ବନ୍ଧୁଗଣ ପୁରାତନ କାଳରେ ତ-ନ୍ତ୍ର-ମ-ନ୍ତ୍ର ଓ ଗୁ-ଣୀ ଗା-ରେ-ଡି ଆଦିକୁ ଲୋକମାନେ ଅଧିକ ଗୁରୁତ୍ଵ ଦେଉଥିଲେ । ଆଗ କାଳରେ କୌଣସି ଲୋକର କ୍ଷତି କରିବା ପାଇଁ ଗୁ-ଣୀ ଗା-ରେ-ଡି ଆଦି କରାଯାଉଥିଲା ।
ଏହା ବନ୍ଧୁଗଣ ବହୁତ ମା-ରା-ତ୍ମ-କ ହୋଇଥାଏ ଏଥିରେ ଜୀବନ ପାଇଁ ବି-ପ-ଦ ମଧ୍ୟ ଆସିପାରେ । ହେଲେ ବର୍ତ୍ତମାନର ଆଧୁନିକ ଦୁନିଆରେ ଅଧିକାଂଶ ଲୋକ ଗୁ-ଣୀ ଗା-ରେ-ଡି ଉପରେ ବିଶ୍ଵାସ କରୁ ନାହାନ୍ତି । ହେଲେ ଦେଶରେ କିଛି ସ୍ଥାନରେ ବର୍ତ୍ତମାନ ମଧ୍ୟ ଗୁ-ଣୀ ଗା-ରେ-ଡି ଆଦି ଚାଲିଛି । ଭୁ-ତ ପ୍ରେ-ତ ଆଦି ନକରାତ୍ମକ ଶକ୍ତି ଉପରେ ବର୍ତ୍ତମାନ ଲୋକ ବିଶ୍ଵାସ କରୁ ନାହାନ୍ତି ।

ହେଲେ ପୁରୁଣା କାଳରେ ମଣିଷ ମାନଙ୍କ ଶରୀରରେ ଭୁ-ତ ପ୍ରେ-ତ ପ-ଶି ରହିଯାନ୍ତି । ଏମିତି ଅନ୍ୟ ଏକ ଶରୀରରେ ରହିବାର ଏକ ବିଶେଷ କାରଣ ଥାଏ । ସାଧାରଣତଃ ନକରାତ୍ମକ ଶକ୍ତି ଅନ୍ୟ ଏକ ଶରୀରର ମଧ୍ୟରେ ପଶି ନିଜ ଅଧୁରା ଇଛାକୁ ପୂରଣ କରିବା ପାଇଁ ଚାହିଁ ଥାଏ ସେଥିପାଇଁ ସେ ମଣିଷ ଭିତରେ ପ୍ରବେଶ କରିଥାଏ ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ଭି-ଡି-ଓ ଟି ହେଉଛି ଫୁଲବାଣୀ ଜିଲ୍ଲାର । ବନ୍ଧୁଗଣ ଏହି ଭି-ଡି-ଓ-ରେ ଏକ ମହିଳାଙ୍କ ଶରୀରରେ ଭୁ-ତ ପ-ଶି ଯାଇଛି ମହିଳା ଜଣକଙ୍କ ପ୍ରତିକ୍ରିୟାକୁ ଦେଖି ସେଠାକାର ଲୋକ ମାନେ ଭୟବିତ ହୋଇଯାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ଫୁଲବାଣୀର । ଭି-ଡି-ଓ-ରେ ଏକ ମହିଳା ତଳେ ବସି ମାଟିରେ କିଛି ଲେଖୁଥିବାର ନଜର ଆସୁଛି । ମହିଳା ଜଣକ ନିଜ କେଶ ଖୋଲି ଦେଇଛନ୍ତି ଓ ଅଜବ ହରକତ କରୁଛନ୍ତି ଯାହାକୁ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।
\ଏହା ପରେ ସ୍ଥାନୀୟ ଲୋକ ଦୁଇଟି ନନ୍ ଓ ପୋଲିସକୁ ଏହାର ସୂଚନା ଦେଇଥିଲେ । ଖ୍ରୀଷ୍ଟିୟାନ ନନ୍ ଆସି ସେହି ମହିଳାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ । ନନ୍ ମାନଙ୍କ କଥା ମାନି ମହିଳା ଜଣକ ଏକ ଘର କବାଟ ପାଖକୁ ଯାଉଛନ୍ତି ଓ ସେହି କବାଟ ଉପରୁ କିଛି ଜିନିଷ କାଢି ନନ୍ ଙ୍କୁ ଦେଉଛନ୍ତି ।

ଏହା ପରେ ମହିଳା ଜଣକ ପୁଣି ତଳେ ବସି ମାଟିରେ କିଛି ଲେଖୁଛନ୍ତି । ବନ୍ଧୁଗଣ ଏହି ଘଟଣା ବିଷୟରେ ଜାଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

