ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚୁମ୍ବକ ଗିଳିବା କାରଣରୁ ୩ ବର୍ଷ ବୟସ ଛୁଆ ର ମୃ-ତ୍ୟୁ ଘଟିଛି । ଛୁଆ ଟି ଖେଳ-ଖେଳରେ ଚୁମ୍ବକ କୁ ଖାଇ ଦେଇଥିଲା । ଏହା ପରେ ଛୁଆ ର ପରିବାର ଲୋକ ତାକୁ ହସ୍ପିଟାଲ ନେଇ ଯାଇଥିଲେ ।
କିନ୍ତୁ ଡାକ୍ତର ଙ୍କ ଅସାବଧାନତା ଯୋଗୁଁ ସେହି ଛୁଆ ର ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ଏହି ଚୁମ୍ବକ ଗତ ୧୧ ଦିନ ଧରି ଛୁଆ ଟି ର ପେଟ ରେ ଥିଲା । ଏହି ଘଟଣା ଟି ମଧ୍ୟପ୍ରଦେଶ ର ଇନ୍ଦ୍ଓର ର ଅଟେ । ଖବର ଅନୁସାରେ ଇନ୍ଦ୍ଓର ର ସିଲିକନ ସିଟି ରେ ଏହି ଛୁଆ ଟି ରୁହେ । ସେଠାରେ ରହୁଥିବା ସୁନୀଲ ତିୱାରୀ ଙ୍କ ସାଢେ଼ ତିନି ବର୍ଷ ର ପୁଅ କବୀର ୨୯ ଜୁଲାଇ ରେ ଖେଳୁଥିବା ସମୟ ରେ ଭୁଲ ବଶତଃ ଗୋଟିଏ ଚୁମ୍ବକ କୁ ଗିଳି ଦେଇଥିଲା ।

ପରିବାର ଲୋକଙ୍କୁ ଯେତେବେଳେ ଏହି ବିଷୟରେ ଜଣା ପଡ଼ିଥିଲା ସେମାନେ ଚିନ୍ତିତ ହୋଇଯାଇଥିଲେ । ପରିବାର ଲୋକ ଛୁଆ କୁ ହସ୍ପିଟାଲ ନେଇ ଗଲେ ଏବଂ ସେଠାରେ ଛୁଆ ଟି ର ଏକ୍ସରେ କରାଗଲା ।ଏକ୍ସରେ କରିବା ଦ୍ଵାରା ଛୁଆ ଟି ର ପେଟରେ ଚୁମ୍ବକ ଦେଖିବାକୁ ମିଳିଲା । ପରିବାର ସଦସ୍ୟ ଛୁଆ ର ପେଟ ରୁ ଚୁମ୍ବକ ବାହାର କରିବା ପାଇଁ ତାକୁ ଅରିହନ୍ତ ହସ୍ପିଟାଲ ନେଇଗଲେ ।

ହସ୍ପିଟାଲ ର ପ୍ରବନ୍ଧକ ଇ-ଣ୍ଡୋ-ସ୍କୋ-ପି ଦ୍ୱାରା ଚୁମ୍ବକ ବାହାର କରିବା ପାଇଁ କହିଲେ । କିନ୍ତୁ ସେହି ଦିନ ଏ-ନେ-ସ୍ଥେ-ସି-ଆ ବିଶେଷଜ୍ଞ ନଥିବା କାରଣରୁ ତାଙ୍କୁ ପର ଦିନ ଆସିବାକୁ କୁହାଗଲା । ଏହା ପରଦିନ ଯେତେବେଳେ ଛୁଆ ଟି ର ପେଟ ରୁ ଚୁମ୍ବକ ବାହାର କରାଗଲା ସେତେବେଳେ ତା’ର ମୃତ୍ୟୁ ହୋଇଗଲା ।

କବୀର ଙ୍କ ପିତା ସୁନୀଲ ତିୱାରି କହିଲେ ଯେ, ଚୁମ୍ବକ ଗିଳିବା କାରଣରୁ କବୀର କୁ କାଶ ଓ ଜ୍ୱର ହୋଇଗଲା । ଡାକ୍ତର କହିଲେ ଯେତେବେଳେ ସେ ଠିକ ହେବେ ସେତେବେଳେ ଚୁମ୍ବକ ବାହାର କରିଦେବେ । ଏହା ପରେ ସୋମବାର ଦିନ ଛୁଆ ଟି ର ଏ-ଣ୍ଡୋ-ସ୍କୋ-ପି କରାଗଲା ଏବଂ ବେହୋସ କରିବା ପାଇଁ ଏ-ନେ-ସ୍ଥି-ସି-ଆ ଦିଆଗଲା ।

ଡାକ୍ତର ଛୁଆର ପେଟ ରୁ ବାହାର କରିଥିବା ଚୁମ୍ବକ କୁ ମଧ୍ୟ ଦେଖାଇଲେ ଏବଂ କହିଲେ ଯେ, ଅଧଘଣ୍ଟା ଭିତରେ ତାକୁ ହୋସ ଆସିଯିବ । କିନ୍ତୁ ପ୍ରାୟ ଅଢେ଼ଇ ଘଣ୍ଟା ପରେ ଡାକ୍ତର କହିଲେ ଯେ, ଛୁଆ ର ମୃ-ତ୍ୟୁ ହୋଇଛି । ପରିବାର ସଦସ୍ୟ ଏହା ଆ-ରୋ-ପ ଲଗାଇଛନ୍ତି ଯେ, ଏ-ନେ-ସ୍ଥି-ସି-ଆ ର ଓ-ଭ-ର ଡୋ-ଜ ଯୋଗୁଁ ତାଙ୍କ ଛୁଆ ର ମୃତ୍ୟୁ ହୋଇଛି । ପରିବାର ସଦସ୍ୟ ଙ୍କ ପାଇଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ହସ୍ପିଟାଲ ପ୍ରବନ୍ଧକ ଓ ଡାକ୍ତର ସୋନଲ ନିବସର୍କର ଅଟନ୍ତି ।

ଛୁଆ ର ମୃତ୍ୟୁ ପରେ ପରିବାର ସଦସ୍ୟ ତୁରନ୍ତ ପୋଲିସ କୁ ଫୋନ କରିଥିଲେ । ଯାହାପରେ ପୋଲିସ ହସ୍ପିଟାଲ ଆସି ଏହି ମାମଲାର ଯା-ଞ୍ଚ କରିଥିଲେ । କୁହାଯାଉଛି ଯେ, ଛୁଆ ଟି ର ପରିବାର ସଦସ୍ୟ ଚନ୍ଦନପୁର ଥାନା ରେ ହସ୍ପିଟାଲ ପ୍ରବନ୍ଧକ ଙ୍କ ନାଁ ରେ ଅଭିଯୋଗ କରିଛନ୍ତି । ଏହାପରେ ଛୁଆ ର ପୋ-ଷ୍ଟ ମ-ର୍ଟ-ମ ପାଇଁ ଏମ୍ବାୟ ହସ୍ପିଟାଲ ପଠାଗଲା । ପୋ-ଷ୍ଟ ମ-ର୍ଟ-ମ ରିପୋର୍ଟ ଆସିବା ପରେ ପୋଲିସ ଆଗକୁ ତଦନ୍ତ ଆରମ୍ଭ କରିବ ।

