Bollywood ର ଏହି 5 ଜଣ Famous ହିରୋଇନ, ଯେଉଁମାନେ ସର୍ଜରୀ କରି ବିଗାଡି ଦେଲେ ନିଜର ସୁନ୍ଦର ଚେହେରା, ନମ୍ବର 3 ଙ୍କୁ ତ ଏଥିପାଇଁ ବହୁତ କିଛି ଶୁଣିବାକୁ ପଡିଥିଲା

ବଲିଉଡରେ ଗ୍ଲାମରସ ଦେଖାଯିବା ନିହାତି ଆବଶ୍ୟକ ହୋଇଥାଏ । ସେଥିପାଇଁ ବହୁତ ହିରୋଇନ ମାନେ ଯୋଗ କରିଥାନ୍ତି ତ କେହି କେହି ନିଜକୁ ସୁନ୍ଦର ଦେଖେଇବା ପାଇଁ ଘରୋଇ ଉପଚାର ମାନ କରିଥାନ୍ତି । ଆଉ କିଛି ହିରୋଇନ ମାନେ ନିଜକୁ ଆହୁରି ସୁନ୍ଦର କରିବାପଇଁ ସେମାନେ ନିଜର ପ୍ଲାଷ୍ଟିକ ସର୍ଜରି ମଧ୍ୟ କରାଇଥାନ୍ତି । ସେମାନେ ଏହି ପ୍ଲାଷ୍ଟିକ ସର୍ଜରି କରିବା ଦ୍ୱାରା ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।

କିନ୍ତୁ ଏହି ପ୍ଲାଷ୍ଟିକ ସର୍ଜରି ସେମାନଙ୍କ ଉପରେ ବହୁତ କ୍ଷତିକାରକ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ଲାସିକ ସର୍ଜରି କରିଥିବା କିଛି ହିରୋଇନ ମାନଙ୍କ ବିଷୟରେ ।

ଶ୍ରୁତି ହସନ

ସୃତି ହସନ ବଲିଉଡକୁ ଆସିବା ପୂର୍ବରୁ ସେ ଜଣେ ସାଉଥ ଇଣ୍ଡିଆର ବହୁତ ବଡ଼ ଷ୍ଟାର ହୋଇ ସାରିଥିଲେ । ସେ ବହୁତ ସୁନ୍ଦର ହୋଇଥିବାରୁ ତାଙ୍କର ବହୁତ ଦିୱାନା ମଧ୍ୟ ଅଛନ୍ତି । ସେ ଏହି କଥାକୁ ନିଜେ ସ୍ୱୀକାର କରିଛନ୍ତି କି , ସେ ତାଙ୍କର ନାକ ପ୍ଲାଷ୍ଟିକ ସର୍ଜରି କରାଇଛନ୍ତି । ସେ ଜଣେ ବହୁତ ଭଲ ଆକ୍ଟର ହେବା ସହିତ ଜଣେ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ତାଙ୍କର ବଲିଉଡର କ୍ୟାରିୟର ଅଭିନୟ ସେ ସହରୁଖ ଖାଁନଙ୍କ ସହିତ ‘ରବନେ ବନାଦି ଯୋଡି’ ରୁ ଆରମ୍ଭ କରିଥିଲେ । କିନ୍ତୁ ସେ ପିକେ ଫିଲ୍ମ କରିଲା ବେଳକୁ ସର ତାଙ୍କ ଓଠର ପ୍ଲାଷ୍ଟିକ ସର୍ଜରି କରିଥିଲେ । ସେ ପ୍ଲାସିକ ସର୍ଜରି କରିବା ପରେ ତାଙ୍କ ଓଠ ବହୁତ ବଡ଼ ଦେଖା ଯାଇଥିଲା । ଏଥିପାଇଁ ସେ ବହୁତ ସମାଲୋଚନାର ପାତ୍ର ମଧ୍ୟ ହୋଇଥିଲେ ।

ଆଇସା ଟାକିଆ

ବଲିଉଡର ୱାଣ୍ଟେଡ଼ ଫିଲ୍ମର ହିରୋଇନ ଆଇସା ଟାକିଆ ତାଙ୍କର ବିବାହ ପରେ ସେ ଫିଲ୍ମ ଦିନିଆରୁ ଦୁରେଇ ଯାଇଥିଲେ । କିଛି ଦିନ ପରେ ଯେତେବେଳେ ମିଡ଼ିଆ ସାମ୍ନାକୁ ଆସିଥିଲେ , ତାଙ୍କୁ ତାଙ୍କ ପ୍ଲାଷ୍ଟିକ ସର୍ଜରି ପାଇଁ ବହୁତ ନିନ୍ଦିତ ହେବାକୁ ପଡିଥିଲା । ସେ ତାଙ୍କର ଓଠ କୁ ପ୍ଲାସିକ ସର୍ଜରି ଦ୍ୱାରା ଛୋଟ ଓଠକୁ ବଡ଼ କରିଦେଇଥିଲେ । ସେ ଏଥିରେ ବହୁତ ଖରାପ ଦେଖାଯାଉଥିଲେ , ସେଥିପାଇଁ ତାଙ୍କୁ ଆଉ କୌଣସି ଫିଲ୍ମ ମଧ୍ୟ ମିଳି ନଥିଲା ।

କୋଇନା ମିତ୍ରା

କୋଇନ ମିତ୍ରା ଆହୁରି ସୁନ୍ଦର ଦେଖାଯିବା ପାଇଁ ସେ ତାଙ୍କର ନାକ ଓ ଓଠର ପ୍ଲାଷ୍ଟିକ ସର୍ଜରି କରେଇଥିଲେ । କିନ୍ତୁ ଏହା ତାଙ୍କ ପାଇଁ ବହୁତ ହାନି କାରକ ହୋଇଥିଲା । ସେ ପ୍ଲାଷ୍ଟିକ ସର୍ଜରି କରିବା ପରେ ତାଙ୍କ ନାକକୁ ବହୁତ ଛୋଟ କରି ଦେଇଥିଲେ । ସେଥିପାଇଁ ତାଙ୍କ ନାକ ହାଡ଼ ବହୁତ ଦରଜ ହୋଇଥିଲା । ଆହୁରି ମଧ୍ୟ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନେ ମଧ୍ୟ ତାଙ୍କୁ ଚିକିତ୍ସା କରିବାପାଇଁ ମନା କରିଦେଇଥିଲେ । ତାଙ୍କର ପ୍ଲାଷ୍ଟିକ ସର୍ଜରି କରିବା ତାଙ୍କ ଜୀବନରେ ବହୁତ ବଡ଼ ଭୁଲ ଥିଲା ବୋଲି ସେ କହିଛନ୍ତି ।

ସାରା ଖାଁନ

ସାରା ଖାଁନ ଜଣେ ଟିଭି ସିରିଏଲ ର ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି । ସେ ବହୁତ ଲୋକପ୍ରିୟ ସିରିଏଲ ‘ବିଦାୟୀ’ ରେ ବହୁତ ଲୋକପ୍ରିୟ ହୋଇଥିଲେ । ସେ ୨୦୧୯ ମସିହାରେ ତାଙ୍କର ଓଠର ପ୍ଲାସିକ ସର୍ଜରି କରି ବହୁତ ସମାଲୋଚନାର ପାତ୍ର ହୋଇଥିଲେ । ସାରା ତାଙ୍କର ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ , ଯେଉଁଥିରେ କି ସେ ତାଙ୍କ ଓଠର ପ୍ଲାଷ୍ଟିକ ସର୍ଜରି କରାଇଥିଲେ ବୋଲି ସ୍ପଷ୍ଟ ଦେଖାଯାଇଥିଲା । ସେଥିରେ ସେ ବହୁତ ଖରାପ ଦେଖା ଯାଉଥିଲେ । ଏହା ଦ୍ୱାରା ସେ ତାଙ୍କର ଫ୍ୟାନ୍ସ ମାନଙ୍କ ଦ୍ୱାରା ବହୁତ ସମାଲୋଚିତ ହୋଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *