ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତ୍ରୀ ଝିଲିକଙ୍କ ବିଷୟରେ ଆଲୋଚନା କରିବା ଏବଂ ସେ କିଭଳି ଭାବରେ ଦେହ ଖରାପ ହୋଇ ମଧ୍ୟ ଜନ୍ମାଷ୍ଟମୀ ପର୍ବ ପାଳନ କରିଛନ୍ତି ସେ ବିଷୟରେ ଜାଣିବା ।
ଝିଲିକ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ଓଡ଼ିଆ ସିନେ ଜଗତରେ ସେ ଅନେକ ହିଟ ସିନେମା ରେ ନିଜର ଅଭିନୟ ର ପ୍ରତିଭା କୁ ଦେଖାଇଛନ୍ତି । ସୁପର ମିଛୁଆ, ଲେଖୁ ଲେଖୁ ଲେଖିଦେଲି, ଆଖିରେ ଆଖିରେ, ଆଦି ଅନେକ ହିଟ ସିନେମା ସେ ଓଲିଉଡ କୁ ପ୍ରଦାନ କରିଛନ୍ତି । ଏହା ଛଡା ସେ ଅନେକ ରିୟାଲିଟି ସୋ ର ଜଜ୍ ମଧ୍ୟ ହୋଇଛନ୍ତି ।
ତେବେ ଝିଲିକ ଏହି ବର୍ଷକ ଆଗରୁ ବିଜେଡି ର ନେତା ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଛନ୍ତି ଏବଂ ଏହା ପର ଠାରୁ ସେ ଏହି ଲାଇମ ଲାଇଟ ଠାରୁ ଟିକେ ଦୁରେଇ ରହୁଛନ୍ତି । ତେବେ ଝିଲିକ୍ ବଙ୍ଗାଳି କିନ୍ତୁ ଯେବେଠୁ ସେ ଓଡ଼ିଆ ଘରର ବୋହୁ ହୋଇଛନ୍ତି ସେତେବେଳୁ ସେ ସମସ୍ତ ଓଡ଼ିଆ ପର୍ବ କୁ ଭଲ ଭାବରେ ଏବଂ ନିଷ୍ଠା ର ସହିତ ପାଳନ କରୁଛନ୍ତି ।

ତେବେ ସେହି ଭଳି ସେ କିଛି ଦିନ ପୂର୍ବରୁ କରୋନା ରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ତଥାପି ସେ ଏହି ଜନ୍ମାଷ୍ଟମୀ ପର୍ବକୁ ଖୁବ ନିଷ୍ଠା ଏବଂ ଭକ୍ତି ଭାବର ସହିତ ପାଳନ କରିଛନ୍ତି ଯାହାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଦେଖିବାକୁ ମିଳୁଛି । ତେବେ ଆମେ ଭଗବାନ ଙ୍କ ଆଗରେ ଏତିକି ପାର୍ଥନା କରିବା କି ଝିଲିକ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

