କଥା କଥାରେ ହସୁଥିବା ଝିଅମାନେ କିପରି ହୋଇଥାନ୍ତି ? Chanakya Niti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ । ବନ୍ଧୁଗଣ ନାରୀ ମାନେ ଘର ର ଲକ୍ଷ୍ମୀ ହୋଇଥାନ୍ତି । ନାରୀ ହସିଲେ ଦୁନିଆ ହସିବ ବୋଲି କୁହାଯାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଟିକେ ଟିକେ କଥା ରେ ହସୁଥିବା ନାରୀ ଙ୍କ ବିଷୟ ରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ ଜାଣିବା ।

ବନ୍ଧୁଗଣ ଚାଣକ୍ୟ ଙ୍କ ମତ ଅନୁସାରେ ଯେଉଁ ନାରୀ ମାନେ ଟିକେ ଟିକେ କଥା ରେ ଓଠ କୁ ଚାପି କରି ମୁରୁକି କରି ହସି ଥାଆନ୍ତି ସେମାନେ କାର୍ଯ୍ୟ ହାସଲ କରିବା ରେ ମାହୀର ହୋଇଥାନ୍ତି । ଏମାନେ ସବୁବେଳେ ପରିସ୍ଥିତି ର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି । ଏମାନେ କେବେ ମଧ୍ୟ କାହାର ଭଲ ଚିନ୍ତା କରି ନ ଥାନ୍ତି ଏବଂ ନିଜର ଗୁପ୍ତ କଥା କୁ ମଧ୍ୟ ଅନ୍ୟ କାହା ଆଗରେ ପ୍ରକାଶ କରିନଥାନ୍ତି ।

ଏହି ପରି ମହିଳା ମାନେ ବହୁତ ଚାଲାକ ହୋଇଥାନ୍ତି ଏମାନେ କେବେ ମଧ୍ୟ କାହା ଉପରେ ଦୟା କରି ନ ଥାନ୍ତି । ଏମାନେ ନିଜର ଜୀବନ ସାଥି ଙ୍କୁ ମଧ୍ୟ ଧୋକା ଦେବା ପାଇଁ ପଛାଇ ନ ଥାନ୍ତି । ତେଣୁ ଚାଣକ୍ୟ କହିଛନ୍ତି ଯେ ଏହି ପରି ନାରୀ ମାନଙ୍କ ଠାରୁ ସବୁବେଳେ ଦୁରେଇ କରି ରୁହନ୍ତୁ । ଯଦି ଏମାନଙ୍କୁ ଆପଣ ବିବାହ କରିବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ଏମାନେ ବହୁତ ଅହଙ୍କାରୀ ହୋଇଥାନ୍ତି ।

ଏହାପରେ ଚାଣକ୍ୟ କଥା କଥା ରେ ବହୁତ ଜୋର ରେ ହସୁଥିବା ନାରୀ ଙ୍କ ବିଷୟ ରେ ମଧ୍ୟ କହିଛନ୍ତି । ଯେଉଁ ନାରୀ ମାନେ କଥା କଥା ରେ ବହୁତ ଜୋରରେ ହସନ୍ତି ସେମାନେ ବହୁତ ଭଲ ହୋଇଥାଆନ୍ତି । ଏହି ପରି ନାରୀ ଙ୍କୁ ଯଦି ଆପଣ ଦେଖୁଛନ୍ତି ତେବେ ତୁରନ୍ତ ତାଙ୍କ ସହିତ ବନ୍ଧୁତା କରି ନିଅନ୍ତୁ । ଏମାନଙ୍କ ର ବ୍ୟବହାର ବହୁତ ଭଲ ହୋଇଥାଏ ଓ ଏମାନେ ହୃଦୟ ରୁ ମଧ୍ୟ ବହୁତ ଭଲ ହୋଇଥାନ୍ତି । ଏହିପରି ନାରୀ ମାନେ ସହନଶୀଳ,ଆତ୍ମବିଶ୍ୱାସୀ ଓ ବହୁତ ଭଲ ସ୍ଵଭାଵ ର ହୋଇଥାଆନ୍ତି ।

ଏହି ପରି ନାରୀ କେବେ କାହାକୁ ଧୋକା ଦେଇ ନ ଥାନ୍ତି । ଯେଉଁ ନାରୀ ମାନେ କଥା କଥା ରେ ବହୁତ ଜୋରରେ ଖୋଲି କରି ହସିଥାନ୍ତି ସେମାନେ ନିଜର ଜୀବନ ସାଥୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ସହିତ ନିଜର ମୃତ୍ୟୁ ପର୍ଯ୍ୟନ୍ତ ସାଥ ଦେଇଥାନ୍ତି । ଏମାନଙ୍କ ମନ ରେ ନିଜ ପିଲାଙ୍କ ପାଇଁ ବହୁତ ମମତା ରହିଥାଏ । ତେଣୁ ଯଦି ଏହି ପରି ନାରୀ ଆପଣଂକୁ କେବେ ମିଳନ୍ତି ତେବେ ତାଙ୍କ ସହିତ ତୁରନ୍ତ ବନ୍ଧୁତା କରିଦେବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *