Bigg Boss ବିଜେତା Sidharth Shukla ଙ୍କ 40 ବର୍ଷ ବୟସରେ ନିଧନ, Bollywoodରେ ଖେଳିଗଲା ଶୋକର ଛାୟା

ପର ଲୋକରେ ଅଛନ୍ତି ଅଭିନେତା ତଥା ଲୋକ ପ୍ରିୟ ମଡେଲ ସିଦ୍ଧାର୍ଥ ଶୁକ୍ଲା । ହୃଦଘାତ ପାଇଁ ମାତ୍ର ୪୦ ବର୍ଷ ବଯଶ ରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ “ବିଗ ବସ ସିଜନ ୧୩” ର ବିଜେତା ଥିଲେ । ତାଙ୍କର ମୃ-ତ୍ୟୁ ମୁମ୍ବାଇ ରେ ଥିବା ହସପିଟାଲ ରେ ତାଙ୍କର ମୃ-ତ୍ୟୁ ହୋଇଛି ଆଯୀ । ଟିଭି ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟତା ପାଇ ଥିଲେ ସିଦ୍ଧାର୍ଥ ସେ “ବାଳିକା ବଧୁ’ ସିରିୟାଲ ରେ ତାଙ୍କୁ ଅନେକ ଦର୍ଶକ ପସନ୍ଦ କରିଥିଲେ । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି ଆଜି ତାଙ୍କର ଦେ-ହା-ନ୍ତ  ଖବର ପାଇବା ପରେ ଶୋକର ଛାୟା ଖେଳି ଯାଇଛି ।

ଆହୁରି ଅନେକ ସିରିୟାଲ ରେ ମଧ୍ୟ ସେ କାମ କରୁଥିଲେ । ଆଜି ସେ ଏତେ କମ ବୟଶରେ ନ୍ଯାଯ ପରିବାର ଓ ବନ୍ଧୁ ଜନଙ୍କୁ ଛାଡି ଚାଲି ଯାଇଥିଲେ । କେବଳ ସିରିୟାଲ ନୁହେଁ ସେ ଚଳଚିତ୍ର ଅଜଗତରେ ମଧ୍ୟ ଅନେକ ଲୋକପ୍ରିୟତା ପାଇ ଥିଲେ “ହାମ୍ପଟି ଶର୍ମା କି ଦୁଲହନିଆ” ଆମେ ତାଙ୍କୁ ଅଭିନୟ କରିବା ର ଦେଖି ଥିଲେ ଯାହା ପାଇଁ ସେ ନିଜ କ୍ଯାରିୟର ରେ ଖୁବ ଆଗକୁ ଯିବେ ବୋଲି ଆଶାବାଦି ଥିଲେ । ସେ ଆଜି ଯାଏ କେବଳ ନିଜ ସୁନ୍ଦର ଚେହେରା ଓ ନିଜ ଅଭିନୟ ପାଇଁ ସବୁ ଜାଗାରେ ଚର୍ଚା ରେ ରହୁଥିଲେ ।

ତାଙ୍କର ପ୍ରେମ ସମ୍ପର୍କ ମଧ୍ୟ ଏହି ବିଗ ବସ ରୁ ଆରମ୍ଭ ହୋଇ ଥିଲା । ନିଯ ଜିବନର ସବୁ ପ୍ରକାର ଅନୁଭୂତି କୁ ସେ ନିଜ ଭିତରେ ରାଖୀ ଆଗକୁ ଯିବା ପାଇଁ ଚାହିଁ ଥିଲେ ଓ ନିଜ ପରିବାର ପାଇଁ ଖୁବ ଗୌରବ ଅରଜନ କରିଥିଲେ ସେ । ଏବେ ଯଦି ଆମେ ଦେଖିବା ପାଇଁ ଯିବା ତାଙ୍କ ପରିବାର ନୁହେଁ ବଲିଉଡ ଜଗତ ଓ ଟିଭି ସିରିୟାଲ ଜଗତରେ ଥିବା ସବୁ ଅଭିନେତା ମାନେ ଓ ଅଭିନେତ୍ରୀ ମାନେ ଏହାକୁ ଖୁବ ଦୁଃଖର ସହ ଗ୍ରହଣ କରୁଛନ୍ତି କି ସିଦ୍ଧାର୍ଥ ଆଉ ନାହାନ୍ତି ।

ଏତେ କମ ବୟଶରେ ସେ ଛାଡି ଚାଲି ଯାଇଅଥିବା କଥା କାହାକୁ ବିଶ୍ବାଶ ଅମଦ୍ଧୟ ହେଉନି । ତାଙ୍କର ମୃ-ତ୍ୟୁ ଖବର ଆସିଥିଲା କୁପର ହସ୍ପିଟାଲ ରୁ । ତାଙ୍କୁ ହୃଦଘାତ ଆସୁ ତାଙ୍କୁ ଏହି ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା । ତାଙ୍କ ପରିବାର ରେ ତାଙ୍କ ମା ଓ ତାଙ୍କ ଦୁଇ ଭଉଣୀ ଅଛନ୍ତି । ୧୯୮୦ ମଶିହା ଡିସେମ୍ବର ୧୨ ରେ ମୁମ୍ବାଇ ରେ ଜନ୍ମ ଗରହଣ କରିଥିଲେ ସେ । ତାଙ୍କ ପିତାଙ୍କ ନାମ ଅଶୋକ ଶୁକ୍ଲା ଓ ତାଙ୍କ ମାଙ୍କ ନାମ ରୀତା ଶୁକ୍ଲା । ଉତାର ପ୍ରଦେଶ ର ଆଲ୍ହାବାଦ ର ମୂଳ ନିବାଶି ଅଟନ୍ତି ସୁକ୍ଲାଙ୍କ ପରିବାର ।

ସେ ସେଣ୍ଟ ଯଭିୟାର ରେ ପାଠ ପଢୁଥିଲେ ଓ ଏହା ପରେ ସେ ଇଣ୍ଟେରିୟର ଡିଯାଇନ ରେ ମଧ୍ୟ ସ୍ନାତକ ପାଇଛନ୍ତି । ଅଭିନୟ କୁ ଆସିବା ଆଗରୁ ସେ ମଡେଲିଙ୍ଗ ରେ ନିଜ କାରିୟର ଆରମ୍ଭ କରିଥିଲେ । “ବାଳିକା ବଧୁ” ପରେ “ଦିଲ ସେ ଦିଲ ତକ”ରେ, “ଝଲକ ଦିଖ ଲା ଜା”, “ଖତରୋ କି ଖିଲାଡ଼ି” ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଥିଲା । ସେ ଆମକୁ ଦେଇ ଯାଇଥିବା ଅଭୂଲା ଅଭିନୟ ରେ ସେ ଜୀବନ୍ତ ରହିବେ ଚିର ଦିନ ପାଇଁ ସବୁ ଦର୍ଶକ ମାନଙ୍କ ମନରେ ।

Leave a Reply

Your email address will not be published. Required fields are marked *