20 Interesting Gk Questions: ତାହା କଣ ଯାହା ବର୍ଷକୁ 1 ଥର ଆସେ, ମାସକୁ 2 ଥର ଆସେ, ଦିନରେ 6 ଥର ଆସେ ? କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । କୌଣସି ସରକାରୀ ଚାକିରି ହେଉ ବା ବେସରକାରୀ ଚାକିରି ଯଦି ଆପଣ ସାଧାରଣ ଜ୍ଞାନ ବିଷୟରେ ଜାଣି ନଥିବେ ତା ହେଲେ ଆପଣ ଚାକିରି ପାଇ ପାରିବେ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ଏମିତି ବହୁତ କିଛି କଥା ରହିଛି ଯାହା ବିଷୟରେ ସମସ୍ତ ଲୋକ ଜାଣି ନାହାନ୍ତି । ତେବେ ଯଦି ଆପଣ ସାଧାରଣ ଜ୍ଞାନ ପଢିବେ ତା ହେଲେ ଆପଣ ଏହି ଦୁନିଆର ସହ ଜଡିତ ସମସ୍ତ ଜ୍ଞାନ ଗୁଡିକୁ ଆହରଣ କରିପାରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆମ ସମସ୍ତଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. କେଉଁ ପକ୍ଷୀ କେବେବି ବସା ବାନ୍ଧି ନଥାଏ ?

ଉତ୍ତର- କୋଇଲି

୨. କେଉଁ ଜୀବର ହୃତପିଣ୍ଡ ଏକ ମିନିଟରେ ୯ ଥର ଧଡକି ଥାଏ ?

ଉତ୍ତର- ବ୍ଲୁ ୱ୍ହେଲ ମାଛର ହୃତପିଣ୍ଡ ୯ ଥର ଧଡକି ଥାଏ ।

୩. କେଉଁ ଜୀବ ଜୋତା ପିନ୍ଧି ଶୋଇ ଥାଏ ?

ଉତ୍ତର- ଘୋଡା ସବୁବେଳେ ନିଜ ନାଲ ପିନ୍ଧି ଶୋଇ ଥାଏ ।

୪. କେଉଁ ଫୁଲର ଓଜନ ୧୦ କିଲୋଗ୍ରାମ ଥାଏ ?

ଉତ୍ତର- ରିଫ୍ଲେସିଆ ଫୁଲ


୫. ସଂସାରର ସବୁଠାରୁ ବଡ କଇଁଛ କେଉଁଠି ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଛ ଦେଖା ଯାଇଥାଏ ।

୬. ଚିନୀର ସନ୍ଧାନ କେଉଁ ଦେଶରୁ ମିଳିଥିଲା ?

ଉତ୍ତର- ଭାରତରେ ଚିନୀର ସନ୍ଧାନ ହୋଇଥିଲା ।

୭. ମସାକୁ ସବୁଠାରୁ ଅଧିକ କେଉଁ ରଙ୍ଗ ପସନ୍ଦ ?

ଉତ୍ତର- ନୀଳ ରଙ୍ଗ

୮. ଭାରତର କେଉଁ ରାଜ୍ୟର ଲୋକମାନେ ସାପ ତେଲର ସବଜି ବନେଇ ଥାନ୍ତି ?

ଉତ୍ତର- ସିକ୍କିମ ରାଜ୍ୟର ମେରା ଗାଁର ଲୋକମାନେ

୯. ଶୁଦ୍ଧ ଜଳର ପିଏଚ କେତେ ହୋଇଥାଏ ?

ଉତ୍ତର- ୭

୧୦. ପତ୍ରର ରଙ୍ଗ କେଉଁ କାରଣ ପାଇଁ ହଳଦିଆ ହୋଇଥାଏ ?

ଉତ୍ତର- କାରୋଟିନ ପାଇଁ ହୋଇଥାଏ ।

୧୧. କାଚଏ ହଳଦିଆ ରଙ୍ଗ କେଉଁ ପାଦାର୍ଥ କାରଣରୁ ହୋଇଥାଏ ?

ଉତ୍ତର- ଫେରିକ ଆକ୍ସାଇଡ କାରଣରୁ ।

୧୨. ଗାନ୍ଧୀଜୀଙ୍କ ନାମ ପୂର୍ବରୁ ମାହାତ୍ମା କେବେ ଯୋଡା ଯାଇଥିଲା ?

ଉତ୍ତର- ଚମ୍ପାରନ ସତ୍ୟାଗ୍ରହ ସମୟରେ ।


୧୩. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ।

୧୪. କେଉଁ ଦେଶର ଲୋକମାନେ ସାପ ଖାଇଥାନ୍ତି ?

ଉତ୍ତର- ଚୀନ

୧୫. କେଉଁ ଫୁଲ ୧୨ ବର୍ଷରେ ଗୋଟିଏ ଥର ଫୁଟି ଥାଏ ?

ଉତ୍ତର- ନୀଲକୁରଞ୍ଜି

୧୬. ତାହା କଣ ଅଟେ ଯାହା ବର୍ଷକୁ ଗୋଟିଏ ଥର ଆସିଥାଏ ମାସକୁ ଦୁଇ ଥର ଆସିଥାଏ ସପ୍ତାହରେ ୪ ଥର ଆସିଥାଏ ଓ ଦିନରେ ୬ ଥର ଆସିଥାଏ ?

ଉତ୍ତର- F ଅକ୍ଷର

Leave a Reply

Your email address will not be published. Required fields are marked *