ଦେଖନ୍ତୁ ଶାଶୁଘରେ ପ୍ରଥମ ଥର ପାଇଁ କେମିତି ଜନ୍ମାଷ୍ଟମୀ ପାଳନ କଲେ Archita, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ଚ୍ଚିତା ମିଶ୍ର ।

ବନ୍ଧୁଗଣ ଗତ ସୋମବାର ଜନ୍ମାଷ୍ଟମୀ ଥିଲା । ଆମ ହିନ୍ଦୁ ଧର୍ମରେ ଏହି ପର୍ବର ବହୁ ପୁରାଣିକ ମାନ୍ୟତା ରହିଛି । ଏହି ଦିନରେ ଭଗବାନ ଶ୍ରୀ କୃଷ୍ଣ ଜନ୍ମ ଗ୍ରହଣ କରିଥିବାରୁ ସମସ୍ତ ଲୋକ ଏହି ଦିନକୁ ବହୁତ ଶ୍ରଦ୍ଧାର ସହ ପାଳନ କରନ୍ତି । ଗତ ସୋମବାର ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ପ୍ରଥମ ଥର ପାଇଁ ନିଜ ଶାଶୁ ଘରେ ଜନ୍ମାଷ୍ଟମୀ ପାଳନ କରିଥିଲେ ଓ ତାଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଅପଲୋଡ କରିଥିଲେ ।

ତା ହେଲେ ବନ୍ଧୁଗଣ ଗତ ସୋମବାର ଜନ୍ମାଷ୍ଟମୀ ପର୍ବକୁ ଅର୍ଚ୍ଚିତା କିପରି ପାଳନ କରିଥିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଅର୍ଚ୍ଚିତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଅର୍ଚ୍ଚିତା ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜା କରୁଥିବାର ନଜର ଆସୁଛନ୍ତି ।

ଭିଡିଓରେ ଅର୍ଚ୍ଚିତା ଏକ ହଳଦିଆ ରଙ୍ଗର ଡ୍ରେସରେ ନଜର ଆସୁଛନ୍ତି ଓ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଗତ କିଛି ମାସ ତଳେ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ କୌଣସ ନା କୌଣସି କାରଣ ହେତୁ ଅର୍ଚ୍ଚିତା ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ଅର୍ଚ୍ଚିତା ନିଜର ଏହି ଭିଡିଓ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ମିଶ୍ର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *