ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜୟା ବଚ୍ଚନ ହେଉଛନ୍ତି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ ସେ ଅନେକ ସୁପର ହିଟ ଫିଲ୍ମ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଜୟା ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଜୟାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ଜୟା ବଲିଉଡ ଅଭିନେତା ଅମିତାବ ବଚ୍ଚନଙ୍କ ସହ ପ୍ରେମ ବିବାହ କରିଛନ୍ତି । ବନ୍ଧୁଗଣ ସାଧାରଣତଃ କେତେକ ଫିଲ୍ମରେ ରେ-ପ ସିନ୍ସ ରହିଥାଏ । ଆଗ କାଳର ଫିଲ୍ମରେ ଗୋଟେ ନା ଗୋଟେ ରେ-ପ ସିନ୍ସ ନିଶ୍ଚୟ ରଖାଯାଉଥିଲା । ରେ-ପ ସିନ୍ସ ସହ ଜଡିତ ଜୟାଙ୍କର ଏକ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏହି ଘଟଣା ଜୟା ଓ ଅମିତାବଙ୍କ ବିବାହର ଏକ ବର୍ଷ ପୂର୍ବରୁ ହୋଇଥିଲା । ୧୯୭୨ ରେ ଜୟା ଅନେକ ବଲିଉଡ ଫିଲ୍ମରେ କାମ କରୁଥିଲେ । ସେତେବେଳେ ଜୟା ଓ ଅମିତାବ ଏକା ସହ ଫିଲ୍ମ ‘ଏକ ନଜର’ରେ କାମ କରିଥିଲେ ।

ଏହି ଫିଲ୍ମରେ ଏକ ରେ-ପ ସିନର ସୁ-ଟି-ଙ୍ଗ ହେଉଥିଲା । ରେ-ପ ସିନର ଡିଟେଲ୍ସ ଡାଇରେକ୍ଟର ଜୟାକୁ ଦେବାକୁ ଲାଗିଥିଲେ । ଜୟା ଯେତେବେଳେ ସେହି ରେ-ପ ସିନ୍ସର ଡିଟେଲ୍ସ ଜାଣିଲେ ସେତେବେଳେ ସେ ସେହି ସିନ୍ସ କରିବାକୁ ଅବଶ୍ୟ ହଁ କହିଥିଲେ ହେଲେ ସେ କ-ପ-ଡା ଫା-ଡି-ବା ପାଇଁ ମନା କରିଥିଲେ । ଡାଇରେକ୍ଟର ଚାହୁଁଥିଲେ ସେହି ରେ-ପ ସିନରେ ଯିଏ ଜୟାଙ୍କ ରେ-ପ କରିବ ସେ ତାଙ୍କ କପଡା ଫା-ଡି-ବ । ସେଥିପାଇଁ ଡାଇରେକ୍ଟର ପ୍ରଥମେ ଜୟାଙ୍କୁ ବହୁତ ବୁଝାଇଲେ ଯେତେବେଳେ ଜୟା ମନା କରିଦେଲେ ସେତେବେଳେ ଡାଇରେକ୍ଟର ଜୟାଙ୍କୁ ଏହି ସିନ କରିବା ପାଇଁ ବାଧ୍ୟ କରିଥିଲେ ।

ଡାଇରେକ୍ଟର ଜୟାଙ୍କ ବିରୋଧରେ ଆର୍ଟିଷ୍ଟ ଆସୋସିଏସନର କମ୍ପ୍ଲେନ କରିବେ ବୋଲି ତାଙ୍କୁ ଧ-ମ-କ- ଦେଇଥିଲେ ଓ ଯଦି ଜୟା ଏହି ସିନ ନ କରିବେ ତା ହେଲେ ଡାଇରେକ୍ଟର ତାଙ୍କ ବି-ରୋ-ଧ-ରେ ପୋଲିସରେ କେ-ସ କରିଦେବେ ବୋଲି ମଧ୍ୟ କହିଥିଲେ । ସେହି ଧ-ମ-କ ଶୁଣିବା ପରେ ଜୟା ଆହୁରି ଅଧିକ ରାଗି ଯାଇଥିଲେ ଓ କହିଥିଲେ-‘ଯାହା କରିବାର ଅଛି କର, ମୁ ଡ୍ରେସ ଫାଡିବାର ସିନ କରିବି ନାହିଁ’ । ଏହି ଯୁକ୍ତି ତରକ ପାଇଁ ସେହି ଫିଲ୍ମର ସୁ-ଟି-ଙ୍ଗ ଦୁଇ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲା । ଏହା ପରେ ଅମିତାବ ଜୟାଙ୍କୁ ସେହି ସିନ କରିବା ପାଇଁ କହିଥିଲେ ।
ହେଲେ ଜୟା ଅମିତାବଙ୍କ କଥା ଶୁଣି ନଥିଲେ ଓ ସେହି ସିନ କରିବା ପାଇଁ ସିଧା ମନା କରିଥିଲେ । ଏହା ପରେ ଡାଇରେକ୍ଟର ଜୟାଙ୍କୁ ବୁଝାଇଥିଲେ ଓ କପଡା ଫ-ଡା ହେବ ନାହିଁ ବୋଲି କହିଥିଲେ । ଏହା ପରେ ଜୟା ସେହି ରେ-ପ ସିନ କରିବା ପାଇଁ ରେଡି ହୋଇଥିଲେ । ଏହା ପରେ ରେ-ପ ସୀନ ର ସୁ-ଟିଂ ଆରମ୍ଭ ହୋଇଥିଲା । ଏହି ସୀନରେ ଜୟାଙ୍କୁ ନିଜର ଆତ୍ମରକ୍ଷା କରିବାର ଥିଲା । ଏହାର ପ୍ରାୟ 7 ରୁ 8 ଟି ସୀନ ଟେକ କରାଯାଇଥିଲା ।

ଏହି ସମୟରେ ଜୟା ପୂର୍ଣ୍ଣ ସମର୍ଥନ ଦେଇଥିଲେ କିନ୍ତୁ ରେ-ପ ସୀନ କରୁଥିବା ଅଭିନେତା ହାର ମାନିବା ପରେ ଏହି ସୀନ କରିବାକୁ ମନା କରି ଦେଇଥିଲେ। ସେ କହିଲେ ଯେ ସେ ଜୟାଙ୍କ ସହ କାମ କରିବେ ନାହିଁ। ଏଭଳି ପରିସ୍ଥିତିରେ ଫିଲ୍ମର ସୁ-ଟିଂ ପୁଣି ଅଟକି ଯାଇଥିଲା । ଡିରେକ୍ଟର ରାଗି ଯାଇ ପୁନର୍ବାର ଅଭିନେତାଙ୍କୁ ପଚାରିଲେ ତୁମର ବର୍ତ୍ତମାନ କ’ଣ ହେଲା ? ଏହା ଉପରେ ଅଭିନେତା କହିଛନ୍ତି ଯେ ଘଟଣାସ୍ଥଳରେ ନିଜକୁ ଆତ୍ମରକ୍ଷା କରୁଥିବା ଜୟା ମତେ ଏତେ ଗୋଇଠା-ଚାପୁଡା ଦେଉଛନ୍ତି ଯେ ମୋ ଦେହ ଦରଜ ଲାଗୁଛି ।
ହାଡ ଭାଙ୍ଗିଗଲା ଭଳି ଲାଗୁଛି । ମୁଁ ଏହି ସୀନ କରିପାରିବି ନାହିଁ । ତା ହେଲେ ବନ୍ଧୁଗଣ ଜୟାଙ୍କ ସହ ଜଡିତ ଏହି ଘଟଣାଟି ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

