କେବଳ ଏହି 1 ଔଷଧ ଯାହା ଆପଣଙ୍କୁ କରୋନା ରୁ ବଞ୍ଚାଇଦେବ- Dr. B. K. Mishra

ନମସ୍କାର ବନ୍ଧୁଗଣ ଆଜି କାଲି ଆମ ଦେଶ ନୁହେଁ ବରଂ ପୁରା ବିଶ୍ୱ ରେ ଏହି ମ-ହା-ମା-ରୀ ର ଭୟ ରହିଛି । ଏହି ମ-ହା-ମା-ରୀ ରେ ଅନେକ ଲୋକ ପୀଡିତ ହୋଇ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ଏବଂ ଆଉ କିଛି ନିଜର ପ୍ରିୟ ଜନ ମାନଂକୁ ହରାଉ ଛନ୍ତି । ଏହି ମ-ହା-ମା-ରୀ ର ନାମ ହେଉଛି କରୋନା । କରୋନା ସଂକ୍ରମଣ ବହୁତ ଶୀଘ୍ର ବ୍ୟାପିବାରେ ଲାଗୁଛି । ସେଥିପାଇଁ ସରକାର ଦେଶ ରେ ତାଲାବନ୍ଦ କରି ଦେଇଛନ୍ତି ଅର୍ଥାତ ଲକ ଡାଉନ । ଏବଂ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ କୌଣସି ଭିଡ଼ ସ୍ଥାନ କୁ ଯାଆନ୍ତୁ ନାହିଁ କିମ୍ବା କୌଣସି ବାହାର ଲୋକଙ୍କ ସହ ମିଶିବାକୁ ମଧ୍ୟ ମନା କରୁଛନ୍ତି ।

ଆପଣ ଯେତେ ସାମାଜିକ ଦୂରତା ବଜାୟ ରଖିବେ ଆପଣ ସେତେ ସୁରକ୍ଷିତ ହୋଇ ପାରିବେ । ସାମାଜିକ ଦୂରତା ଦ୍ୱାରା ଯଦି ଆପଣ କରୋନା ଭାଇରସ ରେ ସଂକ୍ରମିତ ହୋଇଛନ୍ତି ତେବେ ଆପଣ ଦୂରତା ରଖିଲେ ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତି ଙ୍କ ପାଖକୁ ସେହି ଭାଇରସ ଯାଇ ପାରିବ ନାହିଁ । ତେଣୁ ଏହି କଥା ପ୍ରତି ଧ୍ୟାନ ଦେବା ନିଶ୍ଚିତ ଆବଶ୍ୟକ ।

ଆଜି ଆମେ କରୋନା ସଂକ୍ରମଣ ରୁ ନିଜକୁ ସୁରକ୍ଷିତ କରିବା ପାଇଁ ଏକ ଷ୍ଟେରଓଏଡ୍ସ ଔଷଧ ବିଷୟରେ ଆଲୋଚନା କରିବୁ ତେବେ ଆସନ୍ତୁ ସେହି ଔଷଧ ବିଷୟରେ ଜାଣି ନେବା । କରୋନା ସମୟରେ ଷ୍ଟେରଓଏଡ୍ସ କୁ କିପରି ବ୍ୟବହାର କରିବା ଉଚିତ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

କଥା ଉଠେ କି ଏପରି ବହୁତ ଔଷଧ ଅଛି ଯାହା କୋଭିଡ ସମୟରେ ବ୍ୟବହାର କରା ଯାଉଛି ସେ ରେମଡେଭିର ହେଉ କିମ୍ବା ଫେବିଗଲ୍ୟୁ ହେଉ । ଏହି ଯେଉଁ ଔଷଧ ସବୁ ଅଛି ସେଥି ପ୍ରତି WHO କହିଛି କି ଏହା କରୋନା ରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କରିବ ବୋଲି କୌଣସି ପ୍ରମାଣ ନାହିଁ । କିନ୍ତୁ ଷ୍ଟେରଏଡ କଥା କହିଲେ ତାହା ସମ୍ପୂର୍ଣ୍ଣ ଭିନ୍ନ । ଏହା କରୋନା ସଂକ୍ରମଣ କୁ ବାହାର କରିବାରେ କିମ୍ବା ସୁରକ୍ଷିତ ଦେବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଆନ୍ତି ।

ଷ୍ଟେରଏଡ ବହୁତ ନାମ ରେ ଆସିଥାଏ । ଏହା ଭାଇସଲନ ନାମ ରେ ଆସିଥାଏ । ଓମନାକଟେଲ ନାମ ରେ ଆସିଥାଏ ଏବଂ ମେଡ୍ରାଲ ନାମ ଇତ୍ୟାଦି ନାମ ରେ ଆସିଥାନ୍ତି । ଯଦି ଆପଣଙ୍କ ଅକ୍ସୀଜେନ ର ମାତ୍ରା କମିବାରେ ଲାଗୁଛି ତେବେ ଆପଣ ଙ୍କୁ ଏହି ଔଷଧ ଆରମ୍ଭ କରିନେବା ଉଚିତ । କିନ୍ତୁ ଧ୍ୟାନ ରଖିବେ କି ପ୍ଲସ ମିଟର ରେ ଦେଖି କରି ଏହି ଔଷଧ ଆରମ୍ଭ କରିବେ ନଚେତ ଅନାବଶ୍ୟକ ଆରମ୍ଭ କରିବା କିଛି ଆବଶ୍ୟକ ନାହିଁ ।

ଯଦି ଆପଣ ଙ୍କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଜ୍ଵର ଥଣ୍ଡା କାଶ ଲାଗି ରହୁଛି । ତେବେ ଆପଣ ଏହି ଔଷଧ ନେଇ ପାରିବେ । ଏହା ଛଡା ଯଦି ସାତ ଦିନ ପର୍ଯ୍ୟନ୍ତ ଆପଣ ଙ୍କୁ ଦୁର୍ବଳତା ଅନୁଭବ ହେଉଛି କିମ୍ବା କାଶ ଥଣ୍ଡା ଜ୍ଵର ଲାଗି ରହୁଛି ତେବେ ଆଠ ଦିନ ରୁ ହିଁ ଆପଣ ଏହି ଔଷଧ ର ସେବନ କରିବା ଆରମ୍ଭ କରନ୍ତୁ । ଏହା ବିଜ୍ଞାନ ମଧ୍ୟ କହୁଛି । ଆପଣ ଏହି ଔଷଧ କୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଖାଇ ପାରିବେ ।

ଏହି ଔଷଧ ଯଦି ଆପଣ ନେଉଛନ୍ତି ତେବେ ପ୍ରଥମେ ନିଜର ରକ୍ତ ଚାପ କୁ ଏବଂ ନିଜର ସୁଗାର କୁ ଚେକ କରିନେବା ଉଚିତ । ଏବଂ ଆପଣ ଙ୍କୁ କେବେବି ଅଧିକ ଚିନ୍ତା କରିବା ଉଚିତ ନୁହେଁ । ଏହି ସମୟରେ ଆପଣ ମାସ୍କ ପିନ୍ଧନ୍ତୁ ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ଏହା ଦ୍ୱାରା ହି ଆପଣ ଏବଂ ଅନ୍ୟ ମାନେ ସୁରକ୍ଷିତ ହୋଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *