ମୁମ୍ବାଇ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଖୁ ପାରୁଛନ୍ତି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ସୋସିଆଲ ମିଡିଆର ଭରପୁର ବ୍ୟବହାର କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସମସ୍ତ ସ୍ଥାନରେ ଏହି ଘଟଣାକୁ ନେଇ ଚର୍ଚା ଜୋର ସୋର ଧରିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ମୁମ୍ବାଇରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି ।

କାଡଦେବ ଅଞ୍ଚଳରେ ଥିବା ଏକ ୨୦ ମହଲା ଆପାର୍ଟମେଣ୍ଟରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହାତ ହୋଇଥିବା ଜଣା ପଡିଛି । ମିଡିଆ ରିପୋର୍ଟସ ଅନୁସାରେ ୧୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ସେମାନଙ୍କ ମଧ୍ୟରେ ୧୨ ଜଣ ସାଧାରଣ ୱାର୍ଡରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ରହିଛି ।

ଆପାର୍ଟମେଣ୍ଟର ୧୮ ମହଲାରେ ନିଆଁ ଲାଗି ଯାଇଛି । ନିଆଁ ଲାଗିବା ପରେ ଘଟଣା ସ୍ଥଳରେ ୨୦ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ଘଟଣା ସ୍ଥଳରୁ ଉଧାର କାର୍ଯ୍ୟ ଜାରି ରହିଛି । ତେବେ ରାତି ପାଖା ପାଖି ୩ଟାରେ ନିଆଁ ଲାଗିଥିବା କୁହାଯାଉଛି । ପାଖା ପାଖି ଅଞ୍ଚଳର କିଛି ଓ ପ୍ରଥମେ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିସମ ବିଭାଗକୁ ଏହାର ସୂଚନା ଦେଇଥିଲା ।

ମାତ୍ର କିଛି ସମୟ ମଧ୍ୟରେ ଅଗ୍ନିସମ ବିଭାଗ ଆସି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବନ୍ଧୁଗଣ ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ସୋର ଧରିଛି ଓ ଲୋକମାନେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *