ନମସ୍କାର ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଟିଭି କିମ୍ବା ମୋବାଇଲ ରେ ଅନେକ ଗୁଡିଏ ନ୍ୟୁଜ କିମ୍ବା ଆଶ୍ଚର୍ଯ୍ୟ କରୁଥିବା ଭି-ଡି-ଓ ସବୁ ଦେଖୁଥିବେ । ଅନେକ ଘ-ଟ-ଣା ଏବଂ ଦୁ-ର୍ଘ-ଟ-ଣା ସମ୍ପର୍କରେ ଅବଗତ ମଧ୍ୟ ହେଉଥିବେ । ତେବେ ଆପଣ ଯୌ-ତୁ-କ ନି-ର୍ଯ୍ୟା-ତ-ନା ର ଅନେକ ଖବର ଶୁଣି ଥିବେ । ବ-ଧୂ ହ-ତ-ୟା ,ସ୍ୱାମୀ ର ପ୍ର-ତା-ର-ଣା ଏବଂ ଧୋ-କା ଅ-ତ-ୟା-ଚା-ର ଆଦି ବିଷୟରେ ଆଲୋଚନା କରିଥିବେ ।
ତେବେ ସେହି ଭଳି ଏକ ଘ-ଟ-ଣା ବର୍ତ୍ତମାନ ନଜର କୁ ଆସିଛି । ସ୍ୱାମୀ ମ-ଦ ନି-ଶା-ରେ ହ-ତ-ୟା କରିଛି ନିଜ ସ୍ତ୍ରୀ କୁ । ତେବେ ଏହି ହ-ତ-ୟା କା-ଣ୍ଡ- କୁ ବୟାନ କରୁଛି ତାଙ୍କର କୁନି ପୁଅ । ତେବେ ଆସନ୍ତୁ ସମ୍ପୃକ୍ତ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି କିଛି ଏଭଳି କି ବଲାଙ୍ଗୀର ଜିଲ୍ଲା ଫଟା ମୁଣ୍ଡା ଗ୍ରାମରେ ଘଟିଛି ଏହି ଅ-ମ-ନ-ବୀୟ ଘ-ଟ-ଣା- । ମୃ-ତ ମହିଳା ଙ୍କ ନାମ କସ୍ତୁରୀ ସାହୁ ସାତ ବର୍ଷ ତଳେ ସେ ବରଗଡ଼ ଜିଲ୍ଲା ଡୁଙ୍ଗୁରି ପାଲି ଗାଁ ର ଗାନ୍ଧିଲାଲ ଙ୍କୁ ବିବାହ କରିଥିଲେ ।
ସେମାନଙ୍କ ର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ । ଅ-ଭି-ଯୋ-ଗ ଅନୁଯାୟୀ ଗାନ୍ଧିଲାଲ ସବୁଦିନ ମ-ଦ ପି-ଇ ନିଜ ସ୍ତ୍ରୀ କୁ ମା-ଡ଼ ମା-ରେ ତେବେ ଏହା ସ-ହି ନ ପାରି କସ୍ତୁରୀ ତିନି ମାସ ହେବ ନିଜ ବାପ ଘରକୁ ପଳାଇ ଆସିଥିଲେ । ତେବେ ସେଠାରେ ଗାନ୍ଧିଲାଲ ମଧ୍ୟ ଏକ ମାସ ହେବ ଯାଇ ରହୁଥିଲେ କିନ୍ତୁ ଗତ କାଲି ବିଳମ୍ବ ରାତିରେ ଗାନ୍ଧୀ ଲାଲ ମ-ଦ ନି-ଶା-ରେ ନିଜ ସ୍ତ୍ରୀ ଙ୍କ ତ-ଣ୍ଟି ଚି-ପି ଫେ-ରା-ର ହୋଇ ଯାଇଛନ୍ତି ।
ତେବେ ଏହି ସବୁ ଘ-ଟ-ଣା ତାଙ୍କ ର କୁନି ପୁଅ ମି-ଡ଼ି-ଆ ଏବଂ ପୋଲିସ ଆଗରେ କହିଛି କି ତା ବାପା ପ୍ରଥମେ ତାଙ୍କ ମାଆ ଙ୍କୁ କିପରି ନାକ କୁ ପ୍ରଥମେ ମା-ରି-ଲେ ଏବଂ ପରେ କିପରି ତ-ଣ୍ଟି ଚି-ପି ଫେ-ରା-ର ହୋଇ ଗଲେ । ତେବେ ଏହି ବୟାନ ପରେ ପୋଲିସ ନିଜର ତ-ଦ-ନ୍ତ ଆରମ୍ଭ କରି ଦେଇଛି ଏବଂ ଗାନ୍ଧୀ ଲାଲ ଙ୍କୁ ମଧ୍ୟ ଖୋଜିବାରେ ଲାଗି ପଡିଛି ।

