ସାମ୍ନା କୁ ଆସିଲା ସବ୍ୟ ଓ ଅର୍ଚିତାଙ୍କ ବାହାଘର ପୂର୍ବର ଡ୍ୟାନ୍ସ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଗତ କିଛି ଦିନ ତଳେ ଅଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚିତା ସାହୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଦୁଇଜଣଙ୍କର କିଛି ଫଟୋସ ଓ ଭିଡିଓସ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଏକ ଭାଇରାଲ ଡ୍ୟାନ୍ସ ଭିଡିଓ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଅଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚିତା ସାହୁ ପ୍ରସିଦ୍ଧ କଳାକାର ଅଟନ୍ତି । ଏହି ଦୁଇଜଣ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ବନ୍ଧୁଗଣ ଏହି ଦୁଇଜଣ କେତେକ ଫିଲ୍ମରେ ଏକା ସହ ମଧ୍ୟ ନଜର ଆସିଛନ୍ତି ।

ଏହି ଦୁଇଜଣଙ୍କ ଯୋଡିକୁ ଦର୍ଶକ ମାନେ ବେସ ପସନ୍ଦ ମଧ୍ୟ କରନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଅର୍ଚିତାଙ୍କ ପୂର୍ବରୁ ସବ୍ୟ ଅନ୍ୟ ଏକ ମହିଳାଙ୍କ ସହ ବିବାହ କରିଥିଲେ । ଯେତେବେଳେ ସବ୍ୟ ଇଞ୍ଜିନିୟରିଙ୍ଗ କଲେଜରେ ପାଠ ପଢୁଥିଲେ ସେତେବେଳେ ସେ ସୀମା ନାମକ ଏକ ଝିଅଙ୍କୁ ପ୍ରେମ କରି ବସିଥିଲେ ।

ସୀମା ଓ ସବ୍ୟ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ଓ ପରବର୍ତ୍ତୀ ସମୟରେ ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ମଧ୍ୟ ହୋଇଥିଲେ । ହେଲେ କିଛି ବିବାଦ ହେତୁ ଏହି ଦୁଇଜଣ ଆପଶ ବୁଝାବଣାରେ ତଲାକ ନେଇଯାଇଥିଲେ । ତଲାକ ପରେ ସବ୍ୟ ଅଲିଉଡ ଇଣ୍ଡଷ୍ଟ୍ରିକୁ ଆସିଥିଲେ ଓ ସଫଳତା ମଧ୍ୟ ପାଇଥିଲେ ।

ସଫଳତା ପାଇବା ପରେ ସବ୍ୟ ଅଲିଉଡ ଅଭିନେତ୍ରୀ ଅର୍ଚିତାଙ୍କୁ ବିବାହ କରିଥିଲେ । ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ ଗତ ମଙ୍ଗଳବାର ଦିନ ରାଜସ୍ଥାନରେ ହୋଇଥିଲା । ରାଜସ୍ଥାନରେ ହୋଇଥିଲେ ମଧ୍ୟ ଏହି ବିବାହ ସଂପୂର୍ଣ୍ଣ ଓଡିଆ ରୀତିନୀତିରେ ସମ୍ପନ୍ନ ହୋଇଥିଲା ।

ବନ୍ଧୁଗଣ ଅର୍ଚିତା ଓ ସବ୍ୟଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି କିଛି ସମୟ ହେବ ଏହି ଦୁଇଜଣଙ୍କର ଏକ ଡ୍ୟାନ୍ସ ଭିଡିଓ ଓ ଫଟୋସ ମହୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବନ୍ଧୁଗଣ ଏହି ଡ୍ୟାନ୍ସ ଫଟୋରେ ଅର୍ଚିତା ବହୁତ ସୁନ୍ଦର ନଜର ଆସୁଛନ୍ତି ଓ ଅନ୍ୟ ପକ୍ଷରେ ସବ୍ୟ ମଧ୍ୟ ବହୁତ ହ୍ୟାଣ୍ଡସମ ନଜର ଆସୁଛନ୍ତି । ଏହି ଡ୍ୟାନ୍ସ ଫଟୋରେ ଉଭୟ ଚଷମା ପିନ୍ଧି ବହୁତ ଖୁସିରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଫଟୋଟି ହେଉଛି ରାଜସ୍ଥାନର ଓ ଏହି ଡ୍ୟାନ୍ସ ଫଟୋରେ ତାଙ୍କ ପରିବାର ଲୋକ ମାନେ ମଧ୍ୟ ତାଙ୍କ ସହ ଡ୍ୟାନ୍ସ କରୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଅର୍ଚିତା ଓ ସବ୍ୟ ଓଡିଶାରେ ଅଛନ୍ତି । ଆଜି କିମ୍ବା କାଲି ମଧ୍ୟରେ ଏହି ଦୁଇଜଣଙ୍କର ଏକ ଗ୍ରାଣ୍ଡ ରିସେପ୍ସନ ହେବାକୁ ଯାଉଛି । ଏହି ଡ୍ୟାନ୍ସ ରିସେପ୍ସନରେ କେତେକ ବଡ ବଡ କଳାକାର ମାନେ ଯୋଗ ଦେବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚିତା ଓ ସବ୍ୟଙ୍କର ଏହି ଡ୍ୟାନ୍ସ ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *