କରୋନା ଆପଣଙ୍କର କିଛି ବି କରି ପାରିବନି, ଶୁଣନ୍ତୁ ହସ୍ପିଟଲରୁ ଡକ୍ଟର ସଂଜୀବ କଣ କହୁଛନ୍ତି, ମିନିଟ କ ମଧ୍ୟରେ ବଢିବାକୁ ଲାଗିବ ଅକ୍ସିଜେନ

ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମ-ହା-ମା-ରୀର ଦ୍ଵିତୀୟ ଲହର ବହୁତ ଭୟଙ୍କର ରୂପ ନେଇ ସାରିଛି । କରୋନା ମ-ହା-ମା-ରୀର କୋପ ଏତେ ବଢି ଯାଇଛି ଯେ ଦିନକୁ ଦିନ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରା-ଣ ହ-ରା-ଉ-ଛନ୍ତି ।

ଗତବର୍ଷ ଅପେକ୍ଷା ଏହି ବର୍ଷ ବହୁତ ଲୋକ ଏହି ଭାଇରସରେ ଆ-କ୍ରା-ନ୍ତ ହୋଇ ନିଜର ପ୍ରା-ଣ ହ-ରା-ଉ-ଛନ୍ତି । ଏହା ସହିତ ହସ୍ପିଟାଲରେ ବେଡ ସଂଖ୍ୟା କମ ଅଛି ଓ ଅକ୍ସିଜେନ ମଧ୍ୟ ମିଳୁ ନାହିଁ ଯେଉଁଥି ପାଇଁ ଅଧିକ ଲୋକଙ୍କୁ ଏହି ଭାଇରସ ଠାରୁ ବଞ୍ଚେଇ ହେଉ ନାହିଁ । ଏହା ଆମ ଗଳା ରେ ସଂ-କ୍ର-ମ-ଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ।

ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବ-ର-ଣ କରୁଛନ୍ତି । ଏହି ମ-ହା-ମା-ରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି। ଏହି କରୋନା ମ-ହା-ମା-ରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଏହି ଅମ୍ଳଜାନ ର ଅଭାବରୁ ଆମେ କିପରି ବଞ୍ଚିବା ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା।

ବର୍ତ୍ତମାନ ଆମ ଦେଶରେ ଅମ୍ଳଜାନ ର ବହୁତ ଅଭାବ ଦେଖା ଦେଉଛି । ତେବେ ଆମେ ପ୍ରାକୃତିକ ଅମ୍ଳଜାନ ର କେବଳ ୩୦ ପ୍ରତିଶତ ରେ ହିଁ ବଞ୍ଚି ଥାଉ କିନ୍ତୁ ଯେତେବେଳେ ଆମ ଫୁସଫୁସ ଅଧିକ ଖରାପ ହୋଇ ଯାଏ ଏବଂ ନିଶ୍ୱାସ ନେବାରେ ବହୁତ ସମସ୍ୟା ଆସେ ସେତେବେଳେ ଆମକୁ ୧୦୦ ପ୍ରତିଶତ ଅମ୍ଳଜାନ ର ଆବଶ୍ୟକ ପଡୁଛି।

ତେବେ ଆମେ ପଶୁ ପକ୍ଷୀ ଆଦି ଙ୍କ ବିଷୟରେ ଚର୍ଚ୍ଚା କଲେ ଦେଖିବା କି ସେମାନେ ସର୍ଵଦା ତଳକୁ ମୁହଁ କରି ଚାଲି ଥାନ୍ତି । ଏବଂ ପୂର୍ବେ ମଧ୍ୟ ଆମେ ରାଜା ମାନଙ୍କ ଆଗରେ କିମ୍ବା ପ୍ରାର୍ଥନା ସମୟରେ ମୁହଁ ତଳକୁ କରି ହି କାମ କରୁ ଏବଂ ତଳକୁ କିମ୍ବା ଓଲଟା ହିଁ ଶୋଇ ଥାଉ କିନ୍ତୁ ସମୟ ର ପରିବର୍ତ୍ତନ ସହିତ ଆମେ ସିଧା ଶୋଇବାକୁ ଲାଗିଲୁ।

ତେବେ ଓଲଟା ଶୋଇବା ଦ୍ୱାରା ଆମ ଶରୀରର ସମସ୍ତ ଅଙ୍ଗ ଖୋଲି ଯାଇଥାଏ ଏବଂ ଅମ୍ଳଜାନ ଏବଂ ରକ୍ତ ଠିକ ଭାବରେ କାର୍ଯ୍ୟ କରିଥାଏ । ତେଣୁ ଆମେ ଚେଷ୍ଟା କରିବା କି ଖରାବେଳେ ଖାଲି ପେଟ ରେ ଅଧ ଘଣ୍ଟା ତଳକୁ ମୁହଁ କରି ଶୋଇବା ଆବଶ୍ୟକ କିମ୍ବା ରାତିରେ ଏହା ଚେଷ୍ଟା କରିବା କି ଓଲଟା ଶୋଇବା ପାଇଁ ଏହା ଦ୍ୱାରା ଆମ ଶରୀର ରେ ଅମ୍ଳଜାନ ର ମାତ୍ରା ବୃଦ୍ଧି ହୋଇଥାଏ।

ଭେଣ୍ଟିଲେଟର ରେ ରଖିବା ପରେ ମଧ୍ୟ ରୋଗୀ ମାନଂକୁ କିଛି ସମୟ ସିଧା ଏବଂ କିଛି ସମୟ ଓଲଟା କରି ରଖା ଯାଏ ଯାହା ଦ୍ୱାରା ଅମ୍ଳଜାନ ର ମାତ୍ରା ବଢିବାକୁ ଲାଗିବ। ଏହା ଛଡା ଆମେ ଉଚିତ ଭୋଜନ ଖାଇବା ଉଚିତ । ଏବଂ ପ୍ରାଣାୟମ କିମ୍ବା ଯୋଗ କରିବା ଆବଶ୍ୟକ । ଅନୁଲୋମ ବିଲୋମ କରିବା ଦ୍ୱାରା ମଧ୍ୟ ଅମ୍ଳଜାନ ର ବୃଦ୍ଧି ହୋଇଥାଏ। ତେଣୁ ଆପଣ ଏହି ଉପାୟ ଗୁଡିକ ନିଜେ ଚେଷ୍ଟା କରନ୍ତୁ ଏବଂ ଘରେ ସୁରକ୍ଷିତ ରୁହନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *