ମାନସ ଦାସର ଫତୁଆ ଯୋଗୁଁ ଫେରିଗଲା ବର, କନ୍ୟା ଶଙ୍ଖା-ଶାଢୀ ପିନ୍ଧିଥିବାରୁ ଅଟକିଗଲା ବାହାଘର, ପୁରା ଘଟଣା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ମାନବ ବାଦିର ଲୋକମାନେ ସବୁ ଦିନ କିଛି ନା କିଛି ନୂଆ ନିୟମ କାଢି ଆମ ସମାଜକୁ ଜାତି ଜାତି ବ୍ଭିତରେ କିମ୍ବା ଧର ଧର୍ମ ଭିତରେ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି କରୁଛନ୍ତି ଏହା ପାଇଁ ଏବେ ଏକ କଣିଆ ବାଦୁଆ ରହି ଯାଇଥିଲା । ଏହି ଘଟଣା ହେଉଛି ଏକ ଏହି ଘଟଣା ଯାହା ପାଇଁ ଆମେ ଜାଣି ପାରିବା କି ମାନବ ତାର ସବୁ କିଛି ଭୁଲି ଆଗ ଭଳି ଏକ ଗ୍ଗୋଷ୍ଟିରେ ବିଶ୍ଵାଶ କରୁଛି । ତେବେ ବର କନିଆ ଘରକୁ ଆସିବା ବେଳେ ବାଜା କିମ୍ବା ରୋଷଣୀ ସହ ଆସି ନଥିଲେ ।

ନିର୍ବନ୍ଧ ରେ ଯେଉଁ ଭଳି ବହୁ ଘର ପାଇଁ ଯାହା ଯେମିତି ଆଣିବ କଥା ସେହି ଆଣି ଥିଲେ ତେଣୁ ବିବାହ ଦିନ ଝିଅ ଘର ଲୋକମାନେ ବେଦି କରି ବେଦିରେ ଚିତା ପକାଇ ସବୁ ପ୍ରକାର ମାନ୍ୟତା ଅନୁସାରେ ସବୁ କିଛି ପ୍ରସ୍ତୁତ କରିଥିଲେ । କିନ୍ତୁ ହଠାତ ବର ବିବାହ ନ କରିକି ଫେରି ଯାଇଥିଲା । ସେ ଏହି ଭଳି କରିବାର କାରଣ ହେଉଛି କି ସେ ବିବାହ ପାଇଁ ପ୍ରସ୍ତୁତ ନଥିଲା ବୋଲି କନିଆ ଲୋକ ସନ୍ଦେହ କରିବାରୁ ସେମାନେ ନିଜ କଥା କୁ ରଖିଥିଲେ ଓ କହିଥିଲେ କି ଝିଅ ଲାଲ ଚୁଡି ଓ ସିନ୍ଦୁର ପିନ୍ଧି ବିବାହ କରି ପାରିବ ନି ।

ସେ ଧଳା ଲୁଗା ଓ ମଥାରେ ଚନ୍ଦନ ଲଗାଇକି ବିବାହ ପାଇଁ ଆସିଥାନ୍ତା । ଝିଅ ଘର କହିବା ଅନୁସାରେ ଏହି ଭଳି କିଛି ନିୟମ ବିଷୟରେ ସେ ଆଗରୁ କହି ନଥିଲେ । ଏହାକୁ ଶୁଣିବା ପରେ କନିଆ ଘର ଲୋକ ଆଚମ୍ବିତ ହୋଇ ଯାଇଥିଲେ କିନ୍ତୁ ବିବାହ ଆଗରୁ ଏହା ପାଇଁ କିଛି ବି କଥା ହୋଇ ନଥିଲା ।

ତେଣୁ ସେ କନିଆ ବିବାହ ନକରିକି ରହି ଥିଲା ବର ରାଗିକି ଫେରି ଯାଇଥିଲା ଓ ୧୫ ଦିନ ପରେ ଝିଅ ଟି ଅନ୍ୟ ଜାଗାରେ ବିବାହ କରିଥିଲା । ଅନ୍ୟ ପଟେ ମାନବ ଅଧିକାର କାଉନଶିଲ ର ଏକ ପ୍ରତିନିଧି ଦଳ ପ୍ରତିନିଧୀଙ୍କୁ ଭେଟି  ମାନବବାଦି ନା ରେ ମାନସ ଦାଶ ଓ ତାଙ୍କ ସଂଗଠନ ଅ-ନ୍ୟା-ୟ ଓ ଦୁ-ର୍ନୀ-ତି କରି ଚାଲିଥିବା ବେଳେ ଏହା ପାଇଁ ପ୍ରଶାସନ କଣ ପାଇଁ କିଛି ପଦକ୍ଷେପ ନେଉନି କୁହା ଯାଉଛି ।

ଏହି ଭଳି କୁହାଯାଇଛି କି ସଂଗଠନ ରେ ସାମିଲ ନହେଲେ ମା-ଡ ମା-ରି-ବା ଓ ସେମାନଙ୍କୁ ଜୀବନରୁ ମା-ରି-ଦେ-ବା ଭଳି ଅ-ପ-ରା-ଧ କୁ କିଭଳି ସ-ହି ଯାଉଛି । ଏହାକୁ କିଏ ସୁରକ୍ଷା ଦେଉଛନ୍ତି ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *