ବାହାନଗା ରେଳ ଦୁର୍ଘଟଣାରେ ଚାଲିଗଲେ ବାପା, ଦଶାହରେ ଲଣ୍ଡା ହେଉଛି କୁନି ଝିଅ, ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ । ବାପା ତୁମେ ଆସିଲନି ,ଦେଖ ଆଜି ତୁମ ପାଇଁ ମୁଁ ଲଣ୍ଡା ହେଉଛି ।ବୋଉ କହିଲା ତୁମେ କୁଆଡ଼େ ଆଉ କେବେ ଫେରିବନି । ହଁ ଦର୍ଶକବନ୍ଧୁ ସାନ କୁନି ଝିଅ ଏଭଳି କିଛି ଭାବନାକୁ ନିଜ ମନ ଭିତରେ ରଖି ବାପାଙ୍କୁ ଝୁରୁଛି । ଏହି ଘଟଣା ହେଉଛି ଖରିଆ ବ୍ଲକ ସିଙ୍ଗୀପୁର ଗାଁର । ସ୍ଵାମୀଙ୍କ ମୃତୁ ଖବର ପାଇଥିବା ସ୍ତ୍ରୀ ତା କୁନି ଝିଅକୁ କହିଲା ବାପା ଆଉ ଆସିବେନି  ସେ ଅପେରା ଦୁନିଆକୁ ଚାଲିଗଲେ ।

କୁନି ଝିଅ ଯିଏ କି ଦୁନିଆକୁ ଭଲରୂପେ ଦେଖିନି ସେ ଆଜି ଭୋ ଭୋ କରି କାନ୍ଦି ବାପାକୁ ଥରେ ଟିଏ ଦେଖିବାକୁ ଇଶ୍ଵରକୁ ବିନତି ପ୍ରାଥନା କରୁଥାଏ । ଆପଣମାନେ ସମସ୍ତେ ଜାଣିଥିବେ ବାହାନଗା ଟ୍ରେନ ଦୁର୍ଘଟଣା ସମ୍ବନ୍ଧରେ  ଏହି କରମଣ୍ଡଳ ସେହିଦିନ ସାଜିଥିଲା ମୃତ୍ୟୁର ଶେଷ କାଳରାତି ଯାହା ଅନେକ ଲୋକମାନଙ୍କ ଜୀବନକୁ ନେଇଯାଇଥିଲା ।

କେତେ କଣ ବା ନେଇଯାଇଛି ଯାହାର ମୂଲ୍ୟ କେହି ବି ଦେଇପାରିବେ ନାହିଁ ।ଜୀବନର ମୂଲ୍ୟ କଣ  ପଇସା ଦେଇପାରେ କଚିତ ନୁହେଁ । ଖବର ଅନୁସାରେ  ବିକ୍ଷିପ୍ତ ସବୁଦିନ ଭଳି ନିଜ ଅଫିସ ସାରି  ଟ୍ରେନ ମାଧ୍ୟମରେ ଘରକୁ ନେଉଟି ଆସନ୍ତି । ତେବେ ସେହିଦିନ ସେ ଘରକୁ ଆସିବା ପାଇଁ କରମଣ୍ଡଳ ଟ୍ରେନ୍ନ ଛଡି ଆସୁଥିବା ବେଳେ ମଝି ରାସ୍ତାରେ ଘଟିଯାଇଥିଲା ଏକ ବଡ ଦୁର୍ଘଟଣା ।

ଯାହା ସ୍ତ୍ରୀ ଠାରୁ ସ୍ଵାମୀକୁ  ଓ କୁନି ଝିଅ ଠୁ ବାପାକୁ ନେଇଗଲା । ଘଟଣା ଶୁଣିବା ପରେ ବିକ୍ଷିପ୍ତଙ୍କ ସ୍ତ୍ରୀ ସଂପୂର୍ଣ୍ଣ ରୂପରେ ଭାଙ୍ଗି ପଡିଥିଲେ । ସେ ଏକୁଟିଆ ଝିଅର ଲାଳନପାଳନ କିପରି କରିବେ । ଏଭଳି ଯନ୍ତ୍ରଣା ଶତ୍ରୁକୁ ବି ନଆସୁ ଆଜି ବିକ୍ଷିପ୍ତଙ୍କ ଦଶାହ ତେଣୁ ବାପାଙ୍କ ଶୁଦ୍ଧି ପାଇଁ ଲଣ୍ଡା ହେଉଛି କୁନି ଝିଅ । ଯେଉଁ ବୟସରେ ବାପାଙ୍କ ସହ ଖେଳିବା କାନ୍ଧରେ ବସି ଗାଁ ବୁଲିବା କଥା ଝିଅ ଆଜି ହେଉଛି ଶୁଦ୍ଧି ।

ଏହି ରଜରେ କି ତାଙ୍କୁ ବୁଲେଇବ କିଏ ତାହା ପାଇଁ ଦୋଳି ବାନ୍ଧିବ ।  ମା ‘ ଙ୍କୁ ହିଁ ଝିଅ ପାଇଁ ହେବାକୁ ପଡିବ ସବୁକିଛି । ଏହାକୁ ଶୁଣିବା ପରେ ଆପଣଙ୍କ ଆଖିରେ ଲୁହ ନ ଆସି ରହିବା ନାହିଁ । ତେବେ ଖବରକୁ ଆପଣଙ୍କ ମତ କଣ କମେଣ୍ଟ କରନ୍ତି ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *