ସବୁ ଦିନ ପାଇଁ ଓଡିଶା ଛାଡି ହାଇଦ୍ରାବାଦ ଯିବେ Arvind ଓ Janklin, କିନ୍ତୁ କାହିଁକି ? ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚା ରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଜାଙ୍କଲିନଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଟିଭିରେ ଦେଖିଥିବେ ।

ଜାଙ୍କଲିନ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଜାଙ୍କଲିନ ନିଜ ପ୍ରେମୀ ଅରବିନ୍ଦଙ୍କ ସହ ଗତ କିଛି ମାସ ତଳେ ବିବାହ କରିଥିଲେ । ସେବେଠାରୁ ଅରବିନ୍ଦ ଓ ଜାଙ୍କଲିନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଦୁଇଜଣ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଆକ୍ଟିଭ ରୁହନ୍ତୁ ଓ ନିଜ ଫ୍ୟାନ୍ସ ମାନଙ୍କ ସହ କଥା ହୁଅନ୍ତି ।

ଗତ କିଛି ସମୟ ହେବ ଏହି ଦୁଇଜଣଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଅରବିନ୍ଦ ଏପରି କିଛି କହୁଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଟା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭିଡିଓରେ ଅରବିନ୍ଦ ଓ ଜାଙ୍କଲିନ ଏକା ସହ ନଜର ଆସୁଛନ୍ତି । ଭିଡିଓରେ ଅରବିନ୍ଦ ନିଜ ଫ୍ୟାନ୍ସ ମାନଙ୍କ ସହ ବହୁତ ସୁନ୍ଦର ଭାବରେ କଥା ହେଉଥିବାର ନଜର ଆସୁଛନ୍ତି । ସେହି ଭିଡିଓରେ ଅରବିନ୍ଦ ଓ ଜାଙ୍କଲିନ ବହୁତ ଶୀଘ୍ର ହାଇଦ୍ରାବାଦ ଯିବେ ବୋଲି କହିଛନ୍ତି । ହାଇଦ୍ରାବାଦ ଯିବାର କାରଣ କଣ ତାହା ବିଷୟରେ ସେମାନେ କହି ନାହାନ୍ତି ହେଲେ ବହୁତ ଶୀଘ୍ର ଏହି ଦୁଇଜଣ ହାଇଦ୍ରାବାଦ ଯିବେ ବୋଲି ଜଣା ପଡିଛି ।

ବନ୍ଧୁଗଣ ଏହି କଥା ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *