Abhisek Mohapatra ଙ୍କ ଶେଷକୃତ୍ୟ ହେଲା ସମ୍ପନ୍ନ, ଦେଖନ୍ତୁ କାନ୍ଦି କାନ୍ଦି ଅଭିଷେକ ଙ୍କ ମା’ କହିଲେ ଏମିତି…ପୁରା Video ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଜାଣିଥିବେ ଓଡିଶାର ଯୁବକ ଅଭିଷେକ ମହାପାତ୍ର ଦୀର୍ଘ ୩ ମାସ ଧରି କୋଲକାତାରେ କ-ରୋ-ନାରେ ଆ-କ୍ରା-ନ୍ତ ହୋଇ ଥିବାରୁ ଇକୋମୋ ଚିକିତ୍ସା ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଦୁଖର ଖବର ହେଉଛି ଶୁକ୍ରବାର ଦିନ ସେ ଜୀବନ ମ-ର-ଣ ଯୁ-ଦ୍ଧରେ ହାରିଯାଇ ଜୀବ ଲ-ଢେ-ଇ-ରେ ହା-ରି ଯାଇଛନ୍ତି । ଗତ ଶୁକ୍ରବାର ଦିନ ତାଙ୍କର ପ-ର-ଲୋ-କ ଘଟିଛି ।

ଅଭିଷେକଙ୍କ ଗାଁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମନ୍ଦାରୀ ଗାଁ ରେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର କରା ଯାଇଛି । ଅଭିଷେକଙ୍କ ମୃ-ତ୍ୟୁ ପରେ ତାଙ୍କ ଗାଁ ରେ ଶୋ-କ-ର ଛାୟା ଖେଳି ଯାଇଛି । ଅନେକ ଦିନ ଧରି ଏହି ମହାମାରୀ ରେ ଆକ୍ରାନ୍ତ ଥିବା ଅଭିଷେକ ବର୍ତ୍ତମାନ ସବୁଦିନ ଲାଗି ଆର ପାରି କୁ ଚାଲି ଯାଇଛନ୍ତି । ପଞ୍ଚଭୂତ ରେ ଲୀନ ହେଲା ଅଭିଷେକ ଙ୍କ ପାର୍ଥିବ ଶରୀର । ଭଦ୍ରକ ଜିଲ୍ଲା ପୌରପାଳିକ ର ମାନ୍ଦାରୀ ଗ୍ରାମ ରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଅଛି । ଅଭିଷେକ ଙ୍କ ମୃ-ତ୍ୟୁ ପରେ ଗାଁ ରେ ଶୋକର ଛାୟା ଖେଳି ଯାଇଅଛି ।

ଜନସାଧାରଣଙ୍କ ସାହାର୍ଯ୍ୟ ସତ୍ବେ ଜୀବନ ଯୁ-ଦ୍ଧ-ରେ ହାରିଗଲେ ଅଭିଷେକ । କୋଭିଡରେ ଆକ୍ରାନ୍ତ ହୋଇ ଗୁରୁତ୍ଵର ହୋଇ ପଡିଥିଲେ । ଇକ୍ମୋ ଚିକିତ୍ସା ନିମନ୍ତେ ତାଙ୍କୁ ଏୟାର ଲିଫ୍ଟ ସାହାର୍ଯ୍ୟରେ ତାଙ୍କୁ କଲିକତା ନିଆଯାଇଥିଲା । ଅଭିଷେକ ଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । ବିବାହର ୮ ଦିନ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ କରୋନା ସଂକ୍ରମଣ ହୋଇଛନ୍ତି । ଶ୍ଵାସବସ୍ଥା ଅଧିକ ଗୁରୁତ୍ଵର ହେବାରୁ ତାଙ୍କୁ ଇକ୍ମୋ ଚିକିତ୍ସ୍ୟା ନିମନ୍ତେ ଅର୍ଥ ଦରକାର ଥିଲା ।

ଓଡିଶାବାସୀ ଙ୍କ ସହାୟତା ଦ୍ଵାରା ତାଙ୍କୁ ଇକ୍ମୋ ଚିକିତ୍ସ୍ୟା କରାଯାଉଥିଲା ମାତ୍ର ୩ ମାସ ଧରି ଚିକିତ୍ସ୍ୟା ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲା ନାହିଁ । ବର୍ତ୍ତମାନ ଅଭିଷେକ ଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ନବ ବିବାହିତା ସ୍ତ୍ରୀ ନୂତନ କରି ଘର ସଂସାର ଆରମ୍ଭ କରି ନାହିଁ ମାତ୍ର ତାହାର ଘର ଉଜୁଡି ଗଲା । ଅଭିଷେକ ଙ୍କ ମା’ ମି-ଡି-ଆ ଆଗରେ କହିଛନ୍ତି ତାଙ୍କୁ ବହୁତ ସାହାର୍ଯ୍ୟ ଦାନ ମିଳିଲା । ମଝିରେ ସେ ସୁସ୍ଥ ମଧ୍ୟ ହେଇ ଆସୁଥିଲା କିନ୍ତୁ ଭଗବାନ ମୋ ପୁଅ କୁ ମୋ ଠାରୁ ଛଡାଇ ନେଲେ ।

ବାପା ମା ଙ୍କର ଯେଉଁ ପୁଅ ଅନ୍ତିମ କାର୍ଯ୍ୟ କରିବା କଥା ଆମ୍ଭେ ବାପା ମା’ ହୋଇ ବର୍ତ୍ତମାନ ତାର ଶେଷ କାର୍ଯ୍ୟ ସମାପନ କରୁଛୁ । ଏହି ଘଟଣା ଟି ସତରେ ଅତ୍ୟନ୍ତ ମର୍ମହାତ ପାଲଟି ଯାଇଛି । କାରଣ ଅଭିଷେକ ତାଙ୍କ ପରିବାରର ଏକମାତ୍ର ପୁତ୍ର ସନ୍ତାନ ଥିଲେ । ଯେ କି ବର୍ତ୍ତମାନ ଆଉ ଏହି ଦୁନିଆରେ ନାହାନ୍ତି । ବନ୍ଧୁଗଣ ଏହି ଘଟଣା ବିଷୟରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *