓରେ ଗୋଟିଏ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ସୂଚନା ଅନୁସାରେ ଏହି ଭିଡିଓ ସେହି କ୍ରୀଷ୍ଣାପଟନମ ସ୍ଥାନର ଅଟେ ।
ସେହି ସମୟର ହଠାତ ଜଣେ କରୋନା ରୋଗୀ ଗୁରୁତ୍ଵର ଅବସ୍ଥାରେ ତଳେ ପ-ଡି-ଗ-ଲା । ଏମିତିରେ ମୃ-ତ୍ୟୁ ସୁନିଶ୍ଚିତ ଜାଣି ତାଙ୍କର ପତ୍ନୀ କନ୍ଦିବା ଆରମ୍ଭ କରିଦେଲେ । କିନ୍ତୁ ଏହି ସମୟରେ ଭିଡ ମଧ୍ୟରେ ହଠାତ ଜଣେ ବ୍ୟକ୍ତି ଆସି ଗୋଟିଏ ଛୋଟ କାଚ ବୋତଲରୁ ଅଳ୍ପ କିଛି ପାଣି ସେହି ବ୍ୟକ୍ତିର ଆଖିରେ ପ-କା-ଇ ଦେଉଛି ।

ଏହା ପରେ ଦେଖୁ ଦେଖୁ ବ୍ୟକ୍ତି ଜଣକ ଅଚାନକ ଉଠି ବସୁଛନ୍ତି । ଏହା ଦେଖି ସେଠି ଥିବା ସବୁ ବ୍ୟକ୍ତି କରତାଳି ଦେଲେ । କହିବାକୁ ଗଲେ ଏହି ସମସ୍ତ ଦୃଶ୍ୟ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣାପଟନମ ଗାଁର ଅଟେ । ଏହି ସ୍ଥାନର ଜଣେ ବ୍ୟକ୍ତିଙ୍କ ଦ୍ଵାରା ନିର୍ମିତ କରୋନା ଔଷଧକୁ ନେଇ ଜୋରଦାର ଚର୍ଚା ଚାଲିଛି । ଏହି ଔଷଧରେ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଯାଉଛନ୍ତି ବୋଲି ଖବର ପ୍ରଚାର ହେବା ପରେ ଏହି ସ୍ଥାନରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
କୁହାଯାଉଛି କି ଏହି ଜିଲ୍ଲାର ସମସ୍ତ କୋବିଡ ହସ୍ପିଟାଲର ରୋଗୀମାନେ ହସ୍ପିଟାଲ ଛାଡି ଏହି କ୍ରୀଷ୍ଣାପଟନମ ଗାଁକୁ ଯାଉଛନ୍ତି । ଏହି ଔଷଧ ବିଷୟରେ ସମସ୍ତେ ଜାଣିବା ପରେ ଦିନକୁ ୫୦ ରୁ ୬୦ ହଜାର ଲୋକମାନେ କୋବିଡ ନିୟମ ଉଲଂଘନ କରି ଏହି ଗାଁ କୁ ଆସୁଛନ୍ତି । ଏମିତିରେ ଯେତେବେଳେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ ତେବେ ରାଜ୍ୟ ସରକାର ଔଷଧ ବିତରଣକୁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।
ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

