ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଏମିତି କିଛି କହବର ପ୍ରତିଦିନ ଶୁଣିବାକୁ ମିଳୁଛି । କାହାକୁ ମା-ରି ଦେଉଛନ୍ତି ତ କିଏ ନିଜେ ନିଜ ଜୀବନ ଦେଇ ଦେଇଛି । ବର୍ତ୍ତମାନ ଅ-ପ-ରା-ଧ ର ମାତ୍ରା ବହୁତ ବଢି ବଢି ଗଲାଣି ।
ନିଜ ଘର ଲୋକ କାହାକୁ ମା-ରି ଦେଉଛନ୍ତି ତ କାହାକୁ ନିଜ ସ୍ତ୍ରୀ ଏବଂ କେତେବେଳେ ପ୍ରଶାସନ ଏବଂ ପୋ-ଲି-ସ ଉପରେ ମଧ୍ୟ ଆଙ୍ଗୁଳି ଉଠୁଛି । ତେବେ ଆଜି ଆଉ ଏକ ଦୁଃ-ଖ-ଦ ଖ-ବ-ର ନଜରକୁ ଆସିଛି ଯେଉଁଠି ଜଣେ ମାଆ ନିଜ ପୁଅ ର ସୁ-ସା-ଇ-ଡ କରିବାରେ ଦା-ୟୀ ପୋ-ଲି-ସ କୁ କହୁଛି । ତେବେ ଆସନ୍ତୁ ସମ୍ପୃକ୍ତ ଖବର ସମ୍ପର୍କରେ ଆଲୋଚନା କରିନେବା । ତେବେ ଘଟଣା ଟି ହେଉଛି ରାଉରକେଲା ର ।

ସେଠାରେ ଜଣେ ଯୁବକ ନିଜ ଘର ପରିବାର ସହିତ ରହୁଥିଲା ତେବେ କିଛି ମାସ ତଳେ ସେ ଏବଂ ତା ସ୍ତ୍ରୀ ଙ୍କ ସହିତ ଭୀଷଣ ଝ-ଗ-ଡା ହୋଇଥିଲା ଏବଂ ସ୍ତ୍ରୀ ତାଙ୍କୁ ଛାଡି ଅଲଗା ହୋଇ ନିଜ ଛୁଆ ଙ୍କୁ ସଙ୍ଗରେ ନେଇ ପଳେଇଥିଲେ । ତେବେ ମୃ-ତ ଯୁବକ ଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ପୁଅ ବହୁତ ଦୁଃ-ଖ ରେ ରହୁଥିଲା ।
ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କ କଥା ହିଁ ଭାବୁଥିଲା ଏବଂ ସ୍ତ୍ରୀ ପିଲାଙ୍କ ସହ ଦେଖା କରେଇ ଦେଉ ନାହିଁ ବୋଲି ମଧ୍ୟ କହିଥିଲା । ଏହା ଛଡା ତାଙ୍କ ନାମରେ ତାଙ୍କ ସ୍ତ୍ରୀ ଥା-ନା ରେ ଅ-ଭି-ଯୋ-ଗ ମଧ୍ୟ କରିଥିଲା । ତେବେ ଏହା ସବୁ ପରେ ମଧ୍ୟ ତାଙ୍କ ମାଆ ତାଙ୍କୁ ବୁଝାଇଥିଲେ । ତେବେ କିନ୍ତୁ କାଲି ସେ ନିଜ ପିଲା ଙ୍କୁ ଦେଖିବା ପାଇଁ ନିଜ ଶ-ଶୁ-ର ଘରକୁ ଯାଇଥିଲେ ତେବେ ତଥାପି ସେ ଭେ-ଟି ପାରି ନଥିଲେ ।

କିନ୍ତୁ ତାଙ୍କ ଶଶୁର ଘର ଲୋକେ ତାଙ୍କୁ ବହୁତ ମା-ଡ଼ ମଧ୍ୟ ମା-ରି-ଥି-ଲେ ଏହା ସହ ପୋ-ଲି-ସ ମଧ୍ୟ ତାଙ୍କୁ ନେଇ ଯାଇଥିଲା ଏବଂ ସେଠାରେ ମଧ୍ୟ ପୋ-ଲି-ସ ମା-ଡ଼ ମା-ରି-ବା ସହ ଗା-ଳି ଗୁ-ଲ-ଜ କରିଥିଲା । ତେବେ ଏହାର ଏକ ଭି-ଡି-ଓ କରି ଯୁବକ ଜଣକ ନିଜ ମାଆ ଙ୍କୁ ପଠାଇଥିଲେ ।
ତେବେ ଏହି ଭି-ଡି-ଓ ଦେଖି ସକାଳୁ ସେ ଯୁବକ ଜଣକ ରହୁଥିବା ଘରକୁ ଆସି ଦେଖିଲା ବେଳକୁ ସେ ନିଜକୁ ଦ-ଉ-ଡି- ଲ-ଗେ-ଇ ଦେଇ ଥିଲା ଏବଂ ଏ ଦୁନିଆ ରୁ ସବୁଦିନ ପାଇଁ ଚାଲି ଯାଇଥିଲା । ତେବେ ମୃତ ଯୁବକ ଙ୍କ ମାଆ ଏହି ସବୁ ପାଇଁ ପୋ-ଲି-ସ କୁ ହିଁ ଦା-ୟୀ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ।

