ବନ୍ଧୁଗଣ ଏହି କରୋନା କାଳ ସମୟରେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ବିଷୟରେ ଜାଣିଲେ ଆପଣ ମାନେ ବିଶ୍ଵାସ କରିବେ ନାହିଁ ହେଲେ ଏହା ସତ ।
ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମନ ଦେଉଛନ୍ତି । ସାଧାରଣତଃ ଆ-ରୋ-ପି ମାନଙ୍କୁ ଦ-ଣ୍ଡ ଦେବା ନିମନ୍ତେ ଜେ-ଲ ବ୍ୟବସ୍ତା ହୋଇଛି ।

ଯଦି କୌଣସି ଲୋକ ଦୁ-ର୍ନୀ-ତି କରିଥାଏ ତା ହେଲେ ତାକୁ ଜେ-ଲ ଦ-ଣ୍ଡ ମିଳିଥାଏ । ହେଲେ ଜେ-ଲ-ରେ କେବେ ବିବାହ ହେବାର କଥା ଆପଣ ମାନେ ଶୁଣି ଛନ୍ତି । ଗତ କିଛି ସମୟ ତଳେ ଏପରି ଏକ ଘଟଣା ଜେ-ଲ-ରେ ଘଟିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଭଲ ପାଇ ଧୋ-କା ଦେବା ପରେ ଜେ-ଲ ଯାଇଥିଲେ ପ୍ରେମିକ । ଜେ-ଲ ଯିବାର କିଛି ଦିନ ପରେ ସେ ଅନୁତାପ କରିଥିଲେ । ଯେଉଁ ଝିଅଙ୍କ ସହ ସ-ମ୍ବ-ନ୍ଧ କରିଥିଲେ ସେହି ଝିଅକୁ ବିବାହ କରିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଜେ-ଲ ମଧ୍ୟରେ ହିଁ ଏହି ବିବାହ ହୋଇଥିଲା । ମି-ଡି-ଆ ରିପୋର୍ଟ ଅନୁସାରେ କଟକ ଜିଲ୍ଲା ସାଲେପୁର କଟରୋପା ଅଞ୍ଚଳରେ ଘଟିଛି ଏହି ଘଟଣା ।

ଏହି ଘଟଣାଟି ପ୍ରାୟ ୧୦ ମାସ ହେବ ଚାଲିଥିଲା । ଯୁବକ ଜଣକ ତାଙ୍କ ଘର ପାଖରେ ଥିବା ମହିଳାଙ୍କୁ ପ୍ରେମ କରିଥିଲେ । କିଛି ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଯୁବକ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାର ମିଛ ପ୍ରତିଶୃତି ଦେଇ ଘରକୁ ନେଇ ଯାଇଥିଲା । ଘରକୁ ନେଇ ଯୁବକ ତାଙ୍କ ପ୍ରେମିକାଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ ଚେଷ୍ଟା କରିଥିଲା ।
ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପରେ ଯୁବକ ଯୁବତୀଙ୍କୁ ଛାଡି ଦେଇଥିଲା । ଏହା ପରେ ଯୁବତୀ ତାଙ୍କ ପରିବାର ଲୋକଙ୍କୁ ଏହା ବିଷୟରେ କହିଥିଲେ ହେଲେ ଯୁବକ ବିବାହ କରିବାକୁ ମନା କରିଥିଲେ ଯାହାଫଳରେ ଯୁବତୀଙ୍କ ପରିବାର ଲୋକ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହା ପରେ ଯୁବକ ଜଣକ ଭୁଲ କରିଥିବାରୁ ଜେ-ଲ-ରେ ରହିଥିଲେ । ହେଲେ ବର୍ତ୍ତମାନ ଯୁବକ ସେହି ଯୁବତୀଙ୍କ ସହ ବିବାହ କରିବା ପାଇଁ ରାଜି ହୋଇଥିଲେ ଓ ଯୁବତୀ ଜଣକ ମଧ୍ୟ ଏହି ବିବାହ ପାଇଁ ରାଜି ଥିଲେ । ଏହି ଦୁଇଜଣଙ୍କ ବିବାହ ଜେ-ଲ-ରେ ହୋଇଛି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

