ନମସ୍କାର ବନ୍ଧୁଗଣ ଆପଣ ମାନେ ନିହାତି ଖବର ଶୁଣୁଥିବେ କିମ୍ବା ଦେଖୁଥିବେ କି ଅନେକ ଦୁଃଖଦ ଖବର ସାମ୍ନା କୁ ଆସିଛି ତେବେ ପ୍ରାୟତଃ ଖବର ସ୍ୱାମୀ ସ୍ତ୍ରୀ ଙ୍କ ଉପରେ ଆସୁଛି । ତେବେ ଏହି ପବିତ୍ର ସମ୍ପର୍କ ରେ ଆଜିକାଲି କ-ଳ-ଙ୍କ ଲଗେଇ ସାରିଛନ୍ତି । କେତେବେଳେ ସ୍ୱାମୀ ର ଅ-ତ-ୟା-ଚା-ର ତ କେତେବେଳେ ସ୍ତ୍ରୀ ର ଧ-ମ-କ ଆଦି । ତେବେ ବର୍ତ୍ତମାନ ମଧ୍ୟ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମ ରେ ଏକ ଗମ୍ଭୀର ଅ-ଭି-ଯୋ-ଗ ଆଣିଛନ୍ତି ।

ତାଙ୍କ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କ ଉପରେ ଅ-ତ-ୟା-ଚା-ର କରିବା ସହିତ ତାଙ୍କୁ ଧ-ନ୍ଦା ରେ ମଧ୍ୟ ଲଗାଉ ଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିନେବା । ତେବେ ବର୍ତ୍ତମାନ ଭୁବନେଶ୍ୱର ରେ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମ ରେ ଏକ ସଂ-ଘୀ-ନ ଅ-ଭି-ଯୋ-ଗ ଆଣିଛନ୍ତି । ତେବେ ସେ ମି-ଡ଼ି-ଆ ଆଗରେ ନିଜ ସ୍ୱାମୀ ର ସବୁ କ-ଳା କା-ର-ନା-ମା କୁ ବଖାଣିଛନ୍ତି ଏବଂ ନ୍ୟାୟ ଭିକ୍ଷା ମଧ୍ୟ କରୁଛନ୍ତି ।
ତେବେ ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଙ୍କ ଘର ହେଉଛି କେନ୍ଦ୍ରାପଡା ରେ ଏବଂ ତାଙ୍କ ଘର ହେଉଛି ଫୁଲବାଣୀ ରେ । ଦୁହେଁ ପ୍ରେମ ବିବାହ କରିଥିଲେ ତେବେ ତାଙ୍କ ସ୍ୱାମୀ ବିବାହ ପୂର୍ବରୁ ନାନା ମିଥ୍ୟା କଥା କହି ତାଙ୍କୁ ଫ-ସେ-ଇ ଅଟୋ ଚଲାଉଛି ଆଦି କହି ବିବାହ କରିଥିଲେ । କିନ୍ତୁ ବିବାହ ପରେ ସବୁ ସତ କଥା ସାମ୍ନା କୁ ଆସିଥିଲା । ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ଧ-ନ୍ଦା ରେ ଲଗେଇଦେଲେ ମହିଳାଙ୍କ କହିବା ଅନୁସାରେ ବିଭିନ୍ନ ପ୍ରକାରର ପୁରୁଷ ସେଠାକୁ ଆସୁଥିଲେ ।
ତେବେ ଯଦି ଏହାର ବି-ରୋ-ଧ କରାଯାଏ ତେବେ ମା-ଡ଼ ମା-ରୁ-ଥି-ଲେ ଏବଂ ମ-ଦ ବୋ-ତ-ଲ କୁ ଭା-ଙ୍ଗି ଆଣ୍ଠୁ ହାତ ଆଦିରେ ପଶେଇ ଦେଉଥିଲେ ଏମିତି କି ମ-ଦ ବୋ-ତ-ଲ କୁ ଗୁ-ପ୍ତ-ଆ-ଙ୍ଗ ରେ ମଧ୍ୟ ଭର୍ତ୍ତି କରୁଥିଲେ । ତେବେ ମହିଳା ଜଣକ ଏପରି ନି-ର୍ଯ୍ୟା-ତ-ନା ଗତ ସାତ ବର୍ଷ ହେବ ସହି ଆସୁଛନ୍ତି ତେବେ ଶାଶୂ ଶଶୁର ମଧ୍ୟ କିଛି କହୁ ନଥିଲେ କାରଣ ତାଙ୍କୁ ବି ଧ-ମ-କ ଦିଆଯାଉଥିଲା । ଏହା ସହ ସେ କହିଛନ୍ତି କି ତାଙ୍କ ସ୍ୱାମୀ ମଧ୍ୟ ଅଲଗା ଝିଅ ମାନଙ୍କ ସହ ସମ୍ପର୍କ ରଖିଛନ୍ତି ।

ତେବେ ଆଉ ସ-ହି ନ ପାରି ଏବଂ ନିଜ ଝିଅ ଉପରେ କିଛି ବି-ପ-ଦ ଆସିପାରେ ଭାବି ସେ ନିଜ ମାଆ ଙ୍କୁ ଅନୁରୋଧ କରିଥିଲେ ଉ-ଦ୍ଧା-ର ପାଇଁ । ତେବେ ତାଙ୍କ ମାଆ ପୋଲିସ ସହ ନିଜ ଝିଅ କୁ ଉ-ଦ୍ଧା-ର କରିଥିଲେ ଏବଂ ବର୍ତ୍ତମାନ ସେ ମି-ଡ଼ି-ଆ କୁ ଅନୁରୋଧ କରିଛନ୍ତି କି ତାଙ୍କୁ ନ୍ୟାୟ ଦରକାର ଏବଂ ନିଜ ସ୍ୱାମୀ ର ଗି-ର-ଫ ର ମଧ୍ୟ ଦା-ବି କରିଛନ୍ତି ସେ । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

