ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଇଣ୍ଡଷ୍ଟ୍ରିର ଫେମସ କଳାକାର ପ୍ରକାଶ ରାଜଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ପ୍ରକାଶ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତା ଅଟନ୍ତି । ସେ ସାଧାରଣତଃ ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସନ୍ତି ।
ସାଉଥ ଫିଲ୍ମ ସହ ସେ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପ୍ରକାଶଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ପ୍ରକାଶ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ପ୍ରକାଶ ଏକ ବଡ କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ପ୍ରକାଶ ରାଜ ଏକ ଦୁ-ର୍ଘ-ଟ-ଣା-ର ସମ୍ମୁଖୀନ ହୋଇଛନ୍ତି । ଏହି ଦୁ-ର୍ଘ-ଟ-ଣା-ରେ ତାଙ୍କର ଫ୍ୟା-କ୍ଚ-ର ହୋଇଥିଲା ଓ ବର୍ତ୍ତମାନ ତାଙ୍କର ଅପରେସନ ହେବାକୁ ଯାଉଛି । ଏହି କାରଣ ପାଇଁ ପ୍ରକାଶ ଚର୍ଚାରେ ରହିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରକାଶଙ୍କ ଦୁ-ର୍ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରକାଶ ରାଜ ନିଜ ଦୁ-ର୍ଘ-ଟ-ଣା ବିଷୟରେ ନିଜେ ସୋ-ସି-ଆ-ଲ ମି-ଡି-ଆ-ରେ କହିଛନ୍ତି । ସେ ଲେଖିଛନ୍ତି-‘ଏକ ଛୋଟ ସମସ୍ୟା…ଏକ ଛୋଟ ଅପରେସନ, ଅପରେସନ ପାଇଁ ହାଇଦ୍ରାବାଦ ଅଭିମୁଖେ ଯାଉଛି । ଚିନ୍ତା କରିବାର କିଛି ନାହିଁ .. ମୋ ପାଇଁ ପ୍ରାର୍ଥନା କରିବେ ।’ ଗତ ମଙ୍ଗଳବାର ଦିନ ପ୍ରକାଶ ଏହାର ସୂଚନା ସୋ-ସି-ଆ-ଲ ମି-ଡି-ଆ-ରେ ଦେଇଥିଲେ ।

ପ୍ରକାଶଙ୍କ ଦୁ-ର୍ଘ-ଟ-ଣା ଖବର ଜାଣିବା ପରେ ତାଙ୍କର ଅନେକ ପ୍ରଶଂସକ ଏହି ଘଟଣାକୁ ନେଇ କମେଣ୍ଟ କରିଛନ୍ତି । ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି-‘ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ’ । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି-‘ଆପଣଙ୍କ ଅପରେସନ ସଫଳ ହେଉ ଓ ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ’ ।
ଏହା ପରେ ଅନ୍ୟ ଏକ ପ୍ରଶଂସକ ଲେଖିଛନ୍ତି-‘ ଆପଣ ଶୀଘ୍ର ସୁସ୍ଥ ହୋଇ ଆସନ୍ତୁ ଆମେ ଆପଣଙ୍କୁ ପରଦାରେ ଦେଖିବାକୁ ଚାହୁଁଛୁ’ । ତେଣୁ ବନ୍ଧୁଗଣ ପ୍ରକାଶ ରାଜଙ୍କ ସ୍ୱାସ୍ଥ୍ୟ ସୁଧାର ପାଇଁ ଆପଣ ମାନେ ବି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ତା ହେଲେ ଆପଣ ମାନଙ୍କୁ ସାଉଥ ଓ ବଲିଉଡ ଅଭିନେତା ପ୍ରକାଶ ରାଜ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

