ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ନୂଆବୋହୂ’ ସିରିଏଲଟି ନିଶ୍ଚୟ ଦେଖିଥିବେ । ବହୁତ କମ ସମୟ ମଧ୍ୟରେ ଏହି ସିରିଏଲଟି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି । ଏହି ସିରିଏଲଟିକୁ ଦେଖିବା ପାଇଁ ମଧ୍ୟ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ।
ଏହି ସିରିଏଲରେ ଅଭିନୟ କରିଥିବା ପ୍ରତ୍ୟକ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ଓ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଗତ କିଛି ଦିନ ତଳେ ଏକ ବଡ ଖବର ସାମ୍ନାକୁ ଆସିଥିଲା । ବର ଆସିଥିଲା ଯେ, ‘ନୂଆବୋହୂ’ ସିରିଏଲଟି ଶେଷ ହେବାକୁ ଯାଉଛି । ବନ୍ଧୁଗଣ ଏହି ସିରିଏଲଟି ବର୍ତ୍ତମାନ ଶେଷ ହୋଇସାରିଛି ।

ଏହି ସିରିଏଲର ଦ୍ଵିତୀୟ ପାର୍ଟ ବର୍ତ୍ତମାନ ଆପଣ ମାନେ ଟିଭିରେ ଦେଖିବାକୁ ପାଇବେ । ଏହି ସିରିଏଲର ଦ୍ଵିତୀୟ ପାର୍ଟଟି ହେଉଛି ‘ଝିଅ ଆମର ନୂଆବୋହୂ’ । ଏହି ଦ୍ଵିତୀୟ ପାର୍ଟଟି ରାଧିକା ଏବଂ ସ୍ଵାତିକଙ୍କ ଝିଅକୁ ନେଇ ଆଧାରିତ ହୋଇଛି । ଏହି ସିରିଏଲରେ ଆପଣ ମାନଙ୍କୁ କେବଳ ଲୋପାମୁଦ୍ରା ନଜର ଆସିବେ ଓ ବାକି ସମସ୍ତ ନୂଆ କଳାକାର ନଜର ଆସିବେ ।

ବନ୍ଧୁଗଣ ଯେହେତୁ ନୂଆ ବୋହୁ ସିରିଏଲଟି ଶେଷ ହୋଇଛି ତେଣୁ ଶେଷ ଦିନର ସୁ-ଟି-ଙ୍ଗରେ ସମସ୍ତ କଳାକାର ବହୁତ ମନ ଦୁଃଖ କରିଛନ୍ତି ଓ ବହୁତ କାନ୍ଦି ଛନ୍ତି । ଲୋପାମୁଦ୍ରା ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏହି ଫଟୋଟିକୁ ସେୟାର କରିଛନ୍ତି ।

ଏହି ଫଟୋରେ ସମସ୍ତ କଳାକାର ମାନେ କାନ୍ଦୁ ଥିବାର ନଜର ଆସୁଛନ୍ତି । ସମସ୍ତଙ୍କ ଆଖି ଭରି ଯାଇଛି କାରଣ ବହୁତ ଦିନ ଧରି ଏହି ସିରିଏଲଟି ଟିଭିରେ ପ୍ରସାରିତ ହେଉଥିଲା । ସବୁ କଳାକାର ମାନେ ନିଜ ନିଜ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ କରିଥିଲେ ।

ସେଥିପାଇଁ ସମସ୍ତ କଳାକାର ମାନେ କାନ୍ଦି ଛନ୍ତି । ବର୍ତ୍ତମାନ ଯେହେତୁ ଏହି ସିରିଏଲଟି ସରିଯାଉଛି ତେଣୁ ସମସ୍ତଙ୍କ ମନ ବହୁତ ଦୁଃଖ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନୂଆ ବୋହୁ ସିରିଏଲଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

