ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଜୋର ସୋର ରେ ଚର୍ଚ୍ଚା ରେ ଆସୁଥିବା ବାପ ପୁଅ ଙ୍କୁ ମା-ଡ଼ ର ଘଟଣା ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ । ତେବେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଗାଁ ର ମାଗୁଣୀ ନାୟକ ଏବଂ ତାଙ୍କ ପୁଅ ଙ୍କୁ ତାଙ୍କ ଘରୁ ଡାକି ଆଣି ଏକ ଘରେ ପ-ଶେ-ଇ ଅ-ମା-ନୁ-ଷି-କ ଭାବରେ ମା-ଡ଼ ମ-ରା-ଯାଇଥିଲା । ତେବେ ଏହାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବା ପରେ ଏହି ବିଷୟ ରେ ମାଗୁଣୀ ନାୟକ ଙ୍କୁ ପଚରାଉଚରା କରାଯାଇଥିଲା ।

ତେବେ ସେ କହିଥିଲେ କି ଏକ ମାନବ ବାଦୀ ସଙ୍ଗଠନ ରେ ସେମାନେ ଯୋଗ ଦେଇଥିଲେ ଏବଂ ସେମାନେ ସେହି ସଙ୍ଗଠନ ରେ କିଛି ଦିନ ଯୋଗ ଦାନ ଦେଇ ନଥିଲେ ତେବେ ଏହି କାରଣ ଯୋଗୁଁ ସେମାନେ ଦୁହେଁ ବାପ ପୁଅ ଙ୍କୁ ଦ-ଣ୍ଡ ସ୍ୱରୂପ ସେମାନଙ୍କୁ ଅକଥନୀୟ ମା-ଡ଼ ମ-ରା-ଯାଇଥିଲା ଏବଂ ଏଥିରେ ସଙ୍ଘଠନ ର ମୁଖ୍ୟ ମାନସ ଦାସ ଙ୍କ ହାତ ମଧ୍ୟ ରହିଛି । ତେବେ ଏହା ପରେ ଆହୁରି ଅନେକ ଲୋକ ମଧ୍ୟ ମାନସ ଦାସ ଏବଂ ସଙ୍ଘଠନ ଉପରେ ଅଭିଯୋଗ ଆଣିଥିଲେ କି ଯଦି ସେମାନେ ସେହି ସଙ୍ଗଠନ ରେ ଯୋଗଦାନ ନ କରନ୍ତି ତେବେ ମାନସ ଦାସ ଙ୍କ ନିର୍ଦେଶ ଅନୁଯାୟୀ ସେମାନଙ୍କୁ ମା-ଡ଼ ମଧ୍ୟ ମ-ରା-ଯା-ଇଥିଲା ।
ତେବେ ଏହି ବିଷୟକୁ ନେଇ ସଙ୍ଘଠନ ର ମୁଖ୍ୟ ମାନସ ଦାସ ଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ଉତ୍ତର ରେ ଏହି ସବୁ ଅ-ଭି-ଯୋ-ଗ କୁ ଖ-ଣ୍ଡ-ନ କରିଥିଲେ ଏବଂ ତାଙ୍କୁ ଏହା ଭିତରେ ଫ-ସା ଯାଉଛି ବୋଲି ସେ ଅ-ଭି-ଯୋ-ଗ କରିଥିଲେ । ତେବେ ଏହି ସବୁ ଭିତରେ ମାନସ ଦାସ ଙ୍କ ର ଏକ ନୂଆ ଅବତାର ରେ ଏକ ଭି-ଡି-ଓ ଭା-ଇ-ରା-ଲ ହେଉଛି ସୋ-ସି-ଆ-ଲ ମି-ଡ଼ି-ଆ ରେ । ଯେଉଁ ଥିରେ ସେ ସାରଥୀ ବାବା ଭଳି ବେଶ ଧାରଣ କରି ଏବଂ ଗୁରୁଜୀ ନାମରେ ନାମିତ ହୋଇ ଲୋକ ମାନଂକୁ ବସାଇ ପ୍ରବଚନ ଦେଇଥିଲେ ।
ତେବେ ମାନସ ଦାସ ହେଉଛନ୍ତି ଜଣେ ଓକିଲ ତେବେ ସେ ଆଦିବାସୀ ଲୋକ ଙ୍କୁ କିଛି ଆଇନଗତ କାର୍ଯ୍ୟ ରେ ସାହାଯ୍ୟ କରିଛନ୍ତି ଏବଂ ଏହାର ଫାଇଦା ଉଠାଇ ସେ ସେମାନଙ୍କ ଆଧ୍ୟାତ୍ମିକ ଭାବାଗତ ର ଫାଇଦା ଉଠାଇ ସେମାନଂକୁ କିଛି ପ୍ରବଚନ ଶୁଣାଇ ନିଜ ଅଧିନ ରେ ରଖିବା ଏବଂ ନିଜ ସଙ୍ଘଠନ ରେ ମିଶିବା ପାଇଁ ବାଧ୍ୟ କରିଥିଲେ ।
ତେବେ ମାନସ ଦାସ ଙ୍କ ଉପରେ ଆହୁରି ଅନେକ ଅ-ଭି-ଯୋ-ଗ ମଧ୍ୟ ରହିଛି ଯେପରି କି ସେ ଲୋକ ମାନଂକୁ ସଙ୍ଘଠନ ରେ ମିଶିବା ପାଇଁ ବାଧ୍ୟ କରୁଥିଲେ ଏବଂ କିଛି କଡା ନିୟମ ମଧ୍ୟ ବନେଇ ଥିଲେ ଏବଂ ମାନିବା ପାଇଁ ବାଧ୍ୟ କରୁଥିଲେ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଅଧା ଦରମା ଦବାକୁ କହୁଥିଲେ ନହେଲେ ଚାକିରୀ ଛାଡିବା ପାଇଁ କହୁଥିଲେ । ଯଦି ନିୟମ ନ ମାନନ୍ତି ତେବେ ସେହି ଭା-ଇ-ରା-ଲ ଭି-ଡି-ଓ ପରି କିଛି ଭଡାଟିଆ ଗୁ-ଣ୍ଡା କୁ ଲଗାଇ ମା-ଡ଼ ମ-ରା-ମ-ରି କରୁଥିଲେ ।

ସାରଥୀ ଭଳି ପ୍ରବଚନ ଦେଇ ଜାରି କରୁଥିଲା ଫତୱା । ମହିଳାଙ୍କୁ ଶଙ୍ଖା ସିନ୍ଦୁର ପିନ୍ଧିବା ଉପରେ ଲଗାଇଥିଲା ରୋକ୍, ମହିଳାଙ୍କୁ ବାହାହେବାକୁ ବାରଣ କରୁଥିଲା ଏହି ଭଣ୍ଡ ଗୁରୁଜୀ । ତେବେ ଏତେ ସବୁ ପରେ ମଧ୍ୟ ପୋଲିସ ତାଙ୍କ ଉପରେ କୌଣସି କାର୍ଯ୍ୟ ଗ୍ରହଣ କରି ନାହିଁ କଣ ପାଇଁ ଏବଂ ତାଙ୍କ ପଛରେ କାହାର ହାତ ରହୁଛି ଯାହା ଦ୍ବାରା ସେ ଏତେ ସବୁ ଭୁଲ କରି ପାରୁଛନ୍ତି ତେବେ ବର୍ତ୍ତମାନ ଏହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

