ନମସ୍କାର ବନ୍ଧୁଗଣ ଆଜିକାଲି ତ ଆପଣ ଶୁଣିଥିବେ ଜାଣିଥିବେ ଏବଂ ଦେଖି ବି ଥିବେ କି ଲୋକ ମାନଙ୍କ ମଧ୍ୟରେ ମାନବିକତା ମ-ରି ଯାଇଛି । କେହି କାହାର ହେଉ ନାହାନ୍ତି ନିଜ ଲୋକ ମଧ୍ୟ ନିଜର ହେଉ ନାହାନ୍ତି । ସମସ୍ତେ ନିଜ ନିଜ ର ଫାଇଦା ପାଇଁ ହିଁ ଆସୁଛନ୍ତି ଏବଂ ଫାଇଦା ସରିଗଲେ ନିଜ ରାସ୍ତା ରେ ପଳାଉଛନ୍ତି । ତେବେ ରାସ୍ତା ରେ ଯଦି କେହି ମ-ରି କି ପଡି ବି ଥିବ ତେବେ ମଧ୍ୟ ପୋଲିସ ଭୟ ରେ ବଞ୍ଚେଇବା ପାଇଁ ଆଗକୁ ଆସିବେ ନାହିଁ ।

ତେବେ ଏହି ସବୁ କଥା କୁ କାଟି ଦୁଇଜଣ ସାଙ୍ଗ ମଣିଷ ପଣିଆ ର ଏକ ନୂଆ ମିସାଲ ଦେଇଛନ୍ତି । ଦୁହେଁ ମୃ-ତ୍ୟୁ ପରେ ନିଜର ଅଂଗଦାନ କରି ୧୨ ଜଣ ଲୋକଙ୍କ ଜୀଵନ କୁ ବଞ୍ଚାଇ ପାରିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଗୁଜୁରାଟ ର ଦୁଇ ବାଲ୍ୟ ବନ୍ଧୁ କ୍ରିଷ ଗାନ୍ଧୀ ଏବଂ ମିତ ପାଣ୍ଡ୍ୟା । ଦୁହେଁ ଦ୍ଵାଦଶ ଶ୍ରେଣୀ ରେ ପଢୁଥିଲେ ।

ତେବେ ଦୁହେଁ ବହୁତ ଭଲ ସାଙ୍ଗ ଥିଲେ ଏବଂ କ୍ରିଷ ଙ୍କ ଜନ୍ମ ଦିନ ପାଇଁ ଘରକୁ ଆସୁଥିବା ସମୟରେ ଦୁହିଁଙ୍କର ଏକ ଭୟଙ୍କର ଗାଡି ଦୁ-ର୍ଘ-ଟ-ଣା ହୋଇଥିଲା ଏବଂ ଦୁହେଁ ସୁରଟ ର ଏକ ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ । କିନ୍ତୁ ହସ୍ପିଟାଲରେ ଦୁହେଁ ଜୀଵନ ମୃ-ତ୍ୟୁ ସହଁ ଲ-ଢ଼ି ଶେଷରେ ହାରି ଯାଇଥିଲେ ଏବଂ ଦୁହେଁ ସବୁଦିନ ପାଇଁ ଆଖି ବନ୍ଦ କରିଦେଇଥିଲେ । କିନ୍ତୁ ଏହି ଶୋକ ଭରା ସମୟରେ ତାଙ୍କ ପରିବାର ଲୋକ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ।
ସେମାନେ ନିଜର ସନ୍ତାନ କୁ ହରାଇବା ପରେ ତାଙ୍କ ମାତା ପିତା ଆଖି ,କିଡନୀ, ଫୁସଫୁସ ଆଦି ଅଂଗଦାନ କରିଛନ୍ତି । ତେବେ ତାଙ୍କର ଏହି ଅଂଗଦାନ ଦ୍ୱାରା ୧୨ ଜଣଙ୍କ ଜୀଵନ ବଂଚି ପାରିଛି । ତେବେ ଦୁହେଁ ମଣିଷ ଥିଲେ କିନ୍ତୁ ମୃ-ତ୍ୟୁ ପରେ ଦେବତା ପାଲଟି ଯାଇଛନ୍ତି । ତେବେ ଜଣଙ୍କ ଅଙ୍ଗ ଗଲା ସୁରଟ ରୁ ହାଇଦ୍ରାବାଦ ୯୨୯ କିଲୋମିଟର ଏବଂ ଆଉ ଜଣଙ୍କ ଅଙ୍ଗ ଗଲା ସୁରଟ ରୁ ଆହମ୍ମଦା ବାଦ ୨୮୮ କିଲୋମିଟର ।

ତେବେ ସୁରଟ ର ହସ୍ପିଟାଲରେ ଉପସ୍ଥିତ ଲୋକମାନେ କ୍ରିଷ ମିତ ଅମର ରୁହେ ବୋଲି ନାରା ଦେଉଥାନ୍ତି । ତେବେ ଦୁହିଁଙ୍କ ଏହି ମଣିଷ ପଣିଆ ତାଙ୍କୁ ଅମର କରି ଦେଇଛି । ଦୁଇ ବନ୍ଧୁଙ୍କ ଏମିତି ମହତ କାମ ପାଇଁ ଗୋଟିଏ ଲାଇକ ଓ ସେୟାର ନିଶ୍ଚୟ କରିବେ । ଧନ୍ୟବାଦ ।

