ସାତ୍ଵିକ କହିଲେ ଲୋକପ୍ରିୟ ଓଡିଆ ସିରିଏଲ ନୂଆବୋହୁ ବନ୍ଦ ହେବାର ଅସଲ କାରଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହା ବହୁତ ଲୋକପ୍ରିୟତା ହାସଲ କରିଛି ।

ବନ୍ଧୁଗଣ ଏହି ସିରିଏଲଟି ହେଉଛି ‘ନୂଆବୋହୂ’ । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ‘ନୂଆବୋହୁ’ ସିରିଏଲଟି ବନ୍ଦ ହେବାକୁ ଯାଉଛି । କାରଣ ଏହି ସିରିଏଲର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସ୍ଵାତିକ ଓ ଅଭିନେତ୍ରୀ ରାଧିକା ଏହି ସିରିଏଲକୁ ଛାଡିବାର ନିଷ୍ପତ୍ତି ନେଇଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ସିରିଏଲଟିକୁ ଛାଡିବା ପଛରେ ଦୁଇ କଳାକାରଙ୍କ କଣ କାରଣ ରହିଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପ୍ରତ୍ୟକ ଦିନ ଏହି ‘ନୂଆବୋହୂ’ ସିରିଏଲଟି ଟିଭିରେ ପ୍ରସାରିତ ହେଉଥିଲା । ବହୁତ କମ ସମୟ ମଧ୍ୟରେ ଏହି ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିଥିଲା କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ପାରିଥିଲେ ।


ଏହି ସିରିଏଲର ମୁଖ୍ୟ ଭୂମିକାରେ ଅଭିନେତା ସ୍ଵାତିକ ଓ ଅଭିନେତ୍ରୀ ରାଧିକା ନଜର ଆସୁଥିଲେ । ଏହି ଦୁଇଜଣଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଏହି ଦୁଇଜଣ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ଏହି ସିରିଏଲରେ ବର୍ତ୍ତମାନ ସମୟରେ ଏହାର କାହାଣୀଟି ୧୮ ବର୍ଷ ଆଗକୁ ଚାଲି ଯାଇଛି । ଯେଉଁଥିରେ ରାଧିକା ଓ ସ୍ଵାତିକଙ୍କ ଝିଅ ପୂଜା ଏହି ସିରିଏଲରେ ବର୍ତ୍ତମାନ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଓ ଏହି ସିରିଏଲରେ ରାଧିକା ଏବଂ ସ୍ଵାତିକ ଉଭୟ ମୃତ୍ୟୁ ବରଣ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଏକ ନୂଆ କାହାଣୀ ବର୍ତ୍ତମାନ ଠାରୁ ଦେଖିବାକୁ ପାଇବେ । ହେଲେ ବନ୍ଧୁଗଣ ସ୍ଵାତିକ ନିଜର କିଛି ପର୍ଶନାଲ କାରଣ ହେତୁ ଏହି ସିରିଏଲକୁ ଛାଡିବା ପାଇଁ ଚାହିଁଲେ ।

କିନ୍ତୁ ପ୍ରଡ଼କ୍ସନ ହାଉସ ସ୍ଵାତିକଙ୍କ ବିନା ଏହି ସିରିଏଲଟି କରିପାରିବ ନାହିଁ । ତେଣୁ କରି ରାଧିକାଙ୍କୁ ମଧ୍ୟ ଏହି ସିରିଏଲଟିକୁ ଛାଡିବାକୁ ପଡିଥିଲା । ଏହାପରେ ପ୍ରଡ୍ୟୁସର ଓ ମେକର୍ଷ ଏହି କାହାଣୀକୁ ୧୮ ବର୍ଷ ଆଗକୁ ନେଇ ଯାଇଥିଲେ । ଯେଉଁଥିରେ ରାଧିକା ଓ ସ୍ଵାତିକଙ୍କ ଝିଅ ପୂଜା ମୁଖ୍ୟ ଭୂମିକାରେ ନଜର ଆସିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସିରିଏଲରେ ରାଧିକା ଓ ସ୍ଵାତିକଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *