ଭାଇରାଲ ହେଲା ଅଭିନେତା Sidharth Shukla ଙ୍କ ଶେଷ Video, ଦୁନିଆରୁ ଯିବା ପୂର୍ବରୁ ନିଜ ଫ୍ୟାନ୍ସଙ୍କୁ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଜୀଵନ ର କିଛି ବି ଭରସା ନଥାଏ କେତେବେଳେ କେଉଁ କ୍ଷଣି ଏହି ଜୀଵନ ଖଣ୍ଡିକ ପଳେଇବ ତାହା କେହି ବି ଜାଣି ନାହାଁନ୍ତି । ଏହା ଛଡା ଆଜି କାଲି ଯେତେବେଳେ ବି ଦେଖ କିମ୍ବା ଶୁଣ କେହି ନା କେହି ମୃ-ତ୍ୟୁ ବରଣ କରୁଛନ୍ତି କିଏ ବେମାର ରେ ତ କିଏ ହଠାତ କୌଣସି କାରଣ ଯୋଗୁଁ ଯେମିତିକି ହୃ-ଦ-ଘା-ତ କିମ୍ବା କୌଣସି ଦୁ-ର୍ଘ-ଟ-ଣା ଯୋଗୁଁ । ତେବେ ବର୍ତ୍ତମାନ ଫୁଣି ଥରେ ଆଉ ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି ତାହା ହେଉଛି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ଅ-କା-ଳ ମୃ-ତ୍ୟୁ ।

ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା । ତେବେ ସିଦ୍ଧାର୍ଥ ଜଣେ ହେଉଛନ୍ତି ଛୋଟ ପରଦା ର ସବୁଠାରୁ ଲୋକପ୍ରିୟ ଅଭିନେତା ସେ ବାଳିକା ବଧୂ, ଲବ ୟୁ ଜିନ୍ଦେଗୀ, ଦିଲ ସେ ଦିଲ ତକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଥିଲେ । ତେବେ ସେ ଅଧିକ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ବିଗ ବସ ୧୩ ରୁ ହିଁ ପ୍ରାପ୍ତ କରିଥିଲେ ଏବଂ ସେ ଏହି ରିୟାଲିଟି ଶୋ ର ବିଜେତା ହୋଇଥିଲେ ।

ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ ହୃ-ଦ-ଘା-ତ ହେବା କାରଣ ରୁ ଆଜି ସକାଳେ ହିଁ ତାଙ୍କର ମୃ-ତ୍ୟୁ ହୋଇ ଯାଇଛି ତେବେ ସୂଚନା ଅନୁସାରେ ସିଦ୍ଧାର୍ଥ ଙ୍କ ଘର ଲୋକ ଗୁରୁବାର ଅର୍ଥାତ ଆଜି ସକାଳେ ତାଙ୍କୁ ମୁମ୍ବାଇର କୂପର ହସ୍ପିଟାଲକୁ ନେଇ ଯାଇଥିଲେ ତେବେ ହସ୍ପିଟାଲରେ ପହଁଚିବା ପରେ ତାଙ୍କୁ ମୃ-ତ ଘୋଷଣା କରାଯାଇ ଥିଲା । ତେବେ ସିଦ୍ଧାର୍ଥ ଶୁକ୍ଳା ଙ୍କ ଏପରି ଅଚାନକ ମୃ-ତ୍ୟୁ ଟିଭି ଇଣ୍ଡଷ୍ଟ୍ରୀ ରେ ଶୋକ ର ବାତାବରଣ ସୃଷ୍ଟି କରିଛି ।

ତେବେ ବର୍ତ୍ତମାନ ସିଦ୍ଧାର୍ଥ ଙ୍କ ର ଏକ ଶେଷ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଛି ଯେଉଁଥିରେ ସେ ନିଜ ପ୍ରଶଂସକ ଏବଂ ବନ୍ଧୁ କୁ ଧନ୍ୟବାଦ ଜଣାଉଛନ୍ତି ଏବଂ ସେମାନଙ୍କ ପ୍ରେମ ଭଲପାଇବା ବିନା ତାଙ୍କ ଯାତ୍ରା ସଫଳ ହୋଇ ନଥାନ୍ତା ବୋଲି ମଧ୍ୟ ସେ ଏହି ଭି-ଡି-ଓ ରେ ଜଣାଇଛନ୍ତି । ତେବେ ସିଦ୍ଧାର୍ଥ ଙ୍କ ଏହି ଅଚାନକ ମୃ-ତ୍ୟୁ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏହା ଏକ ଅପୁରଣୀୟ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *