କରୋନାରେ ଚାଲିଗଲା ଆଉ ଜଣେ ଅଭିନେତାଙ୍କ ଜୀବନ, ମୃତ୍ୟୁ ପୂର୍ବରୁ ଲେଖିଗଲେ କିଛି ଏମିତି କଥା ଯାହା ଆପଣଙ୍କ ଆଖିରେ ବି ଲୁହ ଭରିଦେବ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ସ୍ଥିତି ବହୁତ ଜଟିଳ ହୋଇସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଏହି ଭାଇରସ ଗତବର୍ଷ ପରି ଏହି ବର୍ଷ ମଧ୍ୟ କିଛି ଫେମସ ସେଲିବ୍ରେଟି ମାନଙ୍କ ପ୍ରାଣକୁ ନେଇ ଯାଇଛି । ବନ୍ଧୁଗଣ ଏହି ଭାଇରସ କେତେକ ଚଳଚିତ୍ର କଳାକାର, କେତେକ ଡାକ୍ତର ଓ କେତେକ ସାମ୍ବାଧିକ ମାନଙ୍କର ମଧ୍ୟ ପ୍ରାଣ ନେଇ ସାରିଛି । ବନ୍ଧୁଗଣ ଗତକାଲି ଏକ ଦୁଃଖଦର ଖବର ମିଳିଛି ।

ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ଭାରତୀୟ କଳାକାର ରାହୁଲ ବୋରାଙ୍କ କରୋନା ମହାମାରୀରେ ଆକ୍ରାନ୍ତ ହେତୁ ତାଙ୍କର ଦେ-ହା-ନ୍ତ ହୋଇଛି । ଦେ-ହା-ନ୍ତ ହେବା ପୂର୍ବରୁ ରାହୁଲ ନିଜ ଫେସବୁକ ଆକାଉଣ୍ଟରେ ଏକ ଦୁଃଖ ଭରା କଥା ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏହି ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରାହୁଲ ବୋରାଙ୍କ ବିଷୟରେ ।

ଅଭିନେତା ରାହୁଲ ବୋରା ଦୀର୍ଘ ଦିନ ଧରି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ସଂଘର୍ଷ କରୁଥିଲେ । ହେଲେ ଶେଷରେ ସେ ତାଙ୍କ ଜୀବନ ଜ୍ୟୋତିରେ ହାରି ଯାଇଛନ୍ତି । କରୋନା ମହାମାରୀରେ ଆକ୍ରାନ୍ତ ହେବା ହେତୁ ତାଙ୍କର ପର ଲୋକ ହୋଇଛି । କିନ୍ତୁ ମୃ-ତ୍ୟୁ ପୂର୍ବରୁ ସେ ଲେଖିଥିବା କିଛି କଥା ସମସ୍ତଙ୍କ ଆଖିରେ ଲୁହ ଭାରି ଦେଇଛି ।

ବନ୍ଧୁଗଣ ଗତ କାଲୀ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ ରାହୁଲ । ଏହି ପୋଷ୍ଟରେ ସେ ଲେଖିଥିଲେ-‘ଯଦି ମତେ ଭଲ ଚିକିତ୍ସା ମିଳିଥାନ୍ତା ତା ହେଲେ ହୁଏତ ମୁ ବଞ୍ଚି ଯାଇ ଥାନ୍ତି’ । ବନ୍ଧୁଗଣ ରାହୁଲଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । 35 ବର୍ଷୀୟ ରାହୁଲ ବୋରା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ବନ୍ଧୁଗଣ ଗତକାଲି ତାଙ୍କର ଦେ-ହା-ନ୍ତ ହୋଇଛି ।

ରାହୁଲ ସେହି ପୋଷ୍ଟକୁ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀର ଉପମୁଖ୍ୟ ମନ୍ତ୍ରୀ ମନି ସିସୋଡିଆଙ୍କୁ ଟ୍ୟାଗ କରିବା ସହ ଲେଖିଛନ୍ତି-‘ଖୁବ ଶୀଘ୍ର ମୁ ଆଉ ଠାରେ ଜନ୍ମ ନେବି ଏବଂ ମୁ ଭଲ କାମ କରିବି । ବର୍ତ୍ତମାନ ମୁ ମୋର ସାହସକୁ ହାରି ସାରିଛି’ । ଜୀବନ ଯିବା ପୂର୍ବରୁ ମୃ-ତ୍ୟୁକୁ ପାଖରେ ଦେଖି ସାରିଥିଲେ ରାହୁଲ ବୋରା । ଯାହାକି ତାଙ୍କର ଏହି ପୋଷ୍ଟ ଦ୍ଵାରା ସ୍ପର୍ଷ୍ଟ ଜଣା ପଡିଛି ।


ବନ୍ଧୁଗଣ ରାହୁଲଙ୍କର ଏହି ପୋଷ୍ଟ ଅନେକ ପ୍ରଶ୍ନକୁ ଛିଡା କରିଛି । ରାହୁଲଙ୍କର ଚିକିତ୍ସାରେ ଏପରି କଣ ଅବହେଳା କରାଗଲା ଯେଉଁଥି ପାଇଁ ରାହୁଲ ନିଜ ଜୀବନକୁ ହାରି ବସିଲେ । ତା ହେଲେ ବନ୍ଧୁଗଣ ରାହୁଲଙ୍କର ଏହି ପୋଷ୍ଟ ପ୍ରତି ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *