ଆଫଗାନିସ୍ତାନରୁ ଫେରିଥିବା ଭାରତୀୟ ବଖାଣିଲେ ଆଫ୍‌ଗାନରେ ତାଲିବାନ୍‌ ର ନୃଶଂସ ଅତ୍ୟାଚାର ର କାହାଣୀ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶରେ ଏକ ବଡ ଖବର ବହୁତ ଚର୍ଚାରେ ରହିଛି । ଏହି ଖବରଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଖବର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଖବରଟି ହେଉଛି ଆଫଗାନିସ୍ତାନରେ ତାଲିବାନର ରାଜ । ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଅଛି । ତାଲିବାନ ଆ-କ୍ର-ମ-ଣ ଦ୍ଵାରା ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ନିଜ ଗାଦି ଛାଡି ଫେରାର ହୋଇଯାଇଛନ୍ତି । ଅସରଫ କେବଳ ଗାଦି ନୁହେଁ ସେ ଗାଦି ସହ ନିଜ ଦେଶକୁ ମଧ୍ୟ ଛାଡି ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ନିଜ ପଡୋଶୀ ଦେଶ କାଜେଗିସ୍ତାନ ଚାଲିଯାଇଛନ୍ତି ବୋଲି ଜଣା ପଡିଛି । ତାଲିବାନ ସେନା ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ନିଜ କବଜାରେ ନେଇଛନ୍ତି । ଏହା ମଧ୍ୟ କାବୁଲ ବିମାନ ବନ୍ଦରରେ ଗୁ-ଳି-ମା-ଡ ହୋଇଛି ବୋଲି ମଧ୍ୟ ସୂଚନା ମିଳିଛି । ଆଫଗାନିସ୍ତାନର ପାଗରାର ଏୟାର ବେସକୁ ଅତିଆରରେ ନେବା ସହ ପାଞ୍ଚ ହଜାର ବ-ନ୍ଦୀ-ଙ୍କୁ ମୁକ୍ତ କରିଛି ତାଲିବାନ । ତେବେ ବର୍ତ୍ତମାନ ସହରରେ ତାଲିବାନ ପଶିବା ଦ୍ଵାରା ସହରବାସୀ ଭ-ୟ-ବି-ତ ହୋଇପଡିଛନ୍ତି ।

ତାଲିବାନ କ୍ଷମତାକୁ ଆସିବା ପରେ ସଂଗଠନର ମୁଖ୍ୟ ନେତା ମୁଲା ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚା ହେଉଛି । ଅନ୍ୟ ପକ୍ଷରେ ଆମେରିକା ନିଜ ଦୂତାବାସ କର୍ମଚାରୀ ମାନଙ୍କୁ ଏୟାର ଲିଫ୍ଟ କରିଛି । ଏହାରି ମଧ୍ୟରେ ଭାରତୀୟ ଦୂତାବାସରେ ଫସିଥିବା ୧୨୯ ଜଣ କର୍ମଚାରୀଙ୍କୁ ଏୟାର ଇଣ୍ଡିଆରେ କାବୁଲରୁ ନୂଆ ଦିଲ୍ଲୀକୁ ଅଣା ଯାଇଛି ।

ଭାରତରେ ଦୂତାବାସ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ପହଞ୍ଚିବା ପରେ ଭାରତୀୟ ମାନେ ଆଫାଗାନିସ୍ତାନର ସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି । ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଖବରଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *