ନମସ୍କାର ବନ୍ଧୁଗଣ ଲା-ଇ-ଭ ଟିଭି ରେ ଭୁଲ ହେବାର କୌଣସି ପ୍ରଶ୍ନ ନଥାଏ । କାରଣ ଏଠାରେ ରିଟେକ ର ମୌକା ମିଳି ନଥାଏ । ଏହି କାରଣ ଯୋଗୁଁ ଅନେକ ଥର ହୋଷ୍ଟ କିମ୍ବା ସେହି ଆଖ ପାଖର ଲୋକ ମାନଙ୍କ ପାଇଁ ଲା-ଇ-ଭ ଭି-ଡି-ଓ ରେ କିଛି ଏଭଳି ଦେଖିବାକୁ ମିଳି ଯାଇଥାଏ । ଯାହାକୁ ଦେଖି ସମସ୍ତେ ହସି ଥାଆନ୍ତି ନଚେତ କିଛି ଲୋକ ମାନଂକୁ ଅପମାନିତ ହେବାକୁ ପଡ଼ିଥାଏ । କିଛି ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥାନ୍ତି ଏବଂ ଆଜି ର ଯୁଗ ସୋ-ସି-ଆ-ଲ ମି-ଡ଼ି-ଆ ର ଯୁଗ ତେଣୁ ସମସ୍ତେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଆକ୍ଟିଭ ରହିଥାନ୍ତି ।

ସେମାନେ ଏହି ଅଦ୍ଭୁତ ଘଟଣା ସବୁ କୁ ଯାହା ଲା-ଇ-ଭ ଭି-ଡି-ଓ ରେ ଘଟିତ ହୋଇ ଯାଇଥାଏ ତାକୁ ସେ-ୟା-ର କରି ଥାଆନ୍ତି ଯାହା ଫଳ ରେ ସେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ଯିବା ଦ୍ୱାରା ଏହା ଅଳ୍ପ ସମୟରେ ଭା-ଇ-ରା-ଲ ହୋଇ ଯାଇଥାଏ । ତେବେ ଆଜି ଆମେ ସେହି ଭଳି ଏକ ଲା-ଇ-ଭ ଭି-ଡି-ଓ ରେ ଘଟିତ ଅଦ୍ଭୁତ ଘଟଣା ସମ୍ପର୍କରେ ଆଲୋଚନା କରିବୁ ଯାହା ଜାଣିବା ପରେ ଆପଣ ମାନେ ମଧ୍ୟ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ସମ୍ପର୍କରେ ।
ଏକ ଫେ-ସ-ବୁ-କ ଲା-ଇ-ଭ ଭି-ଡି-ଓ ରେ ଜଣେ ଝିଅ ନିଜ ଫ୍ୟାନ ମାନଙ୍କ ସହ ନିଜ ବିଷୟରେ କଥା ହେବା ସହ ସେମାନଙ୍କର ପ୍ରଶ୍ନ ର ଉତ୍ତର ମଧ୍ୟ ସେହି ଲା-ଇ-ଭ ଭି-ଡି-ଓ ରେ ଦେଉଥିଲେ । ତେବେ କିଛି ଫ୍ୟାନ ମାନଙ୍କ ଡି-ମା-ଣ୍ଡ ଥିଲା କି ସେ ଲାଇଭ ଭି-ଡି-ଓ ରେ ନୃତ୍ୟ କରନ୍ତୁ ତେବେ ନିଜ ପ୍ରଶଂସକ ଙ୍କ କଥା ରଖି ସେ ଝିଅ ନାଚିବାକୁ ଲାଗିଲା ଏବଂ ନିଜ ଫ୍ୟାନ ମାନଙ୍କ ର ଇଚ୍ଛା କୁ ପୂରଣ ମଧ୍ୟ କଲେ । ତେବେ ହଠାତ ସେ ଝିଅ ଟି ସେହି ଘରେ ଥିବା ଏକ ଡ୍ରେସିଂ ଟେବୁଲ ଉପରେ ଚଢ଼ି ନାଚିବାକୁ ଲାଗିଲେ ।

ଠିକ ସେତିକି ବେଳେ ଝିଅ ଟି ର ଗୋଡ଼ ଖସି ଯିବାରୁ ଏବଂ ସେଠି ଲାଗିଥିବା ଲାଇଟ ରେ ମୁଣ୍ଡ ମା-ଡ଼ ମଧ୍ୟ ହୋଇଯିବାରୁ ସେ ପ-ଡି ଯାଇଥିଲେ ଏବଂ ଏହା ସବୁ ସେହି ଲା-ଇ-ଭ ଭି-ଡି-ଓ ରେ ରେକର୍ଡ ମଧ୍ୟ ହୋଇଯାଇଥିଲା ତେବେ ଏହା ଦେଖି ଅନେକ ଲୋକ ନିଜର ହସକୁ ନିୟନ୍ତ୍ରଣ ରେ ରଖି ପାରି ନଥିଲେ ଏବଂ ସେ ଝିଅ ମଧ୍ୟ ନିଜ ଜୀଵନ ରେ କେବେ ଏହି ଘଟଣା କୁ ମଧ୍ୟ ଭୁଲି ପାରି ନ ଥିବେ । ତେବେ ଆପଣ ଙ୍କୁ ଏହି ଘଟଣା ଟି କିପରି ଲାଗିଲା ନିଶ୍ଚିତ ଜଣାଇବେ ।

