Bollywood ର ଏହି ଷ୍ଟାର ମାନେ ଲିଙ୍ଗ ବଦଳାଇ ପୁରୁଷରୁ ହେଇ ଯାଇଥିଲେ ସ୍ତ୍ରୀ, 3 ନମ୍ବର ଷ୍ଟାରଙ୍କ ଆଗରେ ହିରୋଇନ ମାନେ ବି ଫିକା ପଡିଯିବେ

ବନ୍ଧୁଗଣ ନମସ୍କାର ଆଜି ଆମେ ଆପଣଙ୍କୁ କିଛି ଏଭଳି କଳାକାର ଙ୍କ ବିଷୟରେ ଆଲୋଚନା କରିବୁ ଯିଏ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁଅ ରୁ ଝିଅ ହୋଇଛନ୍ତି ଚାଲନ୍ତୁ ସେହି ମାନଙ୍କ ବିଷୟରେ ଜାଣିନେବା ।

୧- ପ୍ରଥମ କଳାକାର ହେଲେ ସ୍ୱପ୍ନିଲ ଶିନ୍ଦେ । ଦୀପିକା ପାଦୁକନ, କରିନା କପୂର, ହିନା ଖାନ ଭଳି ଲୋକ ପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସହ କାମ କରିଛନ୍ତି ସ୍ୱପ୍ନିଲ । ସେ ଜଣେ ଫ୍ୟାସନ ଡିଯାଇନର । ଏବଂ ଅନେକ ବଡ଼ ବଡ଼ କଳାକାର ନଙ୍କ ପାଇଁ ସେ କାମ କରିଛନ୍ତି । ସେ ଏହି କିଛି ଦିନ ପୂର୍ବରୁ ହିଁ ନିଜର ଲିଙ୍ଗ ପରିବର୍ତ୍ତନ କରି ପୁଅ ରୁ ଝିଅ ହୋଇ ଯାଇଛନ୍ତି ।

ସ୍ୱପ୍ନିଲ ଶିନ୍ଦେ ରୁ ନିଜ ନାମ ସାଇଶା ଶିନ୍ଦେ ରଖିଛନ୍ତି । ସାଇଶା ନିଜ ର ଏକ ପୋଷ୍ଟ ସେୟାର କରି କହିଥିଲେ କି ଯେତେବେଳେ ସେ କୋଡିଏ ବର୍ଷ ର ହେଲେ ସେତେବେଳେ ଏହି ସତ୍ୟ କି ସ୍ୱୀକାର କରିବାର ଶକ୍ତି ଆସିଥିଲା । ସେ ପ୍ରଥମେ ନିଜକୁ ସମଲିଙ୍ଗୀ ଭାବୁଥିଲେ । କିନ୍ତୁ ପରେ ସେ ନିଜର ଅସ୍ତିତ୍ବ ଏବଂ ସତ୍ୟ କି ଜାଣି ପାରିଲେ ଏବଂ ସ୍ୱୀକାର ମଧ୍ୟ କଲେ ।

୨- ଦ୍ଵିତୀୟ ରେ ଅଛନ୍ତି ବବି ଡାର୍ଲିଂ । ବବି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଟପ ମଡେଲ ମଧ୍ୟ । ତାଙ୍କ ଅସଲି ନାମ ଥିଲା ପଙ୍କଜ ଶର୍ମା । ଏବଂ ସେ ଜନେ ପୁଅ ହିସାବରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସେ ପରେ ଜାଣି ପାରିଲେ କି ସେ ଜଣେ ପୁଅ ନୁହେଁ ଝିଅ ବୋଲି । ଏବେ ୨୦୧୦ ରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଏବଂ ସେ ଏକ ଝିଅ ଭଳି ନିଜ ଜୀଵନ ଯାପନ କରୁଛନ୍ତି । ଏବଂ ସେ ନିଜର ନାମ ପଙ୍କଜ ରୁ ପାଖୀ ଶର୍ମା କରି ଦେଇଛନ୍ତି । ଏବଂ ଲୋକ ମାନେ ତାଙ୍କୁ ବବି ଡାର୍ଲିଂ ନାମରେ ପରିଚିତ ।

ସେ ୨୦୧୬ ରେ ସେ ଜଣେ ବ୍ୟବସାୟୀ ରନମିକ ଶର୍ମା ଙ୍କ ସହ ବିବାହ କରିଥିଲେ । କିନ୍ତୁ ତାଙ୍କ ଏହି ବିବାହ ବେଶୀ ଦିନ ଚାଲି ନଥିଲା ଏବଂ ସେ ତାଙ୍କୁ ତାଙ୍କ ସ୍ୱାମୀ ମାର ପିଟ ଏବଂ ଅତ୍ୟାଚାର କରୁଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ । ଏବଂ ଦୁଇ ଜଣ ଙ୍କର ଛାଡପତ୍ର ମଧ୍ୟ ହୋଇ ଯାଇଥିଲା । ବବି ଡାର୍ଲିଂ ଜଣେ ବଲିଉଡ ର ଅଭିନେତ୍ରୀ ସେ ଅନେକ ସିନେମା ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି ।

୩- ତୃତୀୟ ରେ ହେଉଛନ୍ତି ଗୌରବ ଅରୋରା । ଗୌରବ ଏମ ଟିଭିରେ ଏକ ଶୋ ରେ ସେ ନଜର ଆସିଥିଲେ । ତାଙ୍କୁ ଛୋଟ ବେଳୁ ହିଁ ଝିଅ ମାନଙ୍କ ଭଳି ପୋଷାକ ପିନ୍ଧିବା ଏବଂ ସଜ ହେବା ବହୁତ ପସନ୍ଦ ଥିଲା । ଏବଂ ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ଗୌରବ ରୁ ଗୌରୀ ଅରୋରା ହୋଇ ଯାଇଛନ୍ତି ଏବଂ ସେ ଜଣେ ଟପ ମଡେଲ ଏବଂ ସଫଳ ଅଭିନେତ୍ରୀ ହେବାକୁ ଚାହୁଁଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଗଜଲ ଧାଳିବଲ । ସେ ବଲିଉଡ ରେ ଅନେକ ସିନେମା ପାଇଁ କଥା ଵସ୍ତୁ ପାଇଁ ଲେଖିଥିଲେ । ଏବଂ ସେ ନିଜ ଲେଖାରେ ସେ ସଫଳତା ଏବଂ ପ୍ରସିଦ୍ଧି ଲାଭ କରିଛନ୍ତି । ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ଏବେ ଏକ ଝିଅ ଭଳି ସୁଖରେ ଜୀଵନ ଯାପନ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *