ବନ୍ଧୁଗଣ ଆମ ମାନଙ୍କ ମ-ଳ-ଦ୍ଵା-ରରେ ଯେକୌଣସି ରୋଗ ହେଲେ ତାକୁ ଅର୍ଶ ବୋଲି କୁହାଯାଇଥାଏ । ମ-ଳ-ଦ୍ଵା-ରରେ ପ୍ରଥମେ ଏକ ଘା ହୋଇଥାଏ । ସେହି ଘାଟି ଧୀରେ ଧୀରେ ବଡ ହୋଇ ମ-ଳ କ-ଣ୍ଟ-କ-ରେ ପରିଣତ ହୋଇଥାଏ । ଏହି ସମସ୍ୟାରେ ଲୋକମାନଙ୍କୁ ବହୁତ କଷ୍ଟ ହୋଇଥାଏ ଓ ସେମାନଙ୍କର ର-କ୍ତ-ସ୍ରା-ବ ମଧ୍ୟ ହୋଇଥାଏ । ଦ୍ଵିତୀୟରେ ହେଉଛି ଅର୍ଶ । ଯଦି ବିନା କଷ୍ଟରେ ମ-ଳ-ଦ୍ଵା-ରରେ ରକ୍ତସ୍ରାବ ହେବ ତ ହେଲେ ତାକୁ ଅର୍ଶ ବୋଲି କୁହାଯାଏ । ତୃତୀୟଟି ହେଉଛି ଭ-ଗ-ନ୍ଦ-ର ଏହା ହେଉଛି ଏକ ଭିନ୍ନ ଧାରଣର ସମସ୍ୟା ।

ମ-ଳ-ଦ୍ଵା-ର ବାହାରେ ଏକ କଣା ହୋଇ ସେଥିରୁ ପୂଜ ବାହାରିଥାଏ । ଏହି ତିନୋଟି ସମସ୍ୟା ମଧ୍ୟରୁ ଅଧିକାଂଶ ଲୋକଙ୍କୁ ମ-ଳ କ-ଣ୍ଟ-କ-ର ସମସ୍ୟା ହୋଇଥାଏ । ମ-ଳ କ-ଣ୍ଟ-କ ଦୁଇ ପ୍ରକାରର ଗୋଟେ ହେଉଛି ଜରୁରୀ କାଳୀନ ଘା ଓ ଆଉ ଗୋଟେ ହେଉଛି ବହୁତ ଦିନରୁ ସୁଖୀ ରହିଥିବା ଘା । ଅର୍ଶ ମଧ୍ୟ ଦୁଇ ପ୍ରକାରର । ପ୍ରଥମଟି ହେଉଛି ମ-ଲ କ-ଣ୍ଟ-କ ଯୋଗୁ ଅର୍ଶ ହେବା ଓ ଦ୍ଵିତୀୟଟି ହେଉଛି ଜନ୍ମଗତ । ଭ-ଗ-ନ୍ଦ-ର ମଧ୍ୟ ଦୁଇ ପ୍ରକାରର ପ୍ରଥମଟି ହେଉଛି ଅଳ୍ପ ଦୂରତା ଭ-ଗ-ନ୍ଦ-ର ଓ ଦ୍ଵିତୀୟଟି ହେଉଛି ବହୁଦୂର ଭ-ଗ-ନ୍ଦ-ର ।

ଏହି ସବୁ ସମସ୍ୟା ହେବାର କିଛି ବିଶେଷ କାରଣ ରହିଛି । ପ୍ରଥମଟି ହେଉଛି ପାଣିର ଗୁରୁତ୍ଵ, ଦ୍ଵିତୀୟଟି ହେଉଛି ଖାଦ୍ୟର ଗୁରୁତ୍ଵ ଓ ତୃତୀୟଟି ହେଉଛି ସମୟର ଗୁରୁତ୍ଵ । ବନ୍ଧୁଗଣ ଆମ ଶରୀରକୁ ସବୁବେଳେ ପାଣିର ଆବଶ୍ୟକତା ରହିଥାଏ । ତେଣୁ ଆମ ମାନଙ୍କୁ ଦିନକୁ ୩ ରୁ ୪ ଲିଟର ପାଣି ପିଇବା ନିହାତି ଆବଶ୍ୟକ ।

ଦ୍ଵିତୀୟରେ ହେଉଛି ଖାଦ୍ୟ । ଯେଉଁ ମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରନ୍ତି ସେମାନଙ୍କୁ ମଧ୍ୟ ଏହି ସବୁ ସମସ୍ୟା ହୋଇଥାଏ । ଏହି ସବୁ ଖାଦ୍ୟ ନିଷ୍କାସିତ ହେବା ବେଳେ ଆମ ଧମନୀ ସିର ଗୁଡିକ ଫୁଲି ଯାଇଥାଏ ଯାହା କାରଣରୁ ଏହି ସବୁ ସମସ୍ୟା ହେବାର ଅଧିକ ସମ୍ଭାବନା ରହିଥାଏ । ତୃତୀୟଟି ହେଉଛି ସମୟ । ବନ୍ଧୁଗଣ ଆପଣ ମାନେ ଯେମିତି ଘଣ୍ଟା ଅନୁସାରେ ନିଜର ସମସ୍ତ କାର୍ଯ୍ୟ କରୁଛନ୍ତି ସେହି ପରି ଝା-ଡା ଯିବାଟା ହେଉଛି ଏକ ନିୟମିତ କାର୍ଯ୍ୟ ଯାହାକୁ ଆପଣ ଠିକ ସମୟରେ କରିବା ଉଚିତ ।

ବନ୍ଧୁଗଣ ଏହି ସବୁ ସମସ୍ୟାର ଘରୋଇ ଉପଚାର ଅଛି ହେଲେ ଆପଣ ମାନଙ୍କୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଅର୍ଶ, ମ-ଳ -କଣ୍ଟ-କ ଓ ଭ-ଗ-ନ୍ଦ-ର ଯେତେ ପୁରୁଣା ହେବ ଆପଣଙ୍କ ପାଇଁ ଆଗାମୀ ସମୟରେ ସେତିକି ସମସ୍ୟା ଆଣିପାରେ । ତେଣୁ ଆପଣ ମାନେ ଯଥା ଶୀଘ୍ର ଏହି ସବୁ ସମସ୍ୟାର ନିବାରଣ କରନ୍ତୁ ।
ତା ହେଲେ ବନ୍ଧୁଗଣ ଏହି ସବୁ କଥା ବିଷୟରେ ବିଶେଷ ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

