ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଗୀତ ବହୁତ ଚର୍ଚାରେ ରହିଛି ଓ ଆପଣ ମାନେ ମଧ୍ୟ ସେହି ଗୀତଟିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସେହି ଗୀତଟି ହେଉଛି ‘ବଚପନ କା ପ୍ୟାର’ । ଏହି ଗୀତଟି ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଗୀତଟିକୁ ଏକ ସ୍କୁଲ ଛାତ୍ର ଗାଇଛି ଓ ସେହି ସ୍କୁଲ ଛାତ୍ରର ନାମ ହେଉଛି ସହଦେବ ଡିରୋଡ । ବନ୍ଧୁଗଣ ଛତିଶଗଡର ଏହି ସ୍କୁଲ ପିଲାଟି ବର୍ତ୍ତମାନ ସମସ୍ତଙ୍କ ମନକୁ ଜିତି ସାରିଛି । ଛୁଆଟିର ଗୀତକୁ ସମସ୍ତେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ସହଦେବଙ୍କ ଏହି ଗୀତଟି ଭା-ଇ-ରା-ଲ ହେବା ପଛରେ ବଲିଉଡ ସିଙ୍ଗର ବାଡ୍ସାଙ୍କ ବହୁତ ବଡ ଭୂମିକା ରହିଛି । କାରଣ ସହଦେବଙ୍କ ଏହି ଗୀତ ବହୁତ ବର୍ଷ ପୂର୍ବରୁ ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ ହୋଇଥିଲା ହେଲେ ବାଦଶାହ ଏହି ଗୀତକୁ ନେଇ ଏକ ଭି-ଡି-ଓ ଅପଲୋଡ କରିଥିଲେ ଯାହା ପରେ ଏହି ଗୀତଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହୋଇଥିଲା । ବନ୍ଧୁଗଣ ସହଦେବଙ୍କ ସହ ବାଦଶାହ ଏକ ଆଲବମ ଗୀତ କରିସାରିଛନ୍ତି । ଏହି ଆଲବମଟି ଆସିବା ପରେ ରାତିଆ ରାତି ସହଦେବ ଫେମସ ହୋଇଯାଇଛନ୍ତି ।
ବନ୍ଧୁଗଣ ବର୍ତ୍ତମାନ ଏହି ଗୀତଟିର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ଯେଉଁଥିରେ ରାନୁ ମଣ୍ଡଲ ଏହି ଗୀତ ଗାଉଥିବାର ନଜର ଆସୁଛନ୍ତି । ଏହି ଭି-ଡି-ଓରେ ଏକ ବ୍ୟକ୍ତି ମାଇକ୍ରୋଫୋନ ଧରିଥିବା ବେଳେ ରାନୁ ‘ବଚପନ କା ପ୍ୟାର’ ଗୀତଟିକୁ ଗାଉଛନ୍ତି ।
View this post on Instagram
ଆପଣ ମାନେ ସମସ୍ତେ ରାନୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗୋଟେ ସମୟରେ ରାନୁ ବଲିଉଡ ସିଙ୍ଗର ହିମେଶ ରେଶମିଆଙ୍କ ସହ ‘ତେରି ମେରି କାହାନି’ ଗୀତ ଗାଈ ରାତିଆ ରାତି ଫେମସ ହୋଇଯାଇଥିଲେ । ହେଲେ ଏହି ଗୀତ ରିଲିଜ ହେବାର କିଛି ଦିନ ପରେ ରାନୁ ମଣ୍ଡଲ ସମସ୍ତଙ୍କ ନଜରରୁ ଗାୟବ ହୋଇଯାଇଥିଲେ । ବହୁତ ମାସ ପରେ ରାନୁ ଏହି ଗୀତ ଦ୍ଵାରା ସୋ-ସି-ଆ-ଲ ମି-ଡି-ଆ-ରେ ନଜର ଆସିଛନ୍ତି ।

ବନ୍ଧୁଗଣ ରାନୁ ବହୁତ ମଜାର ସହ ‘ବଚପନ କା ପ୍ୟାର’ ଗୀତଟିକୁ ଗାଉଛନ୍ତି ଓ ଲୋକମାନେ ରାନୁଙ୍କ ଏହି ଗୀତଟିକୁ ବହୁତ ପସନ୍ଦ କରୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଗୀତଟି ବହୁତ ଭା-ଇ-ରା-ଲ ମଧ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାନୁଙ୍କ ଏହି ଗୀତ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଲାଇକ ଓ ସେୟାର ନିଶ୍ଚୟ କରବେ । ଧନ୍ୟବାଦ ।

