ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି ।
ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ ରାଉତରାୟ ଗତ ଅଗଷ୍ଟ ୧୦ ତାରିଖରେ ନିଜର ୭୮ ତମ ଜନ୍ମ ଦିବସ ପାଳନ କରିଥିଲେ ।

ସୁର ନିଜର ପରିବାର ବର୍ଗ ଏବଂ ସମର୍ଥକ ମାନଙ୍କ ଗହଣ ରେ ଧୁମଧାମରେ ନିଜର ଜନ୍ମଦିନ ପାଳନ କରିଥିଲେ । ତାଙ୍କ ସମର୍ଥକ ମାନେ ତାଙ୍କୁ ଫୁଲତୋଡ଼ା ଏବଂ ମାଳା ପିନ୍ଧାଇବା ସହିତ ଜନ୍ମଦିନ ର ଶୁଭକାମନା ଜଣାଇଥିଲେ କିନ୍ତୁ ଏହା ମଧ୍ୟରେ କଂଗ୍ରେସ ନେତା ସୁର ରାଉତରାୟ କିଛି ଏଭଳି କାମ କରିଥିଲେ ଯାହାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି ।
ପ୍ରକୃତ ରେ ସୁର ନିଜର ଜନ୍ମ ଉତ୍ସବ ପାଳନ କରିବା ପରେ କିଛି ଲୋକଙ୍କୁ ଟଙ୍କା ଦେଉ ଥିବାର ଦେଖିବାକୁ ମିଳିଥିଲା । ଏହାପରେ ପାଖରେ ଥିବା କିଛି ଲୋକ ମଧ୍ୟ ସୁର ଙ୍କୁ ପଇସା ମାଗିଥିଲେ । ଯାହାଦ୍ୱାରା ସୁର ଚିଡ଼ି ଯାଇଥିଲେ । ସୁର ରାଗିଯିବା ସହିତ ଅତି ଅ-ଶ୍ଳୀ-ଳ ଭାଷା ରେ ସେମାନଙ୍କୁ ଗା-ଳି କରୁଥିବା ଦେଖିବାକୁ ମିଳିଥିଲା ।

ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଏହି ଘଟଣା କୁ ଭିଡିଓ ମାଧ୍ୟମରେ ରେକର୍ଡ କରିଛନ୍ତି । ଯାହା ବର୍ତ୍ତମାନ ଖୁବ ମାତ୍ରାରେ ସୋ-ସି-ଆ-ଲ ମି-ଡି-ଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ର ଭି-ଡି-ଓ ଦେଖିଲେ ହିଁ ଆପଣ ସମ୍ପୂର୍ଣ୍ଣ ଘଟଣା ସ-ମ୍ବ-ନ୍ଧ-ରେ ଅବଗତ ହୋଇ ପାରିବେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

