Taranga TV ର ହିରୋ ଏବଂ ହିରୋଇନ ମାନଙ୍କର Real Life ଜୀଵନ ସାଥୀ, ଦେଖନ୍ତୁ କାହା ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦର

ନମସ୍କାର ବନ୍ଧୁଗଣ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଦେଖୁଥିବେ ଏବଂ ସେହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ପ୍ରକୃତ ଜୀଵନ ସାଥି କିମ୍ବା ପ୍ରେମିକା ଓ ପ୍ରେମିକ କିଏ ତେବେ ଆସନ୍ତୁ ସେହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ତାଙ୍କ ଜୀଵନ ସାଥୀ କିଏ ଆସନ୍ତୁ ସେ ବିଷୟରେ ଜାଣିନେବା ।

୧- ପ୍ରଥମ ଅଭିନେତା ହେଉଛନ୍ତି କୁଆଁରୀ ବୋହୁ ଧାରାବାହିକ ର ହିରୋ ସାଇ । ସାଇ ନିଜର ସୁନ୍ଦର ଅଭିନୟ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ସାଇ ଙ୍କ ବାସ୍ତବ ଜୀଵନ ର ପ୍ରେମିକା ହେଉଛନ୍ତି ସାରା । ଯାହାକୁ ସେ ଆଗାମୀ ଦିନରେ ବିବାହ ମଧ୍ୟ କରିବେ । ତେବେ ସାରା ଙ୍କୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।

୨- ଦ୍ଵିତୀୟ ରେ ହେଉଛନ୍ତି ରୁଦ୍ରୀ । ରୁଦ୍ରୀ ତରଙ୍ଗ ଟିଭି ର ମାୟା ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରୁଛନ୍ତି ଏବଂ ନିଜର ପ୍ରତିଭା ରେ ସେ ଲୋକମାନଙ୍କ ହୃଦୟ କୁ କିଣି ମଧ୍ୟ ଦେଇଛନ୍ତି । ତେବେ ରୁଦ୍ରୀ ଙ୍କ ବାସ୍ତବ ଜୀବନର ସାଥି କିମ୍ବା ପ୍ରେମିକ ବିଷୟରେ ସେ କିଛି ସୂଚନା ଦେଇ ନାହାନ୍ତି ।

୩- ତୃତୀୟ ରେ ହେଉଛନ୍ତି କୁଆଁରି ବୋହୁ ଧାରାବାହିକ ର ନାୟିକା ଶ୍ରଦ୍ଧା ସେ ଏହି ଧାରାବାହିକ ରେ ବହୁତ ଭଲ ଅଭିନୟ କରିଛନ୍ତି । ତେବେ ଶ୍ରଦ୍ଧା ଙ୍କ ପ୍ରେମିକ ହେଉଛନ୍ତି ଆଶିଷ ଏବଂ ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ମଧ୍ୟ ଯାଉଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଝିଅ ଆମ ନୂଆ ବୋହୁ ଧାରାବାହିକ ର ଅଭିନେତା ସିଦ୍ । ସିଦ୍ ଆଗରୁ ବିବାହିତ ଅଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ନିକି ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।

୫- ପଞ୍ଚମ ରେ ହେଉଛନ୍ତି ଆରବ । ଆରବ ଏବଂ ଇତି ଙ୍କ ପ୍ରେମ କାହାଣୀ ଆପଣ ନିଶ୍ଚିତ ଜାଣିଥିବେ । କିନ୍ତୁ ଆରବ ଙ୍କ କହିବା କଥା ସେ ଆଜି ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

୬- ଷଷ୍ଠ ରେ ହେଉଛନ୍ତି ମିଠୁ । ମିଠୁ ମଧ୍ୟ ପୂର୍ବ ରୁ ବିବାହିତ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସ୍ଵାଗତିକା । ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *