ଖୋର୍ଦ୍ଧାରେ ତାଲିବାନୀ ଶାସନ ! ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓ ଦେଖି ଭୟଙ୍କର ରାଗିଗଲେ Sura Routray, କହିଲେ କିଛି ଏମିତି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଘଟଣା ଟି ହେଉଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଗାଁ ରେ ବାସ କରୁଥିବା ମାଗୁଣୀ ନାୟକ ଏବଂ ତାଙ୍କ ପୁଅ ଙ୍କୁ ଏକ ଛୋଟ ଭୁଲ ଯୋଗୁଁ ଅ-କ-ଥ-ନୀୟ ମା-ଡ଼ ମ-ରା-ଯାଇଛି । ତେବେ କଥା ହେଉଛି ମାଗୁଣୀ ନାୟକ ଏବଂ ତାଙ୍କ ପୁଅ ଏକ ମାନବବାଦୀ ସଙ୍ଗଠନ ରେ କାର୍ଯ୍ୟ କରୁଥିଲେ ତେବେ ସେମାନେ କିଛି ନିୟମ ମାନି ନଥିଲେ କିମ୍ବା ପାଳନ ନ କରିବାରୁ ସେହି ସଂଗଠନ ର ସଦସ୍ୟ ମାନେ ତାଙ୍କୁ ଘରୁ ଡାକି ଏକ କଠୋରି ରେ ଭ-ର୍ତ୍ତି କରି ସେଠାରେ ଦ-ଣ୍ଡ ସ୍ୱରୂପ ଦୁଇ ବାପ ପୁଅ ଙ୍କୁ ମା-ଡ଼ ମା-ରି-ବା ଆରମ୍ଭ କରିଥିଲେ ।

ତେବେ ତାର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁରି ବୁଲୁଛି ଏବଂ ଭା-ଇ-ରା-ଲ ମଧ୍ୟ ହେଉଛି ତେବେ ପୋଲିସ ରେ ଅଭିଯୋଗ କଲେ ମଧ୍ୟ କିଛି ଫାଇଦା ହେବ ନାହିଁ ଓଲଟା ତାଙ୍କ ଦୁହିଁଙ୍କ ଉପରେ କେ-ଶ ଲାଗିବ ବୋଲି ମଧ୍ୟ ଧ-ମ-କ ମିଳୁଛି । ତେବେ ଏହି ଭି-ଡି-ଓ ରେ ଦେଖିବାକୁ ମିଳୁଛି କି କିଛି ଲୋକ ଦୁହିଁ ବାପ ପୁଅ ଙ୍କୁ ଅ-ମା-ନୁ-ଷି-କ ଭାବେ ଏବଂ ପଶୁ ଠାରୁ ବି ହୀ-ନ ଭଳି ବ୍ୟବହାର କରିବା ସହ ସେମାନଙ୍କୁ ଅ-କ-ଥ-ନୀ-ୟ ମା-ଡ଼ ମା-ରି-ବା-ରେ ଲାଗିଥିଲେ ଏବଂ ଦୁହେଁ ଛ-ଟ-ପ-ଟ ମଧ୍ୟ ହେଉଥିଲେ ନେହୁରା ହୋଇଥିଲେ କିନ୍ତୁ କେହି ଶୁଣି ନଥିଲେ ।

ତେବେ ଏହି ବିଷୟ ଉପରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ । ତେବେ ସେ କହିଛନ୍ତି କି ତାଲିବାନ ବି ଏମିତି ମା-ଡ଼ ମା-ରୁ- ନ-ଥିବ । ସେ ତ ସିଧାସଳଖ ଗୁ-ଳି କରି ଦେଉଛି କିନ୍ତୁ ଏଠି ତ ଜି-ଅ-ନ୍ତା ଅବସ୍ଥାରେ ହିଁ ବାପା ପୁଅ କୁ ପ-ଶୁ ଭଳି ମା-ଡ଼ ମ-ରା-ଯା-ଇ-ଛି ।

ତେବେ ସେଠାକାର ପୋଲିସ କଣ କରୁଥିଲା ଏବଂ ନବୀନ ପଟ୍ଟନାୟକ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲ ସେ ପ୍ରଶ୍ନ କରିଥିଲେ ଏବଂ ତୁରନ୍ତ ଅ-ପ-ରା-ଧୀ- ଙ୍କୁ ଦ-ଣ୍ଡ ମିଳୁ ବୋଲି ମଧ୍ୟ ସେ ଦାବୀ କରିଛନ୍ତି । ତେବେ ଏହା ପରେ ସେ ସିଧାସଳଖ ଶିଳ୍ପ ଉପରକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶ୍ନ କରିଥିଲେ କି ଓଡ଼ିଆ ବାସୀ ଙ୍କ ଜମି ନେଲା ସେଠାରେ ବଡ଼ ବଡ଼ କାରଖାନା ଖୋଲିଲ ।

କିନ୍ତୁ ସେଠାରେ କାମ କରିବାପାଇଁ ଆନ୍ଧ୍ର, ତାମିଲନାଡୁ, କେରଳ ରୁ ଲୋକ ମାନଂକୁ ଆଣୁଛ ତେବେ ଆମ ଓଡ଼ିଆ କଣ କରିବେ କେମିତି ଚଳିବେ । ତେଣୁ ତୁରନ୍ତ ସବୁ ଅସୁବିଧା ର କୌଣସି ନା କୌଣସି ସମାଧାନ ବାହାର କରାଯାଉ ବୋଲି କହିଛନ୍ତି ସୁର । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *