ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ପତି ରାଜ୍ କୁନ୍ଦ୍ରା ପ-ର୍ନ ଭି-ଡି-ଓ ମାମଲାରେ ମୁମ୍ବାଇ ପୋ-ଲି-ସ ଗି-ର-ଫ କରିଥିଲା । ବ୍ୟବସାୟୀ ରାଜ୍ କୁନ୍ଦ୍ରା ଙ୍କ ବି-ରୋ-ଧ ରେ ଅ-ଭି-ଯୋ-ଗ ଆସିବା ପରେ ଅଭିନେତ୍ରୀ ଶିଳ୍ପା ଙ୍କୁ ବହୁତ ମାତ୍ରାରେ ଟ୍ରୋ-ଲ କରାଯାଉଛି । ରାଜ୍ କୁନ୍ଦ୍ରା ଙ୍କ ସହିତ ସେ ଅନେକ କମ୍ପାନୀ ରେ ବ୍ୟବସାୟିକ ସହଯୋଗୀ ମଧ୍ୟ ଅଟନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ନାମ ରେ ୨୩ ଟି କମ୍ପାନୀ ଅଛି ଏବଂ ତାଙ୍କ ପତି ରାଜ୍ କୁନ୍ଦ୍ରା ୯ ଟି କମ୍ପାନୀ ର ମାଲିକ ଅଟନ୍ତି ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀ ଏବଂ ରାଜ୍ କୁନ୍ଦ୍ରା ଙ୍କୁ ଜୁହୁ ରେ ଚଢ଼ଉ କରିଥିଲା ଏବଂ ପୋଲିସ ରାଜ୍ କୁନ୍ଦ୍ରା ଙ୍କୁ ନିଜ ସାଙ୍ଗରେ ମଧ୍ୟ ନେଇଥିଲା । ସେହି ସମୟ ରେ ଶିଳ୍ପା ଓ ରାଜ୍ ଙ୍କ ମଧ୍ୟରେ ଅନେକ ବିତର୍କ ମଧ୍ୟ ହୋଇଥିଲା । ପୋଲିସ ସେଠାରେ ଦୀର୍ଘ ସମୟ ଧରି ଶିଳ୍ପା ଙ୍କୁ ପଚରାଉଚରା କରିଥିଲା । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ହଟସଟ୍ ଆପ୍ ବିଷୟ ରେ କିଛି ଜାଣି ନାହାନ୍ତି ବୋଲି ସମ୍ପୂର୍ଣ୍ଣ ରୂପରେ ଅସ୍ବୀକାର କରିଥିଲେ ।
ତେବେ ଏହି ଖବର ବ୍ୟାପିବା ପରେ ଶିଳ୍ପା ରିୟାଲିଟି ସୋ ସୁପର ଡାନ୍ସ ରୁ ମଧ୍ୟ ଦୁରେଇ ଯାଇଥିଲେ । ତେବେ କିନ୍ତୁ ବର୍ତ୍ତମାନ ଶିଳ୍ପା ନିଜକୁ ବହୁତ ଦୃଢ଼ ରଖୁଛନ୍ତି ଏବଂ ନିଜକୁ ସମ୍ଭାଳି ଏକ ମାସ ପରେ ଫୁଣି ଥରେ ସୁପର ଡାନ୍ସର କୁ ଫେରିଛନ୍ତି ଏବଂ ଶୋ ର ଜଜ୍ ଗୀତା କପୂର ଏବଂ ଅନୁରାଗ ବାସୁ ଙ୍କ ସହିତ ସମସ୍ତେ ତାଙ୍କର ବହୁତ ଭଲ ଭାବରେ ସ୍ୱାଗତ କରିଥିଲେ ଏବଂ ବହୁତ ଖୁସି ମଧ୍ୟ ହୋଇଥିଲେ ।

ତେବେ ଶିଳ୍ପା ନିଜର ଇଂଷ୍ଟାଗ୍ରାମ ରେ ଏକ ପୁସ୍ତକ ର କଭର ପିକ ଦେଇ ନିଜ ର ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କର କହିବା କଥା ହେଉଛି ସମୟ ଟା ସବୁବେଳେ ଆଗକୁ ଗତି କରୁଥାଏ । ସେ ନକରାତ୍ମକ ରେ ହେଉ କିମ୍ବା ସକରାତ୍ମକ ରେ ସେ ସର୍ଵଦା ଗତିଶୀଳ ଥାଏ । ତେବେ ନିଜ ର ଦୁଃଖ ଅନୁସାରେ ତାକୁ କେବେ ପଜ କିମ୍ବା ଅଟକାଇ ପାରିବା ନାହିଁ ।
ତେବେ ଜୀଵନ ର କିଛି ଅଂଶ କୁ ଅଟକାଇବା ପାଇଁ ଚାହିଁଲେ ମଧ୍ୟ ତାହା ଅଟକେ ନାହିଁ ଏବଂ ଆମକୁ ମଧ୍ୟ ସେହି ସମୟ ସହିତ ତାଳ ଦେଇ ଗତି କରିବାକୁ ପଡିବ ।

ଏହା ସହିତ ସେ ସୁପର ଡାନ୍ସରେ ଏକ ଡାନ୍ସ ପର୍ଫୋମନ୍ସ ରେ ଝାଂସି ରାଣୀ ବିଷୟରେ ଦେଖା ଯାଇଥିଲା ତେବେ ସେ ଏହା ଦେଖି ବହୁତ ଭାବୁକ ହୋଇ ଯାଇଥିଲେ ଏବଂ କହିଥିଲେ ସବୁବେଳେ ସ୍ତ୍ରୀ କୁ ସ୍ୱାମୀ ର ପରେ ମଧ୍ୟ ନିଜର ଅଧିକାର ର ଲଢେଇ ଲଢ଼ିବାକୁ ପଡ଼ିଥାଏ । ତାହା ସେତେବେଳେ ବି ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଛି । ତେବେ ସେ ଏହି କଥା ରେ ନିଜର ଦୁଃଖ କୁ ପ୍ରକାଶ କରିବାକୁ ଚାହୁଁଥିଲେ ବୋଲି ସମସ୍ତେ ଅନୁମାନ କରୁଛନ୍ତି । ତେବେ ଏହି ବିଷୟରେ ଆପଣଂକ ମତାମତ କଣ ନିଶ୍ଚିତ ଜଣାନ୍ତୁ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

