ରାସ୍ତା ମଝିରେ ଗାଡି ରଖି I LOVE YOU କହିଲେ ଦୁର୍ବୁତ୍ତ, କେବିନ ଭିତରେ କରିଲେ ଏମିତି କିଛି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାସ୍ତା ମଝିରେ ଗାଡି ରଖି ଆଇ ଲଭ ୟୁ କହିଲେ ଦୁର୍ବୁତ୍ତ ଓ କେବିନ ଭିତରେ କରିଲେ ଏମିତି କିଛି । ହଁ ଦର୍ଶକବନ୍ଧୁ ତିନିଜଣ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରିବା ପାଇଁ ଘରକୁ ଫେରୁଥିଲେ ତାଙ୍କ ସହ ଜଣେ ଛାତ୍ର ବି ଥିଲେ । ଚାରିଜଣ ଖରାବେଳେ ଘରକୁ ଯାଉଥିବା ସମୟରେ କେତେକ ଅସମାଜିକ ଯୁବକମାନେ ସେମାନଙ୍କ ବାଟକୁ ଅଟାଇକାଇ ଆଇ ଲଭ ୟୁ କହିବାକୁ କହୁଥିଲେ ।

ତାଙ୍କ ସହ ଖରାପ ବ୍ୟବହାର କରୁଥିବା ଦେଖିଲ ଛାତ୍ରଜଣକ ସାଙ୍ଗେ ସାଙ୍ଗେ ସେହି ଯୁବକମାନଙ୍କୁ ବିରୋଧ କରିବାକୁ ଲାଗିଲା । ମାତ୍ର ଦୁର୍ବୁତ୍ତମାନେ ପିଲାଟିକୁ ପାଖରେ ଥିବା କେବିନ ଭିତରକୁ ନେଇକି ଯାଇ ନିର୍ଦୁମ ପିଟିଲେ ଏବଂ ଛାତ୍ରୀମାନଙ୍କୁ ଗାଳିଗୁଲୋଜ କରି ସେଠାରୁ ଚାଲିଗଲେ । ସୂଚନା ଅନୁସାରେ ଏହି ଘଟଣାଟି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ବାଇଗଣିଆ ଗାଁ ପଞ୍ଚାୟତ କାଲିକା ପୁର ଗାଁର ।

ଛାତ୍ର ଜଣକ ପୁରା ଘଟଣାକୁ ମିଡିଆ ସାମ୍ନାରେ ବର୍ଣ୍ଣନା କରିଛନ୍ତି । ସ୍କୁଲର ମଧ୍ୟାହ୍ନ ଭୋଜନ ଛୁଟି ହେବା ପରେ ତିନିଜଣ ଛାତ୍ରୀ ଓ  ତାଙ୍କ ସହ ଜଣେ ଛାତ୍ର ଭୋଜନ କରିବାକୁ ଘରକୁ ଯାଉଥିବା ସମୟରେ ଅଚାନକ କେତେକ ଦୁର୍ବୁତ୍ତ ତାଙ୍କ ମାର୍ଗକୁ  ଅଟକାଇ ଆଇ ଲଭ ୟୁ କହିବାକୁ ବାଧ୍ୟ କରୁଥିଲେ । ଯୁବକମାନେ ନିଶାରେ ଝୁରିଥିଲେ ଛାତ୍ର ଯେବେ ତାଙ୍କୁ ପଚାରିଲେ ।

ତେବେ ସେମାନେ ଛାତ୍ରକୁ କେବିନ ଭିତରକୁ ନେଇଯାଇ ମାଡ ମାରିଲେ ଓ ବାହାରରେ ଥିବା ଛାତ୍ରୀମାନଙ୍କୁ ଖରାପ ଭାଷାରେ ଗାଳି କରୁଥିଲେ ।  ଯେବେ ଛାତ୍ରୀମାନଙ୍କ ଅଭିଭାବକ ସେହିସ୍ଥାନକୁ ଆସି ଯୁବକମାନଙ୍କୁ ପଚାରିଲେ । ତେବେଦୁର୍ବୁତ୍ତଙ୍କ  ମଧ୍ୟରୁ ଜଣେ ବ୍ୟକ୍ତି ଅଭିଭାବକଙ୍କୁ ମାରିଲା ଓ ପୋଲସିର ଧମକ ଶୁଣିବା ମାତ୍ରକେ ଘଟଣା ସ୍ଥଳରୁ ପଳେଇଯାଇଥିଲା ।

ଯେବେ ପୋଲିସଥାନାରେ  ଏହି ଅଭୋଯୋଗ ଦାଖଲ କରାଗଲା ପୋଲିସ ଛାତ୍ରୀମାନଙ୍କ ଠାରୁ ସଂପୂର୍ଣ୍ଣ ତଥ୍ୟ ଶୁଣି ଦୁର୍ବୁତ୍ତମାନଙ୍କୁ ଖୋଜିବାରେ ଲାଗିଛନ୍ତି । ସୂଚନା ଅନୁସାରେ ସେହି ଦୁର୍ବୁତ୍ତମାନଙ୍କ ଭିତରକୁ ଜଣଙ୍କୁ ଧରାଯାଇ ପଚରାଉଚରା  କରିବାରୁ  ସେହି କିଛି କରିନି ବୋଲି କହିଛି । ତେବେ ଦେଖିବା ଜଳେଶ୍ଵର ପୋଲିସ କେବେ ଧରିବ ଦୁର୍ବୁତ୍ତମାନଙ୍କୁ । ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *