ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପ୍ରାୟତଃ ସମସ୍ତ ଲୋକ ଶାସ୍ତ୍ର କୁ ମାନିଥାନ୍ତି।ଆମେ ଆମର ଦୈନିକ କାର୍ଯ୍ୟ ମଧ୍ୟ ଶାସ୍ତ୍ର ଅନୁସା ରେ କରିଥାଉ।ଶାସ୍ତ୍ର ର ଆମ ଜୀବନ ରେ ବହୁତ ମହତ୍ତ୍ୱ ରହିଛି।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟକ ଟି କଥା ସତ୍ୟ ହୋଇଥାଏ।ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି ଅନୁଚିନ୍ତା ଵିଷୟ ରେ ଲେଖା ହୋଇଛି ଯାହା ଆମର ବହୁତ କାର୍ଯ୍ୟ ରେ ଆସିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ଅନୁଚିନ୍ତା ସମ୍ପର୍କରେ ଯାହା ଆମର ବହୁତ ଉପକାରୀ ଅଟେ।
୧.କାର୍ଯ୍ୟ ରେ ସଫଳତା ମିଳୁ ନ ଥିଲେ ଚାନ୍ଦି ରେ ମୁଦ୍ରିକା କରି ଗୁରୁବାର ଦିନ ଶିବ ଲିଙ୍ଗ ରେ ଛୁଆଇଁ କାଣି ଆଙ୍ଗୁଠିରେ ଧାରଣ କଲେ ଶୁଭ ଫଳ ମିଳିଥାଏ।

୨.ଖାଦ୍ୟ ଖାଇବା ବେଳେ କେବେ ବି ଲୁଣ ଭୂମି ରେ ପକାଇବେ ନାହିଁ କିମ୍ବା ହାତ ରେ ଲାଗିଥିବା ଲୁଣ କୁ କେବେ ନିଜ ବସ୍ତ୍ର ରେ ପୋଛିବେ ନାହିଁ।
୩.ପୁରୁଷ ର ଡାହାଣ ହାତ ର ପାପୁଲି ଓ ନାରୀ ମାନଙ୍କର ବାମ ହାତ ପାପୁଲି କୁଣ୍ଡାଇହେଲେ ଶୁଭ ଫଳ ମିଳିଥାଏ ଏବଂ ଏହା ସହିତ କାନ ରେ କେଶ ବଢିଲେ ଶୁଭ ହୋଇଥାଏ।
୪.କୌଣସି ମଙ୍ଗଳ ବାର ଦିନ ଭୂମି ରେ ମୁଣ୍ଡ ଲଗାଇ ପ୍ରଣାମ କରନ୍ତୁ , ଯେପରି ମୁଣ୍ଡ ରେ ମାଟି ଲାଗିବ।ଏହା କରିବା ଦ୍ୱାରା ଚର୍ମ ରୋଗ ଦୁର ହୋଇଯାଇଥାଏ।

୫.ରବିବାର ଦିନ ବେଲ ଗଛ ମୂଳରେ ଧୂପ ଜାଳନ୍ତୁ , ନାଲି ରଙ୍ଗ ର ଫୁଲ ରଖି ପୂଜା କରନ୍ତୁପ୍ରଦକ୍ଷିଣ କରନ୍ତୁ।ଏହି ପରି ସାତୋଟି ସୋମବାର କରିବା ଦ୍ୱାରା ମନସ୍କାମନା ନିଶ୍ଚିତ ପୁରା ହୋଇଥାଏ।
୬.ପ୍ରତ୍ୟକ ଦିନ ସ୍ନାନ ପରେ ଉଭୟ ନାରୀ ଓ ପୁରୁଷ ସୂର୍ଯ୍ୟ ନମସ୍କାର କରନ୍ତୁ , ଠାକୁର ପୂଜା କରିବା ପରେ ଅଳ୍ପ ଲୁଣ ଖାଆନ୍ତୁ , କିନ୍ତୁ ସ୍ନାନ ପରେ କେବେ ବି ତେଲ ସ୍ପର୍ଶ କରିବେ ନାହିଁ କିମ୍ବା ମୁଢି ମଧ୍ୟ ଖାଇବେ ନାହିଁ।

୭.ଯେ କୌଣସି ପକ୍ଷୀ ରାତି ରେ ଫଳ ଟି ଏ ଅଧା ଖାଇ ଘର ର ଛାତ କିମ୍ବା ଦୁଆର ମୁହଁରେ ପକେଇଥିବାର ଦେଖିଲେ ସେହି ଦିନରୁ ଶୁଭ ସୂଚନା ର ସଂକେତ ମିଳିଥାଏ।
୮.ବେଙ୍ଗ ବୋବାଇଲେ ବର୍ଷା ହୁଏ,ପିମ୍ପୁଡ଼ି ଧାଡି ଯଦି ତଳୁ ଉପରକୁ ଯାଏ ତେବେ ବର୍ଷା ହେବ କିନ୍ତୁ ଉପରୁ ତଳକୁ ଗଲେ ମରୁଡି ହୋଇଥାଏ।ପ୍ରଜାପତି ଦେହ ରେ ବସିଲେ ପ୍ରଣୟ ସୁଖ ମିଳିଥାଏ।ବୁଢିଆଣି ଜାଲ ଦେହ ରେ ଲାଗିଲେ କିମ୍ବା ବୁଢିଆଣି ଦେହ ରେ ବାଜିଲେ ନୂତନ ବସ୍ତ୍ର ପିନ୍ଧିବା ର ସୁଯୋଗ ମିଳିଥାଏ।

୯.ବାସନ ମାଜିବା ବେଳେ ବାସନ ର ଶବ୍ଦ କମ ହେବା ଆବଶ୍ୟକ ନାରୀ ମାନଙ୍କ ହାତ ର ପିନ୍ଧିଥିବା ଚୁଡିର ଶବ୍ଦ ମଧ୍ୟ କମ ହେବା ଆବଶ୍ୟକ।
୧୦.ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ରୋଗ ଭଲ ହୋଇଥାଏ।
ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

