ଭାଇରାଲ ହେଲା ଯୁବକଙ୍କର ମୃତ୍ୟୁ ପୂର୍ବର ଭିଡିଓ, ଦେଖନ୍ତୁ କେମିତି ବାତ୍ୟା ନେଇଗଲା ଯୁବକଙ୍କ ଜୀବନ

ବନ୍ଧୁଗଣ ବର୍ତ୍ତମାନର ସମୟ ସଂପୂର୍ଣ୍ଣ ଭାରତ ପାଇଁ ବହୁତ ଜଟିଳ ହୋଇଛି । କାରୋନା ମହାମାରୀ ସହ ଦେଶରେ କେତେକ ଝଡ ବାତ୍ୟାର ସମ୍ମୁଖୀନ କରୁଛି । ସାଧାରଣତଃ ଯେତେବେଳେ ଝଡ ବାତ୍ୟା ଆସେ,

ସେତେବେଳେ କେତେକ ଘର ଓ ଗଛ ଆଦି ଭାଙ୍ଗି ଯାଇଥାଏ । ଏହା ସହିତ କେତେକ ଲୋକ ମଧ୍ୟ ଝଡ ବାତ୍ୟାରେ ନିଜ ପରିବାର ଲୋକଙ୍କୁ ହରାଇ ଥାନ୍ତି । ବନ୍ଧୁଗଣ ସାଧାରଣତଃ ଯେକୌଣସି ବାତ୍ୟା ଆସିବା ପୂର୍ବରୁ ସମୁଦ୍ର ମଧ୍ୟରେ ରହିଥିବା ବେସରକାରୀ ବୋଟ ବା ଡଙ୍ଗା ଆଦିକୁ କୁଳକୁ ଆସିବା ପାଇଁ ଆଦେଶ ଦିଆଯାଇଥାଏ । କାରଣ ବାତ୍ୟାର ପ୍ରକୋପରେ ସେହି ଡଙ୍ଗା ବା ବୋଟ ସମୁଦ୍ରରେ ବୁଡିବାର ସମ୍ଭାବନା ରହିଥାଏ ।

ଗତ କିଛି ଦିନ ପୂର୍ବରୁ ଭାରତରେ ଏକ ଝଡ ବାତ୍ୟା ତଥା ତାଉତେ ଆସିଥିଲା । ଏହି ଝଡ ବାତ୍ୟା କେତେକ ରାଜ୍ୟରେ ବହୁତ କ୍ଷୟ କ୍ଷତି କରାଇଥିଲା । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ତାଉତେ ବାତ୍ୟା ଆସିବା ସମୟର । ସେହି ଭିଡିଓରେ ସମୁଦ୍ର ମଧ୍ୟରେ ଥିବା ଏକ ବଡ ବୋଟରେ କିଛି ଲୋକ ନଜର ଆସୁଛନ୍ତି ।

ହେଲେ ବନ୍ଧୁଗଣ ସେହି ଭିଡିଓ କରିଥିବା ଲୋକ ଜଣକଙ୍କ ପାଇଁ ତାହା ଥିଲା ଶେଷ ସମୟ । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଭିଡିଓରେ ବାତ୍ୟା ତାଉତେ ନିଜର ଭୟଙ୍କର ରୂପ ଦେଖାଉଥିବାର ନଜର ଆସୁଛ । ସେହି ସମୟରେ ଏକ ଯୁବକ ଏହି ଭିଡିଓଟିକୁ କରିଛନ୍ତି ।

ହେଲେ ବନ୍ଧୁଗଣ ଦୁଃଖର ବିଷୟ ଏହା ହେଉଛି ଯେ ସେହି ଯୁବକ ଜଣକଙ୍କ ପାଇଁ ତାହା ଥିଲା ଶେଷ ସମୟ । କାରଣ ସେହି ଭିଡିଓ କରିବା ପରେ ବାତ୍ୟା ତାଉତେ ପ୍ରଭାବ ଦ୍ଵାରା ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯୁବକ ଜଣକଙ୍କ ପିତା ଏକ ସାକ୍ଷାତ କାରରେ କହିଛନ୍ତି ଯେ, ତାଙ୍କ ପୁଅ କେଉଁ କମ୍ପାନୀରେ କାମ କରୁଥିଲା ସେ ଜାଣି ନାହାନ୍ତି । ଯୁବକ ଜଣଙ୍କର ନାମ ହେଉଛି ସୂରଜ ଓ ଆଗାମୀ ସମୟରେ ତାଙ୍କର ବିବାହ ମଧ୍ୟ ହେବାକୁ ଯାଉଥିଲା ।

ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ବାତ୍ୟାର ପ୍ରଭାବରେ ସୂରଜ ନିଜ ପ୍ରାଣ ହରାଇଥିଲେ । ତାଙ୍କ ପିତା ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *