ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ କୁ ଦେଖିବା ଅଧିକ ପସନ୍ଦ କରୁଛନ୍ତି । ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ସମୟ ହେଲେ ମାତ୍ର ଟିଭି ଆଗରେ ବସି ପଡିଛନ୍ତି ।
ଅଧିକାଂଶ ମହିଳା ମାନେ ନିଜ ମନ ପସନ୍ଦର ଧାରାବାହିକ ଦେଖିବା ପାଇଁ ନିଜ ଘରର କାମ ମଧ୍ୟ ଶୀଘ୍ର ଶେଷ କରି ଟିଭି ଆଗରେ ନିଜ ପ୍ରିୟ ର ଧାରାବାହିକ କୁ ଉପଭୋଗ କରନ୍ତି । ଯେତେବେଳେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଧାରାବାହିକ ର ନାମ କଥା ଆସିଲେ ସମସ୍ତ ଙ୍କ ପାଖରେ ଗୋଟିଏ ଉତ୍ତର ଥାଏ । ଷ୍ଟାର ପ୍ଲସ ରେ ୟେ ରିସ୍ତା କ୍ୟା କହଲାତା ହେ ଧାରାବାହିକ । ଏହି ଧାରାବାହିକ ଟି ବହୁତ ଲମ୍ବା ସମୟ ଧରି ଟିଭି ଜଗତରେ ରାଜ କରୁଛି ।

ଏହି ଧାରାବାହିକ ରେ ଥିବା ସମସ୍ତ କଳାକାର ନିଜର ଦମଦାର ଅଭିନୟ ରେ ସମସ୍ତ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ରହିଛନ୍ତି । ଏବଂ ଏହି ଧାରାବାହିକ ରେ ଅଭିନୟ କରିଥିବା ପ୍ରତ୍ୟେକ ଅଭିନେତା ଏବଂ ଅଭିନେତ୍ରୀ ନିଜ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ ହୋଇ ପାରିଛନ୍ତି । ସେହି ଭଳି ଏହି ଧାରାବାହିକ ରେ ଅଭିନୟ କରିଥିବା ଅନେକ କଳାକାର ଏବେ ଏହି ଦୁନିଆ ରେ ଆଉ ନାହାନ୍ତି ତେବେ ସେହି କଳାକାର ମାନେ କିଏ କିଏ ଚାଲନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ରେ ହେଉଛନ୍ତି ରାକେଶ ଦିୱାନା । ଏହି ଧାରାବାହିକ ରେ ମହାରାଜ ଚରିତ୍ର ରେ ଅଭିନୟ କରି ବହୁ ପ୍ରଶଂସା ଏବଂ ଲୋକପ୍ରିୟତା ହାସଲ କରି ପାରିଥିଲେ । ୨୦୧୪ ମସିହାରେ ସେ ନିଜର ମୋଟାପା କୁ ଦୁର କରି ପାରିବା ପାଇଁ ସେ ନିଜର ଅପରେସନ କରିଥିଲେ ଏବଂ ସେହି ସମୟରେ ହିଁ ତାଙ୍କ ର ମୃ-ତ୍ୟୁ ଘଟିଥିଲା । କାରଣ ତାଙ୍କ ଅପରେସନ କରିବା ସମୟରେ ବହୁତ ବେଖାତିର ଭାବେ କାର୍ଯ୍ୟ କରାଯାଉଥିଲେ । ଭଲରେ ଯତ୍ନ ମଧ୍ୟ ନିଆଯାଉ ନଥିଲା । ତେଣୁ ତାଙ୍କ ର ମୃ-ତ୍ୟୁ ମଧ୍ୟ ହୋଇଥିଲା ।

୨- ଦ୍ଵିତୀୟ ରେ ହେଉଛନ୍ତି ସମୀର ଶର୍ମା । ସମୀର ଏହି ଧାରାବାହିକ ରେ କ୍ରିଷ୍ଣା ର ସହାୟକ ଭୂମିକା ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଏବଂ ଲୋକମାନେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଥିଲେ । କିନ୍ତୁ ସେ ୫ ଅଗଷ୍ଟ ୨୦୨୦ ରେ ସେ ଆ-ତ୍ମ-ହ-ତ-ୟା କରି ଦେଇଥିଲେ ଏହାର କାରଣ ବିଷୟରେ କିଛି ସଠିକ ସୂଚନା ମିଳି ନାହିଁ ।

୩- ତୃତୀୟ ରେ ହେଉଛନ୍ତି ଦିବ୍ୟା ଭଟନାଗର । ସେ ଏହି ଧାରାବାହିକ ରେ ଚାକିର ଭୂମିକା ରେ ଅଭିନୟ କରିଥିଲେ । ଏବଂ ତାଙ୍କ ର ଏହି ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଥିଲେ ଏବଂ ସେ ବହୁତ ଲୋକ ପ୍ରିୟତା ମଧ୍ୟ ହାସଲ କରିଥିଲେ । କିନ୍ତୁ ସେ ୨୦୨୦ ରେ କରୋନା ରେ ଆକ୍ରାନ୍ତ ହୋଇ ଶେଷ ରେ ମୃ-ତ୍ୟୁ ବରଣ କରିଥିଲେ ।
ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କିଏ ଅଧିକ ପସନ୍ଦ ଥିଲେ କମେନ୍ଟ କରନ୍ତୁ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

