ଶ୍ରାବଣ ସୋମବାରରେ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଅଲୌକିକ ଦୃଶ୍ୟ, ଶିବଲିଙ୍ଗ ପାଖରେ ଫଣା ଟେକି ଠିଆ ହୋଇଛନ୍ତି ସ୍ଵୟଂ ନାଗରାଜ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଏହି ମାସଟି ଆମ ହିନ୍ଦୁ ଧର୍ମର ଅତି ପବିତ୍ର ମାସ । ଏହି ମାସଟି ହେଉଛି ଭଗବାନ ଶିବଙ୍କ ମାସ । ଏହି ମାସରେ ଭକ୍ତ ମାନେ ଶିବ ମନ୍ଦିର ଯାଇ ଶିବଲିଙ୍ଗରେ ଜଳ ଅର୍ପଣ କରିଥାନ୍ତି ଓ ନିଜ ଇଛା ବିଷୟରେ କହିଥାନ୍ତି । ହେଲେ ବନ୍ଧୁଗଣ କରୋନା ମହାମାରୀ ପାଇଁ ଗତ ବର୍ଷ ଓ ଏହି ବର୍ଷ ବୋଲବମକୁ ରୋକାଯାଇଛି ଯାହାଦ୍ୱାରା ଭକ୍ତ ମାନେ ପାଣି ଢାଳିବା ପାଇଁ ମନ୍ଦିର ଯାଇପାରୁ ନାହାନ୍ତି ।

ବନ୍ଧୁଗଣ ଭଗବାନ ଶିବ ହେଉଛନ୍ତି ଏକ ଏପରି ଭଗବାନ ଯିଏ ଭକ୍ତ ମାନଙ୍କର ମନୋସ୍କାମନା ବହୁତ ଶୀଘ୍ର ପୂରଣ କରନ୍ତି । ଏହି ଶ୍ରାବଣ ମାସରେ ବନ୍ଧୁଗଣ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ସୋ-ସି-ଆ-ଲ ମି-ଡି-ଆରେ ଗତ କିଛି ସମୟ ହେବ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ସେହି ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭି-ଡି-ଓ ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ଘଟିଛି ହରିଶଙ୍କର ପୀଠରେ । ଗତ କାଲି ଶ୍ରାବଣ ମାସର ଶେଷ ସୋମବାର ଥିଲା । ଶ୍ରାବଣ ମାସରେ ଶେଷ ସୋମବାର ଦିନ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ହରିଶଙ୍କର ଶୈବ ପୀଠରେ ଗତ ସୋମବାର ଦିନ ଶିବଲିଙ୍ଗ ପାଖରେ ଏକ ନାଗ ସାପ ଦେଖିବାକୁ ମିଳିଛି ।

ନାଗ ସାପଟି ନିଜ ଫଣା ଟେକି ବସି ଥିବାର ନଜର ଆସୁଛି । ବନ୍ଧୁଗଣ ଏହି ପରିକା ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ । ଖାସ କରି ଶ୍ରାବଣ ମାସ ଓ ସୋମବାରରେ । ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଭି-ଡି-ଓଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଭଲ ଲାଗିଥିଲେ ପୋସ୍ଟ କୁ ଲାଇକ ଓ ସେୟାର କରିଦେବେ ଓ ଭକ୍ତି ଭାବରେ ଥରେ ଲେଖିଦେବେ ଓଁ ନମଃ ଶିବାୟ ।

Leave a Reply

Your email address will not be published. Required fields are marked *