Raj Kundra ଙ୍କ କଳା କାରନାମାକୁ ନେଇ ମୁହଁ ଖୋଲିଲେ Sura Routray, କହିଲେ “ଶିଳ୍ପା ତୁମ ସ୍ବାମୀଙ୍କ ପୋଚଡା ଈମେଜ୍ ଖାଲିତ ନାରୀଙ୍କ ସାଙ୍ଗରେ ନଟର ପଟର….” ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ବନ୍ଧୁଗଣ ଏହି କରୋନା କାଳ ସମୟରେ ଦେଶରେ ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।

ଆପଣ ମାନେ ସମସ୍ତେ ରାଜ କୁନ୍ଦରାଙ୍କ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କ ସ୍ଵାମୀ ରାଜ କୁନ୍ଦରାଙ୍କ ମୁମ୍ବାଇ ପୋଲିସ ଗିରଫ କରିଥିଲା । ରାଜଙ୍କ ନାମରେ ଏକ ସଙ୍ଘିନ ଅଭିଯୋଗ ସାମ୍ନାକୁ ଆସିଥିଲା । ତାଙ୍କ ନାମରେ ପ୍ରନୋଗ୍ରାଫିର ସଙ୍ଘିନ ଅଭିଯୋଗ ଲାଗିଛି ।

ବନ୍ଧୁଗଣ ରାଜଙ୍କର ଏହି ଖରାପ କାମ ପାଇଁ ଲୋକମାନେ ତାଙ୍କୁ ଛିଛାକର କରୁଛନ୍ତି । ରାଜଙ୍କ ଏହି କାର୍ଣ୍ଣମା ପାଇଁ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ସୁର ଭାଇଙ୍କ ମତରେ-‘ ଏତେ ନାରୀଙ୍କ ସହ ନଟର ପଟର ଏତେ ନେକେଡ଼ ଫିଲ୍ମ ସୁଟିଙ୍ଗ କରିଛନ୍ତି ଯାହାଦ୍ୱାରା ଯୁବ ସମାଜ ପଥଭ୍ରଷ୍ଟ ହେଇ ଯାଉଛନ୍ତି । ଏପରେ ରାମବାବା ପାଖରେ ଯାଇ ଶିଲ୍ପା ସେଟି ଯୋଗ କରୁଛନ୍ତି । ସେ ରାମବାବା ପରିକା ଭାଣ୍ଡ ପାଖରେ ଯାଇ ଶିଲ୍ପା ତମେ ଯୋଗ କରୁଛ’ ।

ଆଗକୁ ସୁର ଭାଇ କହିଲେ-‘ତମେ ଗୋଟେ ବ୍ୟୁଟିଫୁଲ୍ ହିରୋଇନ, ଫିଲ୍ମ ଆକ୍ଟ୍ରେସ । ତମର ସୁନାମ ରହିଛି । ତମ ସ୍ଵାମୀଙ୍କର ସିନା ପୋଛଡା ଇମେଜ ହେଲେ ତମର କ୍ଳିନ ଇମେଜ । ତମେ ଗୋଟେ ଭାଣ୍ଡବାଜ ପାଖାକୁ ଯାଇ କଣ ଟ୍ରେନିଙ୍ଗ ନେଉଛ ମ’ । ବନ୍ଧୁଗଣ ଆଗକୁ ସୁର ଭାଇ କହିଲେ-‘ତାଙ୍କ ସ୍ଵାମୀଙ୍କ ପାଖରୁ ସିଜ ହେଉଛି ୯୩ଟି ନେକେଡ଼ ଫିଲ୍ମ ।

ଶିଲ୍ପା ସେଟି ଏକ ଭଲ ଆକ୍ଟ୍ରେସ, ଦେଖିବାକୁ ସୁନ୍ଦର, ଖୁବ ଭଲ । ସ୍ଵାମୀ ସ୍ତ୍ରୀଙ୍କ ପାଖରେ ବହୁତ ଅର୍ଥ ଅଛି । ହେଲେ ଏମିତି ନେକେଡ଼ ଫିଲ୍ମ କରିଛନ୍ତି ଯାହାଦ୍ୱାରା ଯୁବ ସମାଜ ପଥଭ୍ରଷ୍ଟ ହୋଇ ଯାଉଛନ୍ତି’ । ବନ୍ଧୁଗଣ ଏହି ସବୁ କଥା କହିଛନ୍ତି ସୁର ରାଉତରାୟ । ତା ହେଲେ ବନ୍ଧୁଗଣ ରାଜ କୁନ୍ଦରାଙ୍କ ଏହି କାମ ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *