Rohit Sardana ଙ୍କ ପତ୍ନୀ Pramila Dixit ଙ୍କର ହୃଦୟସ୍ପର୍ଶୀ ବୟାନ, ଶୁଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବିଗତ ଏପ୍ରିଲ ମାସ ୩୦ ତାରିଖ ଦିନ ଆଜ୍ ତକ୍ ଚ୍ୟାନେଲ ର ବରିଷ୍ଠ ସାମ୍ବାଦିକ ରୋହିତ ସରାଦନା ଙ୍କ ମୃ-ତ୍ୟୁ ଘଟିଛି । ତାଙ୍କ ମୃ-ତ୍ୟୁ ର କାରଣ କୋରନା ମହାମାରୀ ବୋଲି ଅନୁମାନ କରାଯାଇଛି । ଅନ୍ୟ ପକ୍ଷରେ କିଛି ଲୋକଙ୍କ ଅନୁସାରେ ସେ ହାର୍ଟ ଆଟାକ୍ ରେ ମୃ-ତ୍ୟୁ ବରଣ କରିଛନ୍ତି । ରୋହିତ ଙ୍କ ମୃ-ତ୍ୟୁ ସମସ୍ତ ଦର୍ଶକ ଙ୍କ ପାଇଁ ଏକ ଦୁଃଖଦ ବିଷୟ । ତାଙ୍କ ମୃ-ତ୍ୟୁ ଏକ ଅପୁରଣୀୟ କ୍ଷତି ଅଟେ ।

ରୋହିତ ସରଦନା ଜଣେ ବରିଷ୍ଠ ସାମ୍ବାଦିକ ଥିଲେ । ରୋହିତ ସରାଦନା ଙ୍କ ମୃ-ତ୍ୟୁ ରେ ତାଙ୍କର ସାମ୍ବାଦିକ ସାଥି ମାନେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସୋସିଆଲ ମିଡିଆ ରେ ତାଙ୍କ ପତ୍ନୀ ପ୍ରମିଳା ଦୀକ୍ଷିତ ଓ ଦୁଇ ଝିଅ ଙ୍କ ପାଇଁ ଚିନ୍ତା ଦେଖାଇଛନ୍ତି ।

କିନ୍ତୁ ଅନ୍ୟ ପକ୍ଷ ରେ ତାଙ୍କ ପତ୍ନୀ ପ୍ରମିଳା ଦୀକ୍ଷିତ ନିଜ ହୃଦୟ କୁ ମଜବୁତ କରିଛନ୍ତି ଏବଂ ଏହି କଠିନ ପରିସ୍ଥିତି ରେ ଯେଉଁ ମାନେ ତାଙ୍କ ସାଥ ଦେଇଥିଲେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ସେ ଏକ ଇମୋସନାଲ ଟ୍ୱିଟ ପୋଷ୍ଟ କରିଛନ୍ତି ।

ପ୍ରମିଳା ଦିକ୍ଷୀତ ସେ ପୋଷ୍ଟ ରେ ଲେଖିଛନ୍ତି ଯେ, “ଜୀବନ ଅପ୍ରତ୍ୟାଶିତ ଅଟେ । ଆପଣ ସମସ୍ତଙ୍କ ଠାରୁ ମିଳିଥିବା ସାନ୍ତ୍ବନା ଓ ସମ୍ବଳ ମଧ୍ୟ ଅପ୍ରତ୍ୟାଶିତ ଅଟେ । କଷ୍ଟ ଜୀବନ ସାରା ରହିବ, କିନ୍ତୁ ଏହା ପ୍ରଚେଷ୍ଟା ରହିବ ଯେ ରୋହିତ ସରଦାନା ଙ୍କ ଭଳି ମଜବୁତ ରହିବି ।

ପ୍ରେମ ର ସାର୍ଥକତା ପ୍ରେମ ଭଳି ରହିବ ଦ୍ବାରା ହିଁ ସମ୍ଭବ । ଏହି ପା-ର୍ଥି-ବ ଶରୀର ର ଯିବା ପରେ ମଧ୍ୟ ଆପଣ ସମସ୍ତଙ୍କ ନିକଟରେ ଉପକୃତ ।” ରୋହିତ ସରଦାନା ଙ୍କ ପତ୍ନୀ ପ୍ରମିଳା ଦିକ୍ଷୀତ ମଧ୍ୟ ଜଣେ ପତ୍ରକାର ଓ ଲେଖିକା ଅଟନ୍ତି । କାନପୁର ରେ ରହୁଥିବା ପ୍ରମିଳା ଦୀକ୍ଷିତ ଏବଂ କୁରୁ କ୍ଷେତ୍ରରେ ରହୁଥିବା ରୋହିତ ସରଦାନା ଲଭ୍ ମ୍ୟାରେଜ କରିଥିଲେ ।

ଏହାପରେ ରୋହିତ ସଫଳତା ର ଶୀର୍ଷ ସ୍ଥାନରେ ପହଁଚିଲେ ଏବଂ ଦୁଇ ଝିଅ ଙ୍କ ସହିତ ଦୁହିଁଙ୍କ ଦୁନିଆ ଅତ୍ୟନ୍ତ ସୁନ୍ଦର ହୋଇଗଲା । କିନ୍ତୁ ଯେଉଁ ଭଳି ଭାବରେ ପ୍ରମିଳା ଦୀକ୍ଷିତ କହିଲେ ଯେ ଜୀବନ ଅପ୍ରତ୍ୟାଶିତ ଅଟେ । ଯାହା ତାଙ୍କୁ ଜୀବନ ର କଠିନ ପରିସ୍ଥିତି ରେ ଆଣି ଛିଡ଼ା କରି ଦେଇଛି ।

ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *